Search for:

୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର ।

ଭୁବନେଶ୍ୱର: କମିବ ସହର ମଝିର ଗହଳି । ୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର । ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ହେବ ବ୍ୟବସ୍ଥା । ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେବ । ଆପାର୍ଟମେଣ୍ଟ ନିକଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପାର୍କ, ଜିମ୍‌, ମାର୍କେଟ କମ୍ପେ୍ଲକ୍ସ, ହସ୍ପିଟାଲ, ସ୍କୁଲ, ସିନେମା ହଲ, ସପିଂ ମଲ, ସୁଇମିଂ ପୁଲ, [...]

ଦିନ ମଜୁରିଆ ଗୌରାଙ୍ଗଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

ଦିନ ମଜୁରିଆ ଗୌରାଙ୍ଗଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର ଭୁବନେଶ୍ଵର,୩୧.୦୮.୨୦୨୩ : ଭୁବନେଶ୍ୱରସ୍ଥିତ ୟୁନିଟ୍ ୧, ଜି.ଇ.ଡ଼ି ବସ୍ତି ଅଞ୍ଚଳର ଗୌରାଙ୍ଗ ନାୟକ ଦିନ ମଜୁରି କରି ପରିବାର ଚଳାନ୍ତି । ପରିବାର କହିଲେ ତାଙ୍କର ପତ୍ନୀ,ତିନି ପୁଅ ଏବଂ ଚାରିଝିଅ । ଗୌରାଙ୍ଗ ମୂଲ ଲାଗି ଯାହା ପଇସା ଆଣନ୍ତି ସେଥିରେ ୪ପ୍ରାଣୀଙ୍କ ପେଟ ପୁରେ । ଭାଗ୍ୟର ବିଡ଼ମ୍ବନା, ଗତ ଅଗଷ୍ଟ ୩୦ତାରିଖରେ ଗୌରାଙ୍ଗଙ୍କର ହୃଦ୍-ଘାତ [...]

ବର୍ଜ୍ୟବସ୍ତୁରୁ ତିଆରି ରାକ୍ଷୀ ବାନ୍ଧି ଦେଲେ ବୃକ୍ଷ ସୁରକ୍ଷା ସଚେତନତାର ବାର୍ତ୍ତା

ବର୍ଜ୍ୟବସ୍ତୁରୁ ତିଆରି ରାକ୍ଷୀ ବାନ୍ଧି ଦେଲେ ବୃକ୍ଷ ସୁରକ୍ଷା ସଚେତନତାର ବାର୍ତ୍ତା ଭୁବନେଶ୍ୱର : ବ୍ୟବହୃତ ହୋଇସାରିଥିବା ପେପର କାର୍ଟୁନ, ସୁତା, ଅନାବନା ଟୁକୁଡା ଅଦରକାରୀ ଜିନିଷକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିଲା ସୁନ୍ଦର ରାକ୍ଷୀ | ଆଉ ଗଛରେ ଏହି ରାକ୍ଷୀ ବାନ୍ଧି ଲୋକଙ୍କୁ କରାଯାଇଥିଲା ସଚେତନ | ଏଭଳି ଏକ ନିଆରା ପଦକ୍ଷେପ ନେଇ ଶାନ୍ତି ଫାଉଣ୍ଡେସନ ପକ୍ଷରୁ ପାଳନ କରାଯାଇଥିଲା ରକ୍ଷା ବନ୍ଧନ | ଭଣ୍ଡାରୀପୋଖରୀ [...]

ଗଛରେ ହାତ ତିଆରି ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା

ଗଛରେ ହାତ ତିଆରି ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା ଭୁବନେଶ୍ୱର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯାଇଅଛି | ମାନବ ସମାଜକୁ ଅମ୍ଳଜାନ ପ୍ରଦାନ କରି ଜୀବନ ରକ୍ଷାକରୁଥିବା ବୃକ୍ଷମାନଙ୍କ ସଠିକ ଭାବେ ଯତ୍ନ ନେବା ତଥା ଅଧିକରୁ ଅଧିକ ବୃକ୍ଷ ରୋପଣ ଲାଗି ଜନ ସଚେତନତା ସୃଷ୍ଟି [...]

ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାଡର଼୍-୨୦୨୩

ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାଡର଼୍-୨୦୨୩ ଭୁବନେଶ୍ୱର, ୨୮.୮ : ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାଡର଼୍-୨୦୨୩ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ [...]

ବସ୍ତିବାସିନ୍ଦାଙ୍କ ଜମି ଅଧିକାର ୨୫ ବର୍ଷର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ସଫଳ ହେଲା : ପ୍ରତାପ ସାହୁ

ବସ୍ତିବାସିନ୍ଦାଙ୍କ ଜମି ଅଧିକାର ୨୫ ବର୍ଷର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ସଫଳ ହେଲା : ପ୍ରତାପ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ପ୍ରତାପ ସାହୁ ବସ୍ତି ୱେଲଫେୟାର ବୋର୍ଡ ଗଠନ କରାଯାଉ ଭୁବନେଶ୍ୱର, ୨୫.୮ : ଓଡ଼ିଶା ବସ୍ତି ସଂଘର୍ଷ ସମିତି ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇ ଦେବା ପାଇଁ ଦୀର୍ଘ ୨୫ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲା । ଏହି ଆନ୍ଦୋଳନ ଓଡ଼ିଶାର ମହାନଗର ନିଗମ [...]

କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱରକୁ ହେତୁବାଦୀଙ୍କ ଶରୀର ଦାନ

କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱରକୁ ହେତୁବାଦୀଙ୍କ ଶରୀର ଦାନ ଭୁବନେଶ୍ୱର ତା ୨୮.୦୮.୨୩: ଆଜି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ୍ ସୋସିଆଲ ସାଇନ୍ସ ହସ୍ପିଟାଲରେ ବ୍ରହ୍ମପୁର ନିବାସୀ ଜି.କାମେଶ୍ୱର ରାଓଙ୍କ ୮୧ ବର୍ଷ ବୟସରେ ମୃତ୍ୟୁପରେ ତାଙ୍କ ମରଶରୀରକୁ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ କିମ୍ସ ହସ୍ପିଟାଲକୁ ଦାନ କରାଯାଇଛି। ସେ କିଡ୍ନୀ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ। ଗତ କାଲି ୨୭ ଅଗଷ୍ଟରେ କିମ୍ସ ହସ୍ପିଟାଲରେ [...]

ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର

  ମହାନଗରର ଗରିବ ପାଇଲେ ଭୂମି ଅଧିକାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ. ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର ଜାଗା ସହ ମିଳିବ ଘର ତିଆରି ସହାୟତା, ଏବଂ ବିଜୁଳି, ପାଣି, ସଡକ ଓ ଅନ୍ୟ ମୌଳିକ ସୁବିଧା ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ବସ୍ତି ବିଜୁ ଆଦର୍ଶ [...]

ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ

ସହାରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର, ଆଜି ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ  ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କରିବେ। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯିବ। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୬୫ ହଜାର ପରିବାର ମଧ୍ୟରୁ କେବଳ [...]

ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖରେ ପାଳନ ହେବ । ଜୟଦେବ ଭବନରେ ଧୂମଧାମରେ ଉତ୍ସବ ପାଳିବା ପାଇଁ ବିରାଟ ଆୟୋଜନ କରାଯାଇଛି । ଏଥର ପ୍ରତିଷ୍ଠା ଦିବସର ବିଶେଷତ୍ୱ ଏୟା ଯେ କର୍ମଚାରୀ ଓ ଅତିଥିଙ୍କୁ ବାହାଘର ଭୋଜିରେ ଆପ୍ୟାୟିତ କରାଯିବ । ଯେଉଁଥିପାଇଁ ବଡ଼ କ୍ୟାଟରିଂ ସଂସ୍ଥାର ଦରକାର ପଡ଼ିଛି । ୯୦୦ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା [...]