Search for:
  • Home/
  • Month: September 2023

କଟକ ଜିଲ୍ଲା ବଡମ୍ବାରେ ‘ଜନ ଆକ୍ରୋଶ ସମାବେଶ’ ଯୋଗଦେଲେ ରାଜ୍ୟ ସଭାପତି

ନବୀନ ସରକାରରେ ଆଖି, କାନ, ନାକ ଅଦୃଶ ହୋଇଗଲାଣି : ମନମୋହନ ସାମଲ  କଟକ ଜିଲ୍ଲା ବଡମ୍ବାରେ ‘ଜନ ଆକ୍ରୋଶ ସମାବେଶ’ ଯୋଗଦେଲେ ରାଜ୍ୟ ସଭାପତି  ୨୩ବର୍ଷ ଶାସନରେ ଗୋଟିଏ ବି ଶିଳ୍ପକଳ ପ୍ରତିଷ୍ଠା କରିନଥିବା ବିଜେଡି ସରକାର ଅମଳରେ ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି  ଚିନିକଳ କରିବାର କ୍ଷମତା ନାହିଁ, ବଡମ୍ବା ସମବାୟ ଚିନିକଳ ନିଲାମ କରିବାକୁ ଅଧିକାର କିଏ [...]

ବିଧାନସଭା ସମ୍ମୁଖରେ ଧାରଣାରତ ଶିକ୍ଷକଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ

ବିଧାନସଭା ସମ୍ମୁଖରେ ଧାରଣାରତ ଶିକ୍ଷକଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ୫୦ହଜାର ସ୍କୁଲରେ ତାଲା, ୧ଲକ୍ଷ ୩୦ହଜାର ଶିକ୍ଷକ ରାଜରାସ୍ତାରେ ଏବଂ ୪୦ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର: ବିଜେପି  ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ଥ ହୋଇପଡିଛି ଏବଂ ଏହା ଏକ ସରକାରୀ ପ୍ରାୟୋଜିତ ବିପର୍ଯ୍ୟୟ  ଶିକ୍ଷକମାନଙ୍କ ଦାବୀ ଯଥାର୍ଥ ଭୁବନେଶ୍ୱର ତା.୩୦/୦୯: ଦୀର୍ଘ ବର୍ଷ ଧରି ଆନ୍ଦୋଳନରତ [...]

ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଦମନ କରିବାର ଉଦ୍ୟମ ନିନ୍ଦନୀୟ : ଅଭିଳାଷ ପଣ୍ଡା

ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଦମନ କରିବାର ଉଦ୍ୟମ ନିନ୍ଦନୀୟ : ଅଭିଳାଷ ପଣ୍ଡା  କେନ୍ଦ୍ରରେ ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ଆୟୁଷ ଡାକ୍ତରଙ୍କୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି ଭୁବନେଶ୍ୱର, ତା.୩୦/୦୯ : ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ ଦୀର୍ଘ ୨୫ଦିନ ହେବ ସାରା ରାଜ୍ୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ଶାସକ [...]

ବିଧାନସଭା ସମ୍ମୁଖରେ ଧାରଣାରତ “ଗାଁ ସାଥୀ”ମାନଙ୍କ ସହ ଆଲୋଚନା କଲେ ବିଜେପି ବିଧାୟକ

ବିଧାନସଭା ସମ୍ମୁଖରେ ଧାରଣାରତ “ଗାଁ ସାଥୀ”ମାନଙ୍କ ସହ ଆଲୋଚନା କଲେ ବିଜେପି ବିଧାୟକ ଗାଁ ସାଥୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି ବିଜେପିର ପୂର୍ଣ୍ଣ ସମର୍ଥନ ରହିଛି : ବିଜେପି  ଗାଁ ସାଥୀଙ୍କ ଦାବିକୁ ବିଧାନସଭା ବାହାରେ ଓ ଭିତରେ ଉଠାଇବ ବିଜେପି ଭୁବନେଶ୍ୱର, ତା.୩୦/୦୯ : ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସେପ୍ଟେମ୍ବର ୨୫ତାରିଖରୁ ରାସ୍ତାରେ ଝାଡୁ ମାରି, ଦଣ୍ଡବତ କରି ଦାବି ଉପସ୍ଥାପନା କରିଛନ୍ତି ଗାଁ ସାଥୀ, ହେଲେ [...]

ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ : ସୋନାଲୀ ସାହୁ

ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ : ସୋନାଲୀ ସାହୁ  ଭିନ୍ନକ୍ଷମଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ଧ, ମୁକ, ବଧିର ନହୋଇ ସେମାନଙ୍କ ପାଇଁ ଉଚ୍ଚିତ ପଦକ୍ଷେପ ନିଅନ୍ତୁ  ବିଜେଡି ସରକାର କୋର୍ଟର ଅର୍ଡରକୁ ଅବମାନନା କରିବାରେ ସାରା ବିଶ୍ୱରେ ଏକ ନମ୍ବର  ରାଜ୍ୟ ସରକାରଙ୍କ ଡଷ୍ଟବିନ୍‌ରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ  ରାଜ୍ୟ ସରକାର କମିଶନ ଗୁଡିକୁ କେବଳ ରାଜନୈତିକ ଥଇଥାନର କେନ୍ଦ୍ର ନକରି [...]

