Search for:
  • Home/
  • Month: October 2023

ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ ଓ ଶପଥ

ଭୁବନେଶ୍ୱର:ରଘୁବର ଦାସ ଓଡି଼ଷାର ୨୬ ତମ ରାଜ୍ୟପାଳ ଭାବେ ସପଥ ଗ୍ରହଣ କରିଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ ରାଜଭବନରରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ତାଙ୍କୁ ସପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବିଧାୟକ ଓ [...]

ଜୀବନ-ଜୀବିକା ଓ ପରିବେଶ ସୁରକ୍ଷା ପାଇଁ ବିଶାଳ ଜନସମାବେଶରେ ସଂକଳ୍ପ ପତ୍ର ଘୋଷଣା

ଜାନ୍ ଯାଉ-ଜୀବନ ଯାଉ: କୁଟ୍ରୁମାଳି ଓ ସିଜିମାଳି ବଞ୍ଚିଥାଉ !!! ଜୀବନ-ଜୀବିକା ଓ ପରିବେଶ ସୁରକ୍ଷା ପାଇଁ ବିଶାଳ ଜନସମାବେଶରେ ସଂକଳ୍ପ ପତ୍ର ଘୋଷଣା ଭୁବନେଶ୍ୱର ତା୩୦.୧୦.୨୦୨୩:- କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଓ ସିନ୍ଦୁରଘାଟି ପଞ୍ଚାୟତ ତଥା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ, ତଳଆମପଦର ଓ ନାକରୁଣ୍ତି ପଞ୍ଚାୟତର ଗ୍ରାମ ମୁଖ୍ୟ ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସମେତ ସହସ୍ରାଧିକ ମହିଳା ଓ ପୁରୁଷଙ୍କ ଏକ ବିଶାଳ ସମାବେଶ [...]

ମୁଁ କାହିଁକି ବୋମା ବିସ୍ଫୋରଣ କଲି ?” କେରଳ ବିସ୍ଫୋରଣ ଅଭିଯୁକ୍ତର ବିସ୍ଫୋରକ ବୟାନ

ମୁଁ କାହିଁକି ବୋମା ବିସ୍ଫୋରଣ କଲି ?” କେରଳ ବିସ୍ଫୋରଣ ଅଭିଯୁକ୍ତର ବିସ୍ଫୋରକ ବୟାନ ଭୁବନେଶ୍ୱର:କେରଳ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ଡୋମିନିକ୍ ମାର୍ଟିନ ନାମକ ଜଣେ ବ୍ୟକ୍ତି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଆତ୍ମସମର୍ପଣ କରିବା ପୂର୍ବରୁ ସେ ଗଣମାଧ୍ୟମକୁ ଏକ ଭିଡିଓ ଜାରି କରି କାହିଁକି ଏହି ସିରିଏଲ ବିସ୍ଫୋରଣ କଲା [...]

ଭୁବନେଶ୍ବରସ୍ଥିତ ରାଜଭବନରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ ।

ଭୁବନେଶ୍ବର: ଶ୍ରୀଜିଉଙ୍କୁ ଦର୍ଶନ ପରେ ଭୁବନେଶ୍ବରସ୍ଥିତ ରାଜଭବନରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ । ନବନିଯୁକ୍ତ ରାଜ୍ୟପାଳଙ୍କୁ ରାଜଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଖବର ଅନୁଯାୟୀ, ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆଜି ଭୋରରୁ ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତିି। ମନ୍ଦିରରେ ପ୍ରାୟ [...]

ଲଲଗାତାର ଟ୍ରେନ ଦୁର୍ଘଟଣା ପାଇଁ ନୈତିକ ଦାୟୀତ୍ୱ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଲଲଗାତାର ଟ୍ରେନ ଦୁର୍ଘଟଣା ପାଇଁ ନୈତିକ ଦାୟୀତ୍ୱ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ଓଡ଼ିଶାର ଲଜ୍ଜା ଓ ଦେଶବାସୀଙ୍କ ଦୁଃଖ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ତା. ୩୦.୧୦- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ପଂଚାନନ କାନୁନଗୋ ଦେଶରେ ଏବଂ ବିଶେଷ କରି ପୂର୍ବତଟ ରେଳପଥରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପାଇଁ ଅପାରଗ ଓ [...]

