Search for:

ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପଭିଙ୍କୁ ଉତ୍ସାହିତ କରିବା ପାଇଁ ଅଭିନବ ପ୍ରୟାସ

ଓଆସିସ୍ ଫର୍ଟିଲିଟି ପକ୍ଷରୁ ସମୁହ ବେବି ସାୱର କାର୍ଯ୍ୟକ୍ରମ ଆୟୋଜିତ • ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପଭିଙ୍କୁ ଉତ୍ସାହିତ କରିବା ପାଇଁ ଅଭିନବ ପ୍ରୟାସ ଭୁବନେଶ୍ୱର, ୧୦/୯/୨୦୨୩: ବିବାହର ଏକ ବର୍ଷ ପରେ ମଧ୍ୟ ଗର୍ଭଧାରଣରେ ଅକ୍ଷମତା ପରିଲକ୍ଷିତ ହେବା ବନ୍ଧ୍ୟାକରଣର ଲକ୍ଷଣ ହୋଇପାରେ । ବର୍ତ୍ତମାନ ୧୫ ପ୍ରତିଶତ ଭାରତୀୟ ଏହାର ଶିକାର ହେଉଛନ୍ତି । ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ମେଦବହୁଳତା, ହରମୋନ୍ ସମସ୍ୟା, ଦମ୍ପତ୍ତିଙ୍କ ଦ୍ଵାରା ବିଳମ୍ବ, [...]

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ ଭୁବନେଶ୍ୱର:ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ l ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି l ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁ ର ଏକ ପ୍ରମୁଖ [...]

ମର୍ସିଡିଜ୍‌-ବେଞ୍ଜ୍‌ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ

ଭୁବନେଶ୍ୱରରେ ମର୍ସିଡିଜ୍‌–ବେଞ୍ଜ୍‌ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ   ଭୁବନେଶ୍ୱର : ଭାରତର ସବୁଠାରୁ ଆକର୍ଷଣୀୟ ଲକ୍‌ଜରୀ କାର୍ ନିର୍ମାତା ମର୍ସିଡିଜ୍‌ ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍‌-ସାଇଜ୍ ଲକ୍‌ଜରୀ ଏସ୍‌ୟୁଭି, ନୂଆ ଜିଏଲ୍‌ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି । ନୂଆ ଜିଏଲ୍‌ସି ହେଉଛି ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକ୍‌ଜରୀ ଏସ୍‌ୟୁଭି । ଉନ୍ମୋଚନ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି । ନୂଆ ଜିଏଲ୍‌ସି [...]

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଭୁବନେଶ୍ୱର: ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଦାୟକ ମଲ୍ଟି-ସେଗ୍‌ମେଂଟ୍ ଫିନ୍‌ଟେକ୍ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଉ ଏକ ଶକ୍ତିଶାଳୀ ତ୍ରୈମାସିକ ପ୍ରଦର୍ଶନ ପ୍ରଦାନ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପ୍ରଥମ ଥର ପାଇଁ ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୪୧% ବୃଦ୍ଧି [...]

“Packaging Conclave” by he Bengal Chamber of Commerce & Industry 

“Packaging Conclave” by he Bengal Chamber of Commerce & Industry  Bhubaneswar, 5th August 2023: The Bengal Chamber of Commerce & Industry organised “Packaging Conclave” on 4th August, 2023 at Bhubaneswar. The theme was “NextGen Packaging: Smarter, Greener & its Preparedness for Global Play”. Shri Hemant Sharma, IAS, Principal Secretary, Department of Industries, Government of Odisha [...]

