Search for:
  • Home/
  • ଅପରାଧ/
  • ଦାଦାବଟିକୁ ନେଇ ରାଜଧାନୀରେ ଗୋଡ଼େଇ ଗୋଡ଼େଇ ହାଣିଲେ, ୬ ଗୁରୁତର

ଦାଦାବଟିକୁ ନେଇ ରାଜଧାନୀରେ ଗୋଡ଼େଇ ଗୋଡ଼େଇ ହାଣିଲେ, ୬ ଗୁରୁତର

Spread the love

Loading

ଦାଦାବଟିକୁ ନେଇ ରାଜଧାନୀରେ ଗୋଡ଼େଇ ଗୋଡ଼େଇ ହାଣିଲେ, ୬ ଗୁରୁତର

ଭୁବନେଶ୍ଵର ଉପକଣ୍ଠ ଶିଶୁପାଳଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ଉତ୍ତେଜନା ଯୋଗୁଁ ଭୁବନେଶ୍ଵର-ପୁରୀ ରାସ୍ତା ଅବରୋଧ କରାଯାଇଛି।ଫଳରେ ଗମନାଗମନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଦାଦାବଟିକୁ କେନ୍ଦ୍ର କରି ୬ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଥିବା ସୂଚନା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ ଚଳାଇଛି।

Leave A Comment

All fields marked with an asterisk (*) are required