Search for:

ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି : ଅନିଲ ବିଶ୍ୱାଳ

ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି : ଅନିଲ ବିଶ୍ୱାଳ  ପାଣ୍ଡିଆନ ବାବୁ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇଥିଲେ  ୨୮ ଜୁନ ୨୦୨୩ ଦିନ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସରକାରୀ ହେଲିକ୍ୟାପ୍ଟରର [...]

କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣା ପ୍ରତିବାଦରେ ବିକ୍ଷୋଭ ଓ ସିବିଆଇ ତଦନ୍ତ ଦାବି

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣା ପ୍ରତିବାଦରେ ବିକ୍ଷୋଭ ଓ ସିବିଆଇ ତଦନ୍ତ ଦାବି ଭୁବନେଶ୍ୱର,ତା.୦୧/୦୯: ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି ଓ ସାର କାରବାରରେ ବ୍ୟାପକ କଳାବଜାର ପ୍ରତିବାଦରେ ଆଜି ବିଜେପି କୃଷକମୋର୍ଚ୍ଚ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ପାୱାରହାଉସ [...]

ଲାଲା ଅଶୋକ କୁମାର ରାୟ(ଗାମା ଭାଇ)ଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ବିଜେପି ଶୋକ

ବରିଷ୍ଠ ବିଜେପି କାର୍ଯ୍ୟକର୍ତା ତଥା ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟ(ଗାମା ଭାଇ)ଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ଶୋକ   ଭୁବନେଶ୍ୱର,ତା.୦୧/୦୯: ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ତଥା ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଶ୍ରୀ ଲାଲା ଅଶୋକ କୁମାର ରାୟ( ଗାମା ଭାଇ)ଙ୍କ ଆଜି ସକାଳେ ୟୁନିଟ୍‌-୩ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ଗାମା ଭାଇଙ୍କ ଅକାଳ ବିୟୋଗରେ ରାଜ୍ୟ [...]

ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି

ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି ଭୁବନେଶ୍ୱର ମହାନଗର ନିଗମରେ “ସ୍ୱାୟତ୍ତ ଶାସନ” ନୁହେଁ ବରଂ “ଅଣାୟତ୍ତ” ହୋଇଛି ଶାସନ: ବାବୁ ସିଂ •ଜାଗା ମିଶନ ନାମରେ ଡାହା ମିଛ କହିବା ଓ ଧୋକା ଦେବାରେ ବିଏମସି ବିଶ୍ବସ୍ତରୀୟ •କୃତ୍ରୀମ ବନ୍ୟା ଓ ପରିମଳ ପରିଚାଳନାରେ ବିଏମସି ସମ୍ପୂର୍ଣ ବିଫଳ ହେବା ପରେ ରାଜଧାନୀବାସୀଙ୍କୁ ଦେଇଥିବା ଡେଙ୍ଗୁ ଉପହାର ମଧ୍ଯ ବିଶ୍ବସ୍ତରୀୟ •ମୌଳିକ ସେବା ଯୋଗାଇବାରେ ନିଷ୍କ୍ରିୟ [...]

ସହରାଂଚଳ ଗରୀବ ବସ୍ତିବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର: ମନମୋହନ ସାମଲ

ଜାଗା ମିଶନ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ସହରାଂଚଳ ଗରୀବ ବସ୍ତିବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର: ମନମୋହନ ସାମଲ  ବସ୍ତିବାସିନ୍ଦାଙ୍କ ସହ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି  ୨୩ ବର୍ଷରେ ନବୀନ ବାବୁ ବସ୍ତିରେ ଗରିବ ଲୋକମାନେ କିଭଳି ରୁହନ୍ତି କେବେ ଥରେ ହେଲେ ବି ବୁଲିକି ଦେଖିଛନ୍ତି କି?  ଏକ ଫର୍ମକୁ ପଟ୍ଟା କହି ବାଂଟୁଛନ୍ତି ରାଜ୍ୟ ସରକାର  [...]

ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ସବସିଡି ଦେଲେ ମୋଦି ସରକାର

ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ସବସିଡି ଦେଲେ ମୋଦି ସରକାର ଭଉଣୀମାନଙ୍କୁ ରାକ୍ଷୀପୂର୍ଣ୍ଣିମା ଉପହାର: ମନମୋହନ ସାମଲ  ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର,ତା.୨୯/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ କୋଟି କୋଟି ମା’ ଓ ଭଉଣୀମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଉଜ୍ଜ୍ୱଳା ଯୋଜନା ଜରିଆରେ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଥିଲେ । [...]

