Search for:

ବେନାମୀ ଲେଖି କମିସନରେଟ ପୋଲିସ ର ସିପାହୀ ସସ୍ପେଣ୍ଡ

ଭୁବନେଶ୍ୱର:ବେନାମୀ ଲେଖି କମିସନରେଟ ପୋଲିସ ର ସିପାହୀ ସସ୍ପେଣ୍ଡ ଏସ୍ ଏସ ବଟାଲିଅନ , କମିସନରେଟ ପୋଲିସ ଭୁବନେଶ୍ୱର ର ସିପାହୀ ନମ୍ୱର 187 ଶ୍ରୀ ଦୀପକ କୁମାର ମହାରଣା ଉଚ୍ଚ ପାହ୍ୟାର ଅଫିସରଙ୍କ ନାମରେ ଅନେକ ଦିନ ହେଲା ବେନାମୀ ପିଟିସନ ଲେଖି ଆସୁଥିଲେ। ଗତ ଅଗଷ୍ଟ ମାସରେ ଆଦିଶିନାଲ ଡିସିପି (ସିକୁରିଟି ) ଲୋକସେବା ଭବନ ର ଶ୍ରୀ ସୁଜିତ୍ ଦଳାଇ ଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ [...]

୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’

ଭୁବନେଶ୍ୱର:୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ର କମିଶନରେଟ୍ ପୋଲିସ୍ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇ.ଏସ୍. ଡି. ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ରକୁ ୯ ବର୍ଷ ପୂରି ୧୦ ବର୍ଷ ଚାଲିଲା । ଏହି କେନ୍ଦ୍ର ୨୦୧୪ ମସିହା ସେପ୍ଟେମ୍ବର ମାସ ୩ ତାରିଖରୁ ଡି.ସି.ପି. ଅଫିସ ଭୁବନେଶ୍ଵର ଓ କଟକ ମହିଳା ଥାନା ପରିସରରେ କାର୍ଯ୍ୟକରି ଆସୁଅଛି । [...]

ବଜ୍ରାଘାତରେ ଦୁଇ ଜଣ ଯୁବକ ମୃତ; ତିନି ଗୁରୁତର

ବଜ୍ରାଘାତରେ ଦୁଇ ଜଣ ଯୁବକ ମୃତ; ତିନି ଗୁରୁତର ଭୁବନେଶ୍ୱର:ବାଣପୁର : ବାଣପୁର ଅଞ୍ଚଳରେ ଶନିବାର ଅପରାହ୍ନରେ ବଜ୍ରପତ ଘଟି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଦ୍ବୟଙ୍କ ମଧ୍ୟରୁ ଜଣେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଅରାଙ୍ଗ ଗ୍ରାମ ଭୋଇ ସାହିର ଗୋଲଖ ରଣସିଂହ ଙ୍କ ପୁଅ ରଞ୍ଜତ ରଣସିଂହ (୨୧) ଏବଂ ଦାମିଆ ବରବରା ପଞ୍ଚାୟତ [...]

ବଜ୍ରାଘାତରେ ଗୁରୁତର ଆହତ

ବଜ୍ରାଘାତରେ ଗୁରୁତର ଆହତ ମହିଳାଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ସୂଚନା ଭୁବନେଶ୍ୱର:ବୌଦ୍ଧ ବ୍ଲକ୍ ରାଉତବାହାଲ ଗ୍ରାମରେ ଆଜି ଅପରାନ୍ହ ୧.୩୦ ମିନିଟ ସମୟରେ ଧାନ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୁରୁତର ମହିଳାଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କନ୍ଦର୍ପ ପୋଢଙ୍କ ପତ୍ନୀ ପାନେସ୍ବରୀ ପୋଢ ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା | [...]

ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡ଼ିବସିଲା ପୁଲିସ

ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡ଼ିବସିଲା ପୁଲିସ ଭୁବନେଶ୍ୱର:ପୁରୀ,: ଡକାୟତି ଯୋଜନା ବେଳେ ଅଚାନକ ପୁଲିସ ଚଢାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨ଟି ବଡ଼ ଖଣ୍ଡା, ୨ଟି ଲୁହାରଡ଼, ୨ଟି ବୋମା ଏବଂ ବାରୁଦ ଜବତ କରିଛି ତାଳବଣିଆ ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ବାସେଳିସାହି ଥାନା ମଙ୍ଗଳାହାଟ ଜଗନ୍ନାଥ ବସ୍ତିର ବିଦେଶୀ ବେହେରା (୩୫), ଟାଉନ ଥାନା [...]

ଦାଦାବଟିକୁ ନେଇ ରାଜଧାନୀରେ ଗୋଡ଼େଇ ଗୋଡ଼େଇ ହାଣିଲେ, ୬ ଗୁରୁତର

ଦାଦାବଟିକୁ ନେଇ ରାଜଧାନୀରେ ଗୋଡ଼େଇ ଗୋଡ଼େଇ ହାଣିଲେ, ୬ ଗୁରୁତର ଭୁବନେଶ୍ଵର ଉପକଣ୍ଠ ଶିଶୁପାଳଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ଉତ୍ତେଜନା ଯୋଗୁଁ ଭୁବନେଶ୍ଵର-ପୁରୀ ରାସ୍ତା ଅବରୋଧ କରାଯାଇଛି।ଫଳରେ ଗମନାଗମନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ଵରେ ବହୁ [...]

ସାବଡ଼ କରିବ ପୋଲିସ ରାଜଧାନୀ ରେ ଯିଏ କ୍ରାଇମ କରିବ:ଡିଜି

ଭୁବନେଶ୍ୱର:ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଅପରାଧର ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଯୌନ ଶୋଷଣର ଶିକାର ହେବା ପରେ ଜଣେ ପିଡିତାଙ୍କୁ କିଭଳି ଦିଆଯାଇପାରିବ ତ୍ୱରିତ ନ୍ୟାୟ। ପୁଲିସ ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜିଆରମ୍ଭ  ହୋଇଛି ଟ୍ରେନିଂ ସେସନ ।ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା” ଏବଂ “ୟୁନିସେଫ”ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ଭୁବନେଶ୍ୱର [...]

inaugurated the Monitoring of Atrocity, National Commission Cases & Assistance to Victim (MANAV) Portal

Bhubaneswar: inaugurated the Monitoring of Atrocity, National Commission Cases & Assistance to Victim (MANAV) Portal and “Fleet Management System”. MANAV Portal will expedite the investigation of criminal cases under the SC & ST (POA) Act, timely delivery of compensation to the victims within 21 days and monitoring of National and [...]

କମିଶନରେଟ୍ ପୋଲିସ୍ ଡ୍ରଗ୍ ରାକେଟ ଆରେଷ୍ଟ।

• ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍ କମିଶନରେଟ୍ ପୋଲିସ୍ ଡ୍ରଗ୍ ରାକେଟ – 305 ଗ୍ରାମ | • ଜବତ ହୋଇଥିବା ବେଆଇନ ଅସ୍ତ୍ର ଏବଂ 3 ଟି ଜୀବନ୍ତ ଗୁଳି • 3 ବ୍ୟକ୍ତି ଗିରଫ. ଭୁବନେଶ୍ୱର:ସଂକ୍ଷିପ୍ତ ତଥ୍ୟ: 20.08.2023 ରେ, କମିଶନଏରଟେ ପୋଲିସର ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ ଚଢ଼ାଉ କରି ଏକ ନିଶା ରାକେଟ ର ପର୍ଦାଫାଶ କରିଛି | ଏଥିରେ 350 gms ବ୍ରାଉନ୍ ସୁଗାର , [...]

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ ଭୁବନେଶ୍ୱର:କଟକ ତା ୧୮.୦୮.୨୦୨୩ – ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ୤ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ୤ [...]