Search for:

ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ : ଶରତ ପଟ୍ଟନାୟକ

ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ : ଶରତ ପଟ୍ଟନାୟକ ଭୁବନେଶ୍ୱର, ୦୨/୦୯ : ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅନାମ ନାୟକ ଅଧ୍ୟକ୍ଷତାରେ ଜନଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ମେଡ଼ିକାଲ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଏଆଇସିସି ପ୍ରଭାରୀ ଡଃ ଚେଲ୍ଲାକୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟର ବରିଷ୍ଠ ନେତୃବୃନ୍ଦ [...]

ଟିଟିଲାଗଡ଼ ସଂଇତଳା ଠାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଟିଟିଲାଗଡ଼ ସଂଇତଳା ଠାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଭୁବନେଶ୍ୱର: ଆଜି ସଂଇତଳା ବ୍ଲକସ୍ଥିତ କଂଗ୍ରେସ ଭବନ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ [...]

ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ

ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ଭୁବନେଶ୍ୱର ତା. ୦୧.୦୯- ରାଜ୍ୟର ବିଜେଡ଼ି ସରକାରଙ୍କ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଯେ ସମ୍ବିଧାନ ବିରୋଧି ଓ ପଂଚାୟତ ରାଜ ବ୍ୟବସ୍ଥା ପ୍ରତି ଉପହାସ ତାହା ଗତ ଅଗଷ୍ଟ ୨୯ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରମାଣିତ କରିଛି ବୋଲି ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା କଂଗେଅସ ଦଳର [...]

ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚୀବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ

ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚୀବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ ଭୁବନେଶ୍ୱର- ତା ୨୯/୮/୨୩ ରିଖ:-ବର୍ତମାନ ଓଡ଼ିଶାରେ ଗୋଟିଏ ନୂଆ ପ୍ରକାର ପ୍ରଥା ଦେଖିବାକୁ ମିଳୁଛି ଯାହା କେବେବି ଓଡ଼ିଶାରେ କିମ୍ବା ଅନ୍ୟ କୌଣସି ରାଜ୍ୟରେ ପରିଲକ୍ଷିତ ହୋଇନଥିବ । ୫ଟି ସଚିବ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇ ବିଭିନ୍ନ ସ୍ଥାନକୁ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ହେଲିକପ୍ଟରରେ ଗସ୍ତକରି ପ୍ରଥମ ଥର [...]

ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ କାର୍ଯ୍ୟକ୍ରମର ଲୋଗ ଉନ୍ମୋଚନ

ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ କାର୍ଯ୍ୟକ୍ରମର ଲୋଗ ଉନ୍ମୋଚନ ଭୁବନେଶ୍ୱର ତା. ୨୯/୦୮ : ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଏକ କର୍ମଶାଳା ସହିତ ନୂତନ କାର୍ଯ୍ୟକ୍ରମ ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡଆ ଲୋଗ ଉନ୍ନୋଚନ ହୋଇଥିଲା । ଭାରତୀୟ ଛାତ୍ର କଂଗ୍ରେସ ଏନ୍‌.ଏସ୍‌.ୟୁ.ଆଇ.ର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶ ତଥା ରାଜ୍ୟର ଛାତ୍ର ଛାତ୍ରୀ, ମାନଙ୍କ ସମସ୍ୟା, ଶିକ୍ଷା ବ୍ୟବସ୍ଥାରେ ସୁଧାର, ଛାତ୍ର ସଂସଦ ନିର୍ବାଚନ ଏବଂ ଅନ୍ୟାନ୍ୟ [...]