Search for:

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଆନନ୍ଦ ବାରିକ (୪୩ବର୍ଷ) ଏକ ଛୋଟ ପାନ ଦୋକାନ କରି ପରିବାର ଚଳାନ୍ତି । ୧୯୯୬ ମସିହାରେ ଏକ ପିରକ କଣ୍ଟା ତାଙ୍କ ବାମ ପାଦରେ ଫୁଟି ସେପ୍ଟିକ ହୋଇଯାଇଥିଲା । [...]

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ (ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର)

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ (ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର) ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାର ବାସିନ୍ଦା ସିଦ୍ଧାନ୍ତ ସାହୁ (୨୬ବର୍ଷ) ଗତ ୮ବର୍ଷ ଧରି ମୁମ୍ବାଇରେ ରହି ପାଣି ପାଇପ୍ କାମ କରିଆସୁଥିଲେ । ଗତ ଅଗଷ୍ଟ ୩୦ତାରିଖରେ ସେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧାନ୍ତ, କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହକୁ ବିମାନ ଯୋଗେ ମୁମ୍ବାଇରୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା [...]