ଭିନ୍ନକ୍ଷମ ଛାତ୍ର ବିଭୁଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରଦାନ

ଭିନ୍ନକ୍ଷମ ଛାତ୍ର ବିଭୁଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରଦାନ ଭୁବନେଶ୍ୱର:ଦୁର୍ଘଟଣାରେ ଆହତ ହୋଇ ହରାଇଥିଲେ ଗୋଡ଼ । ପାଠ ପଢିବାକୁ ମନରେ ଅନେକ ଆଗ୍ରହ ଥିଲେହେଁ ତାଙ୍କ ଅକ୍ଷମତା ବାଧକ ସାଜିଥିଲା । ତାଙ୍କୁ ଯଥେଷ୍ଟ ସକ୍ଷମ କରିବା ପାଇଁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର । ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପିପିଲି ବ୍ଲକ ଡେଲାଙ୍ଗ ପଞ୍ଚାୟତ ଅଧିନସ୍ଥ ଖେଳରପୁର ଅଞ୍ଚଳର ସୁରେନ୍ଦ୍ର ମହାରଣାଙ୍କ [...]

ଦୁର୍ନୀତି ବିରୋଧରେ ଲଢିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଦୁର୍ନୀତି ବିରୋଧରେ ଲଢିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି। କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଦୁର୍ନୀତି ପାଇଁ କିଛି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ମୋ ସରକାର ଜରିଆରେ ଲୋକଙ୍କୁ [...]

ତାଳଚେରର ବୌଦ୍ଧିକ କ୍ଷମତାକୁ ବଢାଇବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳରେ ଡାଇମଣ୍ଡ କ୍ଲବ ଓ ତାଳଚେର କିଶୋର କ୍ଲବର କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ତାଳଚେରର ବୌଦ୍ଧିକ କ୍ଷମତାକୁ ବଢାଇବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ • ଢେଙ୍କାନାଳର ରାସୋଳ, ହିନ୍ଦୋଳ ଏବଂ ଅନୁଗୋଳ କଲେଜ ଛକ ସମେତ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ • ତାଳଚେର ଭଳି ସମ୍ଭାବନା ଅଞ୍ଚଳରେ ଜନ୍ମ ନେବା ମୋର ସୌଭାଗ୍ୟ • ଏହି ଅଞ୍ଚଳ ପ୍ରତି ଥିବା [...]

ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ବସୁଆଘାଇ ପଞ୍ଚାୟତ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ବିକଶିତ ହେବ ସହର ଉପକଣ୍ଠ ପ୍ରତି କଲୋନୀ ।ପ୍ରତି ଗାଁ ହେବ ଶସକ୍ତ ଓଡ଼ିଶା ର ପ୍ରତିଛବି। ଏହି ବିକାଶ ଧାରାରେ ସାମିଲ ହୋଇଛି ଭୁବନେଶ୍ଵର ଉପକଣ୍ଠ ପ୍ରତି ଗ୍ରାମ ପଞ୍ଚାୟତରେ ଗଢି ଉଠିଥିବା ବିଭିନ୍ନ ନୂତନ କଲୋନୀ। ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ବସୁଆଘାଇ ପଞ୍ଚାୟତ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି ବିଜ୍ଞାନ ଓ କାରିଗରୀ [...]

ରିଲିଜ୍ ହେଲା “ଓଁ ସ୍ୱାହା” ଚଳଚ୍ଚିତ୍ରର ଅଡିଓ

ରିଲିଜ୍ ହେଲା “ଓଁ ସ୍ୱାହା” ଚଳଚ୍ଚିତ୍ରର ଅଡିଓ ଭୁବନେଶ୍ୱର:ସି.ଆର ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ, ଏଲ. ଟି ପ୍ରଡ଼କସନ୍ ସହଯୋଗୀତା ରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର “ଓଁ ସ୍ୱାହା” ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ମହାଡ଼ମ୍ବର ରେ ହୋଇଯାଇଛି l ଗୀତ ଗୁଡିକୁ ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର [...]