Search for:

ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡିଏମଇଟି ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିତ

ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡିଏମଇଟି ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିତ ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡାଇରେକ୍ଟରେଟ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଙ୍ଗ, ଓଡ଼ିଶାର ଏକ ମିଳିତ ପଦକ୍ଷେପରେ ଆଜି ଭୁବନେଶ୍ୱର ଡିଏମଇଟି କାର୍ଯ୍ୟାଳୟ ଠାରେ ଜିରୋ ଫାଟାଲିଟି ୱିକ୍ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାଥମିକ ଲକ୍ଷ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ [...]

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା।

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା। ମେଳା ପରିସର ସ୍ଥିତ ଓଡ଼ିଶା ପାଭିଲିୟନକୁ ମଙ୍ଗଳବାର ଦିନ ଉଦଘାଟନ କରିଥିଲେ ଓଡ଼ିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ ତଥା ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା। ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀରେ ପ୍ରତିବର୍ଷ ଆୟୋଜିତ ହେଉଛି ଏହି ‘ଭାରତ ଆନ୍ତର୍ଜାତିକ [...]

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର “ସଂକୀର୍ତ୍ତନ ସତ୍ୟାଗ୍ରହ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର “ସଂକୀର୍ତ୍ତନ ସତ୍ୟାଗ୍ରହ ଭୁବନେଶ୍ୱର ତା. ୦୯.୧୧- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଚତୁର୍ଦ୍ଧା ମୁରତୀଙ୍କ ସମ୍ମୁଖରେ “ସଂକୀର୍ତନ ସତ୍ୟାଗ୍ରହ” ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ [...]

ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ

ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ ଭୁବନେଶ୍ୱର,  : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀକୃଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ସ୍କୁଲର ଛାତ୍ର ଛାତ୍ରୀମାନେ ଶିକ୍ଷକ, ଶକ୍ଷୟିତ୍ରୀଙ୍କୁ ଓଡିଆ ସଂସ୍କୃତିର ପାରମ୍ପରିକ ପୂଜା ଅନୁସାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହା ପରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା । ବାଳକୃଷ୍ଣଙ୍କୁ ଯଥାବିଧି ରୀତିନୀତି ଅନୁସାରେ [...]

ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କଲେ ସାଂସଦ

ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କଲେ ସାଂସଦ ମାଲକାନଗିରି: ମାଲକାନଗିରି ସଦର ବ୍ଲକ ର ୫ଟି ଗ୍ରାମ ପଞ୍ଚାୟତ ଯଥା ତଣ୍ଡକି, ଚଲାଣଗୁଡା, ତାଣ୍ଡାପାଲ୍ଲୀ, ଗୋରାଖୁଣ୍ଟା ଓ ଗୌଡ଼ଗୁଡାରେ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଆଜି ଭିତ୍ତିଭୂମି ର ଶିଳାନ୍ୟାସ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏହି ଅବସରରେ ମାଲକାନଗିରି ପୁର୍ବତନ ବିଧାୟକ ମାନସ ମାନସ ମାଡକାମି, ଜିଲ୍ଲା ଆଇନଜୀବି ସାମୁଖ୍ୟ ସଭାପତି [...]

ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ

ଜନ ଆନ୍ଦୋଳନର ନେତା ତଥା ଗ୍ରୀନ ନୋବେଲ ବିଜେତା  ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ତଦନ୍ତ ଦାବୀରେ ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ ଭୁବନେଶ୍ୱର  : ରାୟଗଡା ସହରରେ ଜନ ଆନ୍ଦୋଳନର ନେତା ତଥା ଗ୍ରୀନ ନୋବେଲ ବିଜେତା ଶ୍ରୀ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାକୁ ଓଡ଼ିଶା ତଥା ଦେଶର ବିଭିନ୍ନ ସାମାଜିକ କର୍ମୀ, ମାନବାଧିକାର କର୍ମୀ, ସର୍ବୋଦୟ କର୍ମୀ, ଗାନ୍ଧୀବାଦୀ ନେତୃବୃନ୍ଦ ସମାଲୋଚନା କରିବା ସହ [...]

ଦ୍ବିତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୦ଟି କଲେଜ ୫-ଟି ରୂପାନ୍ତରଣରେ ସାମିଲ

ଦ୍ବିତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୦ଟି କଲେଜ ୫-ଟି ରୂପାନ୍ତରଣରେ ସାମିଲ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ୩୩କୋଟି ଟଙ୍କା ବିନିଯୋଗରେ ନେବ ନୂଆରୂପ ପ୍ରଥମ ପର୍ଯ୍ୟାୟରେ ୩୫ଟି କଲେଜକୁ ମିଳିଥିଲା ୨୭.୭୫କୋଟି ଟଙ୍କା ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ ଭୁବନେଶ୍ୱର:ବାରିପଦା, ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢୁଛି ‘ନୂଆ ଓଡ଼ିଶା’। ୫-ଟି ଉପକ୍ରମରେ ରୂପାନ୍ତରିତ ହେଉଛି ଶିକ୍ଷା ଭିତ୍ତିଭୂମି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ [...]

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପିତୃ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପିତୃ ବିୟୋଗରେ ପିସିସି ସଭାପତିଙ୍କ ଶୋକ ଭୁବନେଶ୍ୱର, ତା. ୦୮/୦୮ : ଆଜି ଅପରାହ୍ନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ବିଶ୍ୱଜିତ୍ ଦାସଙ୍କ ପିତା ଶ୍ରୀ ନିରଞ୍ଜନ ଦାସଙ୍କ ବିୟୋଗ ହୋଇଥିବା ଖବର ପାଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ ଦାସ ଜଣେ [...]

ନଚେତ୍‌ ଏହି ହିତାଧିକାରୀମାନଙ୍କର ୫ ହଜାର ପରିବାର ସଦସ୍ୟ

ଇଂ ଦେବାଶିଷ ହୋତା ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି ଅନୁଯାୟୀ କାମାକ୍ଷାନଗର ଏନ୍‌ଏସିର ସମସ୍ତ ୮୬୯ ଜଣ ହିତାଧିକାରୀଙ୍କୁ ତୁରନ୍ତ ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବା ନିମନ୍ତେ ବର୍ତମାନର ଜିଲ୍ଲାପାଳଙ୍କୁ କଲେ ଅନୁରୋଧ ।ନଚେତ୍‌ ଏହି ହିତାଧିକାରୀମାନଙ୍କର ୫ ହଜାର ପରିବାର ସଦସ୍ୟ ୧୬ ସେପ୍ଟେମ୍ବର ୨୦୨୩ ଦିନ କାମାକ୍ଷାନଗର ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ । ଢେଙ୍କାନାଳ (୭/୮) [...]