ଶ୍ରଦ୍ଧା’ ପ୍ରତି ରାଜ୍ୟ ସରକାରଙ୍କ ଏତେ ଶ୍ରଦ୍ଧା କାହିଁକି? : ବସନ୍ତ ପଣ୍ଡା

‘ଶ୍ରଦ୍ଧା’ ପ୍ରତି ରାଜ୍ୟ ସରକାରଙ୍କ ଏତେ ଶ୍ରଦ୍ଧା କାହିଁକି? : ବସନ୍ତ ପଣ୍ଡା  ଶାସକ ଦଳ ଭୟଭିତ ହୋଇ ଚିତ୍କାର କରୁଛନ୍ତି  ‘ଶ୍ରଦ୍ଧା’ର କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଗୁମାସ୍ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ମୁଖ୍ୟମନ୍ତ୍ରୀ ଦାୟୀତ୍ୱରୁ ମୁକ୍ତ ହୁଅନ୍ତୁ  “ଶ୍ରଦ୍ଧା ଓ ଡାଲି” ଦେଖିକି ବାଚସ୍ପତି ମହୋଦୟା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ ପବିତ୍ର ବିଧାନସଭାରୁ [...]

ବିଧାନସଭା ସମ୍ମୁଖରେ ଧାରଣାରତ କୁମ୍ଭାର ମହାସଂଘଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ

ବିଧାନସଭା ସମ୍ମୁଖରେ ଧାରଣାରତ କୁମ୍ଭାର ମହାସଂଘଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ “ମାଟିକଳା ବୋର୍ଡ” ଗଠନ ଦାବି ଯଥାର୍ଥ: ବିଜେପି  ବିଶ୍ୱକର୍ମା ଯୋଜନା ଜରିଆରେ କୁମ୍ଭକାର ଭାଇମାନେ ଉପକୃତ ହେବେ ଭୁବନେଶ୍ୱର ତା.୩୦/୦୯: ସମସ୍ତ ଶୁଭ କାର୍ଯ୍ୟ ପାଇଁ ଆମେ କୁମ୍ଭକାରଙ୍କ ଉପରେ ନିର୍ଭର କରିଥାଉ, ହେଲେ ଆଜି ସେମାନେ ତାଙ୍କର କୌଳିକ ବୃତିକୁ ନେଇ ସନ୍ଦିହାନ । ଦେଶର ଅନ୍ୟ ରାଜ୍ୟମାନଙ୍କରେ କୌଳିକ ବୃତି କରି [...]

ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ପାଇଁ ଦାବି

ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ପାଇଁ ଦାବି ଭୁବନେଶ୍ୱର ତା ୩୦/୦୯ ଭାରତ ସ୍ଵାଧିନତା ଆନ୍ଦୋଳନର ପ୍ରବୀଣ କାଣ୍ଡାରି , ଶୈକ୍ଷିକ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଜନସେବାର ମୁକ୍ତିମନ୍ତ ପ୍ରତୀକ ଏଵଂ ଓଡ଼ିଆ ସାମ୍ବାଦିକତାର ପ୍ରତୀକ ତଥା ଦିଗଦର୍ଶକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଦିଆଯିବ ନେଇ ନ୍ୟାସନାଲ ହୁମାନ ୱେଲଫେୟର ବୋର୍ଡ ଟ୍ରଷ୍ଟ ତରଫରୁ ଭାରତ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଓଡିଶାର ମହାମହିମ ରାଜ୍ୟପାଳ ଙ୍କ ଜରିଆରେ [...]

ଅକ୍ଟୋବର ୧ରେ ଦେବଦତ୍ତ ପଟ୍ଟନାୟକଙ୍କ ବହି ଉନ୍ମୋଚନ

ଅକ୍ଟୋବର ୧ରେ ଦେବଦତ୍ତ ପଟ୍ଟନାୟକଙ୍କ ବହି ଉନ୍ମୋଚନ ଏ ଅବସରରେ ‘ସୋମନାଥର ଜଗନ୍ନାଥ’ ଶୀର୍ଷକ ପ୍ରସଙ୍ଗ ଉପରେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ବାଲକ୍ରୀଷ୍ଣନ୍‌ ଆଲୋଚନା କରିବେ। ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ ଆଜି ଭୁବନେଶ୍ବର ଆସିଛନ୍ତି। ଆସନ୍ତାକାଲି (ଅକ୍ଟୋବର ୧, ୨୦୨୩, ରବିବାର) ତାଙ୍କ ଲିଖିତ ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ ଓ ଏହା ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର [...]

ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ

ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ ଭୁବନେଶ୍ବର :  ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ ଭୁବନେଶ୍ବର ୟୁନିଟ୍-୪ ସ୍ଥିତ ଅଟଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଗଠନର ସମସ୍ତ ସଦସ୍ୟ|ସଦସ୍ୟ ମାନଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଂଗଠନର ଉପ-ସଭାପତି, ଶ୍ରୀ ରମାନାଥ ସାମନ୍ତରାୟ ବାର୍ଷିକ କାର୍ଯ୍ୟକାରୀ ବୈଠକରେ ସଭାପତିତ୍ବ କରିଥିଲେ । ସର୍ବ [...]