Search for:

ଗୁଳି ଚାଳନା କରି ଡ଼କାୟତି,ଜଣେ ଗୁରୁତ୍ୱର।ପୋଲିସ ମାଡି ବସିଲା।

କେନ୍ଦୁଝର-ଯୋଡ଼ାରେ ଗୁଳି ଚାଳନା କରି ଡ଼କାୟତି,ଜଣେ ଗୁରୁତ୍ୱର,ଜଣେ ଡ଼କାୟତକୁ କାବୁକଲେ ଲୋକେ ଭୁବନେଶ୍ୱର: ଯୋଡ଼ାରେ ଡକାୟତି, ୩ ରାଉଣ୍ଡ ଗୁଳି ଚାଳନା, ଜଣେ ଗୁରୁତର, ସ୍ଥାନୀୟ ବାସିନ୍ଦାଙ୍କ କବ୍ଚାରେ ଜଣେ ଅଭିଯୁକ୍ତ କେନ୍ଦୁଝର/ଯୋଡ଼ା,12/8- କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟ ସିଆଳିଯୋଡା ବଜାରରେ କେତେ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଡକାୟତି କରିଥିବା ଖବର ମିଳିଛି।ସେମାନେ ଏକ ଝାଡଖଣ୍ଡ ନମ୍ବର ଥିବା ଆପାଚି ବାଇକ (ଜେଏଚ୍୧୦ବିଏକ୍ସ ୨୩୬୦) [...]

ଯୌତୁକ ଦାବିରେ ଗର୍ଭବତୀଙ୍କୁ ପିଟି ହତ୍ଯା 

ଯୌତୁକ ଦାବିରେ ଗର୍ଭବତୀଙ୍କୁ ପିଟି ହତ୍ଯା ଖୋର୍ଦ୍ଧା,୧୩।୮: ସଦରଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ଗର୍ଭବତୀଙ୍କୁ ହତ୍ଯା ଅଭିଯୋଗ। ଶ୍ବଶୁର ଘର ପରିବାରଙ୍କ ବିରୋଧ ହତ୍ଯା ଅଭିଯୋଗ ଆଣିଛନ୍ତି ମୃତାଙ୍କ ମାଆ ଭାନୁମତି ଦେଇ। ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ସ୍ବାମୀ ଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟ ଙ୍କ ଝିଅ ଅହଲ୍ଯା(୨୪) ନିଜିଗଡ ତାପଙ୍ଗ [...]

ଦିପାଳୀ ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯିବକି ??

ଦିପାଳୀ ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯିବକି ?? ଭୁବନେଶ୍ବର : ତା ୦୯୵୦୮୵୨୩ – ଓଡିଶା ସରକାର ମହିଳା ମାନଙ୍କୁ ସୁରକ୍ଷା ଯୋଗାଇ ଦେଇ ସଶକ୍ତୀ କରଣ କରୁଛନ୍ତି ବୋଲି ଖୁବ୍ ଜୋରରେ ଡେଙ୍ଗୁରା ପିଟି ପ୍ରଚାର ପ୍ରସାର କରୁଥିବା ବେଳେ, ଖୋଦ୍ ରାଜଧାନୀରେ ଦିନ ଦିପ୍ରହରରେ ଜଣେ କଲେଜ ପଢୁଆ ନାବାଳିକା ଝିଅର ଆତ୍ମହତ୍ୟାର ରହସ୍ୟ ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ହାତ ଖାଲିକରି [...]

ପ୍ରଥମ ଦିନରେ ଆକର୍ଷଣ ସାଜିଲେ ପୋଲିସ କର୍ମଚାରୀ ।

ଭୁବନେଶ୍ବର: ଯକୃତ ବା ଲିଭର୍ ବାବଦରେ ଶିକ୍ଷା ପାଇଁ The Indian National Association for Study of the Liver ଦ୍ଵାରା ଅଗଷ୍ଟ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ସଂଘର ୩୧ ତମ ବାର୍ଷିକ ସମାରୋହ(31st Annual Scientific Meeting) INASL-2023 ଦେଶ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଏହି ସମାରୋହ ଚଳିତ ବର୍ଷ ପାଇଁ ଭୁବନେଶ୍ୱର ଠାରେ ଆୟୋଜିତ ହେଉଛି। ଭୁବନେଶ୍ୱର [...]

ଜାଲ୍ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍, ପଞ୍ଜୀକରଣ ପ୍ରମାଣପତ୍ର ଏବଂ ସ୍ମାର୍ଟ କାର୍ଡ ଲୋକଙ୍କୁ ଠକିବା ଏବଂ ଚୋରି ବାଇକ୍ ବିକ୍ରୟ

ଭୁବନେଶ୍ୱର:କ୍ୟାପିଟାଲ ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, କ୍ୟାପିଟାଲ ଥାନା ପୁଲିସ ଥାନା କେସ ନଂ ୪୩୬/୨୦୨୩ ର ତଦନ୍ତ କରି ଗତ କାଲି ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ମାନଙ୍କୁ ତଦନ୍ତ କରି ସେମାନଙ୍କ ତଥ୍ୟ ଆଧାରରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା [...]

