Search for:

ରାଜଧାନୀ ରେ ମାତିଛନ୍ତି ଲୁଟେରା, ବାଇକରେ ଆସି ବେକରୁ ଚେନ ଭିଡୁଛଥି।

ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା, ବାଇକ ରେ  ଆସି ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନାଚେନ ଭୁବନେଶ୍ୱର:୦୨.୦୭ ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ରଚୁଛନ୍ତି ସୁନାଚେନ ଲୁଟେରା । ବାଇକରେ ଆସି ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନାଚେନ । ଲୁଟ୍‌‌ର ଶିକାର ହୋଇଥିବା ମହିଳା ହେଲେ ଅହଲ୍ୟା ତ୍ରିପାଠୀ। ସେ ପରିବା ନେଇ ଘରକୁ ଫେରୁଥିବା ବେଳେ ତାଙ୍କ ବେକରୁ ସୁନାଚେନ୍‌‌ ଲୁଟ୍‌‌ ହୋଇଛି। ୨ଜଣ ଯୁବକ ଏକ ବାଇକରେ ଆସି [...]