Search for:

ସ୍ମୃତିରେ ଦୁର୍ଯ୍ୟୋଧନ ଭାଇ।

  ସ୍ମୃତିରେ ଦୁର୍ଯ୍ୟୋଧନ ଭାଇ   ଦେଖୁ ଦେଖୁ ଏଗାର ଦିନ ଏହା ଭିତରେ ବିତିଗଲାଣି I ଆଜି ଏକାଦଶାହ ପାଳନ ଅବସରରେ କେହି ଭାବି ପାରୁନାହାନ୍ତି ଦୁର୍ଯ୍ୟୋଧନଭାଇ ଆମ ଗହଣରେ ନାହାନ୍ତି ବୋଲି I ତାଙ୍କ ଅବର୍ତ୍ତମାନରେ ପରିବାରଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ,ପ୍ରିୟ ପରିଜନ, ଅଞ୍ଚଳବାସୀ ଏବଂ ସର୍ବୋପରି ବନ୍ଧୁମହଲରେ ଶୋକାର୍ତ୍ତ ପରିବେଶ । ଜଣେ ଅଗ୍ରଣୀ ସମାଜସେବୀଙ୍କୁ ଏତେ ଆପଣାର କରିନେଇ ଥିଲା ଯେ [...]