ସହରରେ ଫୁଟ ପାଟ୍ରୋଲିଂ।ଏଥର ହେବେ ସାବଡ଼।

ଭୁବନେଶ୍ୱର:ସେବ ଡ୍ରାଇଭ କାର୍ଯ୍ୟକ୍ରମ ଅନୁସାରେ ସିପି ଏବଂ ଡିସିପି ନିର୍ଦ୍ଦେଶ କ୍ରମେ ଆଜି ସହରରେ ଫୁଟ ପାଟ୍ରୋଲିଂ କରାଯାଇଥିଲା। ଏଥିରେ ସିପି ଆଉ ଡିସିପି ସାମିଲ ହୋଇଥିଲେ। ବିଳମ୍ବିତ ରାତିରେ ସେମାନେ ଅନିଦ୍ରା ରହି ପୋଲିସ ଅଫିସରଙ୍କ ମନୋବଳ ବଢ଼ାଇଥିଲେ। ସମସ୍ତେ iic ଆଉ acp ମଧ୍ୟ ଏହି ଫୁଟ ପାଟ୍ରୋଲିଂରେ ସାମିଲି ହୋଇଥିଲେ।। ରାତିରେ ଅପରାଧୀ ନିୟତ୍ରିନ୍ତ୍ର ପାଇଁ ପୋଲିସ କର୍ମଚାରୀ କଠିନ ପରିଶ୍ରମ କରି ରାତି 3 [...]

ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ।

ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ ଭୁବନେଶ୍ୱର:ଆଜି ତା.୩୧.୦୭.୨୦୨୩ ରିଖରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ନିୟୋଜିତ ମୋଟ ୪ଜଣ ପୁଲିସ୍ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ପୁଲିସ୍ ଚାକିରିରୁ ଅବସର ଗ୍ରହଣ କରିଥିବା ୩ଜଣ କନଷ୍ଟେବଲ୍, ଏବଂ ଜଣେ ଡ୍ରାଇଭର ନିଜ ଚାକିରିକାଳ ମଧ୍ୟରେ ସର୍ବଦା କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ବିଭାଗ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି [...]

“ୱାର୍ଲ୍ଡ ହେପାଟାଇଟିସ ଡେ-୨୦୨୩”।

ଭୁବନେଶ୍ୱର: ତା ୨୮/୦୭/୨୦୨୩:- ଗ୍ୟାଷ୍ଟ୍ରୋ ଆଣ୍ଡ ଲିଭର କେୟାର ଫାଉଣ୍ଡେସନ ଏବଂ କମିଶନରେଟ ପୋଲିସ(କଟକ,ଭୁବନେଶ୍ଵର) ର ମିଳିତ ସହଯୋଗ ରେ ଭୁବନେଶ୍ୱର ସ୍ଥିତ କମିଶନରେଟ ପୋଲିସ୍ ମୁଖ୍ୟାଳୟ ପରିସରରେ ପାଳିତ ହୋଇଯାଇଛି “ୱାର୍ଲ୍ଡ ହେପାଟାଇଟିସ ଡେ-୨୦୨୩”। ଚଳିତ ବର୍ଷର ଥିମ୍ “ଆମେ ଅପେକ୍ଷା କରିନାହୁଁ” ବା “We re not Waiting” କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ,ପୋଲିସ ବିଭାଗ ପକ୍ଷରୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, [...]

ଭୁବନେଶ୍ୱର ଛାଡ଼।ନହେଲେ ଅପରାଧ ଛାଡ଼

ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ; ନିଶା ବେପାର ଚଳାଇଥିବା ରାଜନ ନାୟକ ଘରେ ବୁଲିଲା ବୁଲଡୋଜର ଭୁବନେଶ୍ୱର: ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଆଇନକୁ ହାତକୁ ନେଲେ ହାତକଡି ପିନ୍ଧାଇବା ସହ ପୋଲିସ ଦେଖାଇବ ତାର ଅସଲ ରୂପ। ପେଶାଦାର ଅପରାଧୀଙ୍କୁ ଗିରଫ କରି ଟ୍ରେଲର ଦେଖାଇଥିବା ପୋଲିସ ଆଜି ଦେଖାଇଛି ପୁରା ଫିଲ୍ମ । ଭରତପୁର ଥାନା ବରମୁଣ୍ଡା ମହାବୀର ନଗର ବସ୍ତିରେ ନିଶା ବେପାର ଚଳାଇଥିବା [...]

ଅଭ୍ୟାସ ଗତ ଭୁଲ ମଗା କର୍ପୋରେଟର ଜୀବନ ରାଉତର ପୁଣିଏକ କାରନାମା.

ଅଭ୍ୟାସ ଗତ ଭୁଲ ମଗା କର୍ପୋରେଟର ଜୀବନ ରାଉତର ପୁଣିଏକ କାରନାମା. ଭୁବନେଶ୍ୱର:୦୩.୦୭ ଆଜି ଭୁବନେଶ୍ୱର ସହିଦନଗର ଥାନା ଅଧୀନରେ ଯାଉଥିବା unit 9 ବାୟାବାବା ମଠ ରୋଡ଼ ରେ ରହୁଥିବା ଶ୍ରୀ ଦୁର୍ଗା ମାଧବ ମହଲା ଙ୍କ ପାଖକୁ ଆସିଥିଲା ଏକ ଅଜଣା ଫୋନ ପରେ କଥା ହେବାରୁ ଜାଣିଥିଲେ ସେ 29 ନମ୍ବର ୱାର୍ଡ ର କର୍ପୋରେଟର ଅପରୂପ ନାରାୟଣ ରାଉତ ( ଜୀବନ ରାଉତ ) [...]