Search for:

ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି

  ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି 5T ସଚିବ ଙ୍କ ଜିଲ୍ଲା ଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ . ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କୁ ସରକାର ଦେବେ ଜମିପଟ୍ଟା ଗଞ୍ଜାମ ସୋରଡା ବ୍ଲକ୍‌ର ୧୭ଟି ଗାଁର ଜମି ସମସ୍ୟାର ସମାଧାନ, ମିଳିବ ପଟ୍ଟା ସୋରଡାରେ ଅକ୍ଟୋବର ପହିଲାରୁ ପଟ୍ଟା ବଣ୍ଟନ, ବର୍ଷ ବର୍ଷର ସମସ୍ୟା ୫ ଦିନରେ ସମାଧାନ [...]

ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ

ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ ଭୁବନେଶ୍ୱର, ୩୦ା୮ : ନୀଳାଦ୍ରି ବିହାର ପେଟ୍ରୋଲ ପମ୍ପ ରାସ୍ତା ମଧ୍ୟରେ ଥିବା ବ୍ରିଜ୍‌ର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଲାଲ୍‌ମୋହନ ଟୁଡୁ, [...]

୮ ଜଣ ସମବାୟ ସମିତି ଉପନିବନ୍ଧ (ଡିଆର୍ସିଏସ୍ )ଙ୍କୁ ପଦୋନ୍ନତି

୮ ଜଣ ସମବାୟ ସମିତି ଉପନିବନ୍ଧ (ଡିଆର୍ସିଏସ୍ )ଙ୍କୁ ପଦୋନ୍ନତି ଭୁବନେଶ୍ୱର , ୨୯ ଓ ୮- ସମବାୟ ବିଭାଗ ଅଧିନରେ କାର୍ଯ୍ୟରତ ୮ ଜଣ ଉପନିବନ୍ଧକ(ଡିଆର୍ସିଏସ୍ )ଙ୍କୁ ଯୁଗ୍ମନିବନ୍ଧକ ସମବାୟ ସମିତି (ଜେଆର୍ସିଏସ୍ ) ଭାବେ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପାଇଥିବା ଉପନିବନ୍ଧକ ମାନେ ହେଉଛନ୍ତି ସମବାୟ ବିଭାଗରେ ଉପସଚିବ ଭାବେ କାର୍ଯ୍ୟରତ ସଂଗ୍ରାମ କେଶରୀ ରାଉତ , ରାୟଗଡା ଡିଭିଜନରେ କାର୍ଯ୍ୟରତ ମନ୍ମଥ କୁମାର ଦାସ [...]

ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି: ସାଂସଦ ସସ୍ମିତ

ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି ଭୁବନେଶ୍ବର: ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି । ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ଏହି ପନ୍ଥା ଆପଣାଇଛି । ଏହା କରି ଆପଣ ଓଡ଼ିଶାବାସୀଙ୍କୁ କିଭଳି ସମ୍ମୁଖୀନ ହେବେ ବୋଲି ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ସାଂସଦ ସସ୍ମିତ ପାତ୍ର। ବିଜେଡି କୌଣସି ପ୍ରକାର ହିଂସାକୁ ବିଶୃଙ୍ଖଳାରେ ବିଶ୍ୱାସ ରଖେନି [...]