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଛ ପଟ୍ଟା ବଣ୍ଟନକୁ ନେଇ ବିଜେପି ର ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଅଫିସ୍ ଘେରାଉ।

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଛ ପଟ୍ଟା ବଣ୍ଟନକୁ ନେଇ ବିଜେପି ର ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଅଫିସ୍ ଘେରାଉ। ବସ୍ତି ବାସିନ୍ଦାଙ୍କ ପ୍ରତି ହୋଇଛି ଶତାବ୍ଦିର ସବୁଠୁ ବଡ଼ ପ୍ରତାରଣା: ବାବୁ ସିଂ ରାଜ୍ୟ ସରକାରଙ୍କ ଜାଗା ମିଶନ ଜାହା ସମ୍ପୂର୍ଣ ରୂପେ ଫେଲ ହୋଇଛି। ଯୋଜନାକୁ ୬ ବର୍ଷ ପୁରିଥିଲେ ମଧ୍ୟ ତାହା ଯୋଗ୍ୟ ହିତାଧିକାରି ଙ୍କୁ ଜମି ପଟ୍ଟା ମିଳିପାରିନାହିଁ। ଯେଉଁଥିପାଇଁ ଆଜି ଭାରତୀୟ [...]

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗରେ

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗରେ ଭୟଭୀତ ଓ ଅସୁରକ୍ଷିତ ବିଜୁ ଜନତା ଦଳ ଔଷଧ ବିକଳରେ ତାଟିଆ କାମୁଡୁଛି: ଡ.ଲେଖାଶ୍ରୀ  ଭୁବନେଶ୍ୱର ସାଂସଦଙ୍କ ଉପରେ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ  ୨୩ବର୍ଷର ବିଫଳତାର ବୋଝ ଉପରେ ବସି ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ବର୍ତମାନ ରକ୍ତ ଚାଉଳ ଚୋବାଉଛନ୍ତି ଭୁବନେଶ୍ୱର, ତା.୨୮/୦୮: ଗଣତନ୍ତ୍ରରେ ପ୍ରତିବାଦର ବି ଗୋଟିଏ ପରିଧି ରହିଛି । ସାମ୍ବିଧାନିକ [...]

ଲୋକପ୍ରତିନିଧି ଅପେକ୍ଷା ସଚିବଙ୍କ ହାଇ ସିକ୍ୟୁରିଟିକୁ ନେଇ ଓଡ଼ିଶା ସରକାରଙ୍କ ଅଧିକ ଚିନ୍ତା : ସମୀର ମହାନ୍ତି

ଲୋକପ୍ରତିନିଧି ଅପେକ୍ଷା ସଚିବଙ୍କ ହାଇ ସିକ୍ୟୁରିଟିକୁ ନେଇ ଓଡ଼ିଶା ସରକାରଙ୍କ ଅଧିକ ଚିନ୍ତା : ସମୀର ମହାନ୍ତି  କିଛି ଦିନ ହେବ ଯେଉଁଭଳି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡି ନେତାମାନେ ପ୍ରାୟୋଜିତ ଭାବେ ଦିବାଲୋକରେ ରାସ୍ତାରେ ଅତର୍କିତ ଭାବରେ ଅଟକାଇବା ପାଇଁ ଚେଷ୍ଟା କରିବା ସହ ଜନକଲ୍ୟାଣକାରୀ କାର‌୍ୟ୍ୟକୁ ବାଧା ଦେଉଛନ୍ତି, ତାହା ଠିକ୍ ନୁହେଁ ଏବଂ ଗଣତନ୍ତ୍ର ପାଇଁ ବିପଦ  ଓଡ଼ିଶାର ରାଜଧାନୀର [...]

ନେତାଙ୍କ ବକ୍ତବ୍ୟ ପାଗଳର ପ୍ରଳାପ ପରି : ଡ. ଯତୀନ ମହାନ୍ତି

ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତିଙ୍କ ଟୁଇଟ୍‌ ବିଜେଡି ନେତାଙ୍କ ବକ୍ତବ୍ୟ ପାଗଳର ପ୍ରଳାପ ପରି : ଡ. ଯତୀନ ମହାନ୍ତି  ବିଜେଡି ସରକାର ବିଜ୍ଞାପନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି, ତାହାର ତଥ୍ୟ କେବେ ସାର୍ବଜନୀନ ହେବ  ବିଜେଡି ଦଳର ନେତାମାନେ ଯେଉଁ କାର୍ଯ୍ୟ କରୁଛନ୍ତି ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଲଜ୍ଜାଜନକ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ  ମହାପ୍ରଭୁ [...]