ଟେଲିଫଟୋ କ୍ୟାମେରା ସହିତ ଓପୋ ରେନୋ୧୦ ୫ଜିର ସେଲ ଆରମ୍ଭ।

ଟେଲିଫଟୋ କ୍ୟାମେରା ସହିତ ଓପୋ ରେନୋ୧୦ ୫ଜିର ସେଲ ଆରମ୍ଭ ଭୁବନେଶ୍ୱର: ୩୧.୦୭ ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍‌ ବ୍ରାଣ୍ଡ ଓପୋ ପକ୍ଷରୁ ଏହାର ରେନୋ୧୦ ର ସେଲ୍‌ ଚଳିତ ଜୁଲାଇ ୨୭ ତାରିଖରୁ ୩୨୯୯୯ ଟଙ୍କାରେ ଆରମ୍ଭ ହୋଇଯାଇଛି । ଏହି ହ୍ୟାଣ୍ଡସେଟ୍‌ ଓପୋ ଇ-ଷ୍ଟୋର୍‌, ଫ୍ଲିପ୍‌କାର୍ଟ ଓ ମେନ୍‌ଲାଇନ୍‌ ରିଟେଲ୍‌ ଆଉଟ୍‌ଲେଟ୍‌ଗୁଡିକରେ ଜୁଲାଇ ୨୭ ତାରିଖ, ୨୦୨୩ ରାତି ୧୨ଟା ପରଠାରୁ ଉପଲବ୍ଧ ହୋଇଯାଇଛି । ରେନୋ୧୦ [...]

ଆଇଏନ୍ଆଇଏଫ୍ଡି ଭୁବନେଶ୍ୱର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ’ “ନବ୍ୟତା ୨୦୨୩’ ଆୟୋଜିତ

ଆଇଏନ୍ଆଇଏଫ୍ଡି ଭୁବନେଶ୍ୱର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ’ “ନବ୍ୟତା ୨୦୨୩’ ଆୟୋଜିତ  ବଲିଉଡ୍ କଳାକାର ଅମନ ବର୍ମା ଯୋଗଦେଲେ  ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଡିଜାଇନ୍ ପ୍ରଦର୍ଶିତ ଭୁବନେଶ୍ୱର: ଇଟଂରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଡିଜାଇନ୍ (ଆଇଏନ୍ଆଇଏଫ୍ଡି) ଭୁବନେଶ୍ୱର ପକ୍ଷରୁ ରବିବାର ହୋଟେଲ୍ ୱେଲକମ୍ ବାଏ ଆଇଟିସିରେ ଆକର୍ଷଣୀୟ ବାର୍ଷିକ ଡିଜାଇନ୍ ସୋ’ ‘ନବ୍ୟତା ୨୦୨୩’ ଆୟୋଜନ କରାଯାଇଛି । ଯେଉଁଥିରେ ବଲିଉଡ୍ କଳାକାର ଶ୍ରୀ ଅମନ ବର୍ମା, [...]

ଉତ୍କଳ ହସ୍ପିଟାଲରେ ବିଶ୍ଵ ହେପାଟାଇଟିସ ଦିବସ ପାଳନ

ଉତ୍କଳ ହସ୍ପିଟାଲରେ ବିଶ୍ଵ ହେପାଟାଇଟିସ ଦିବସ ପାଳନ ଭୁବନେଶ୍ବର, ୨୮। ୦୭। ୨୦୨୩ ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ମଲଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରେ ବିଶ୍ଵ ହେପାଟାଇଟିସ ଦିବସ ପାଳନ ହୋଇଯାଇଅଛି। ଏହି ଅବସରରେ ଇଛୁକ ସାଧାରଣ ଜନତା ମାନଙ୍କର ମାଗଣା ହେପାଟାଇଟିସ କ୍ରିନ୍ନିଙ୍ଗ ଟେଷ୍ଟ ଗୁଡିକ କରଯାଇଥିଲା। ବିଶେଷଜ୍ଞ ମାନେ ହେପାଟାଇଟିସ ଚିକିତ୍ସା, ଏହାର ନିରାକରଣ ବିଷୟରେ ଏକ ସେମିନାରରେ ବିସ୍ତୃତ ଆଲୋଚନା କରିଥିଲେ। କେତେଗୋଟି [...]

Aakash BYJU’S Launches its Biggest and Most Awaited National Talent Hunt Exam, ANTHE 2023

Aakash BYJU’S Launches its Biggest and Most Awaited National Talent Hunt Exam, ANTHE 2023; Offers Up to 100% Scholarship and Cash Awards to Class VII-XII Students • ANTHE, Aakash Institute’s national scholarship exam, meant for students of Class VII-XII, will be held between October 7—15, 2023 in both online and [...]