Search for:
  • Home/
  • Month: November 2023

ନଦୀ କୂଳରେ ଆଳତି ସହ ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ

ପ୍ରତି ପୂର୍ଣମୀରେ ଗ୍ରାମ୍ୟ ନଦୀ କୂଳରେ ଆଳତି ସହ ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ନିଷ୍ପତି-ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦ l ଭୁବନେଶ୍ୱର ତା 30 ରିଖ l ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନାମ ସଂକୀର୍ତନ କରୁଥିବା ସଂକୀର୍ତନ ମଣ୍ଡଳୀର ହଜାର ହଜାର କଳାକାର ମାନେ ପ୍ରାୟତଃ ବିଭିନ୍ନ ସମୟରେ ନାମ ସଂକୀର୍ତନ କରିଥାନ୍ତି l ସେହି କଳାକାରଙ୍କ ପଞ୍ଜିକରଣ କରି ସେମାନଙ୍କ ଜୀବନ [...]

‘ମ୍ୟାଜିକ୍ ଅଫ୍ ଫାଇଭ୍ ଟି ମନ୍ତ୍ର : ଏ ଟେଲ୍ ଅଫ୍ ଟ୍ରାନ୍ସଫରମୀଂଗ୍ ନବରଙ୍ଗପୁର’ ଲୋକାର୍ପିତ

‘ମ୍ୟାଜିକ୍ ଅଫ୍ ଫାଇଭ୍ ଟି ମନ୍ତ୍ର : ଏ ଟେଲ୍ ଅଫ୍ ଟ୍ରାନ୍ସଫରମୀଂଗ୍ ନବରଙ୍ଗପୁର’ ଲୋକାର୍ପିତ ଭୁବନେଶ୍ୱର ୩୦ ନଭେମ୍ବର :ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ ‘ମ୍ୟାଜିକ୍ ଅଫ୍ ଫାଇଭ୍ ଟି ମନ୍ତ୍ର : ଏ ଟେଲ୍ ଅଫ୍ ଟ୍ରାନ୍ସଫର୍ମୀଗ୍’ ଲୋକାର୍ପିତ [...]

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ

  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ୧୪୦ କୋଟିରେ ୧୦୩ଟି ପ୍ରକଳ୍ପର ଉଦ୍‌ଘାଟନ, ୧୦୦୦ କୋଟିରେ ୩୭୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରାଜ୍ୟ ବାହାର ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌- ୧୮୦୦ ୧୨୦ ୧୨୦ ୧୦୪ ଆରମ୍ଭ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ଗତ ୫ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ [...]

ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ ଉଦ୍ଧାର ।

ଭୁବନେଶ୍ୱର:ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଷ୍ଟେସନ ନିକଟରୁ ମିଳିଲା ମୃତଦେହ ଉଦ୍ଧାର ହୋଇଛି । ରାଜାରାଣୀ ଏକ୍ସପ୍ରେସ ଟଏଲେଟରେ ଝୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ଘଟିଛି ଅଭାବନୀୟ ଘଟଣା ।ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ [...]

୪ଟି ପୌରାଞ୍ଚଳ ଉପ-ନିର୍ବାଚନରେ ବିଜେଡିର ବିପୁଳ ବିଜୟ

୪ଟି ପୌରାଞ୍ଚଳ ଉପ-ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଗଞ୍ଜାମ: ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ସବୁଠି ବିଜେଡିର ବିପୁଳ ବିଜୟ ହୋଇଛି । ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି [...]

ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଚାଲିଲା ୪୪ଟି ବସ୍, ଜିଲ୍ଲାର ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ

  ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଚାଲିଲା ୪୪ଟି ବସ୍, ଜିଲ୍ଲାର ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ ପଞ୍ଚାୟତରୁ ବ୍ଲକକୁ ଯିବ ବସ୍ ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ- ଉପକୃତ ହେବେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ସାରା ରାଜ୍ୟରେ ଚାଲିବ ୧୦୦୦ରୁ ଅଧିକ ବସ୍ ଲୋକଙ୍କ ମତାମତକୁ ସମ୍ମାନ ମୋ ସରକାରର ହଲ୍‌ମାର୍କ, [...]

ଯୋଡ଼ା ପୌରପାଳିକା କାଉନସିଲର ଉପ ନିର୍ବାଚନରେ ବିଜେଡିର ବାଜିମାତ

ଯୋଡ଼ା ପୌରପାଳିକା କାଉନସିଲର ଉପ ନିର୍ବାଚନରେ ବିଜେଡିର ବାଜିମାତ କେନ୍ଦୁଝର,30/11:କେନ୍ଦୁଝର ଜିଲ୍ଲାର ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ କାଉନସିଲର ଉପନିର୍ବାଚନ ପ୍ରକ୍ରିୟାର ଗଣତି ଶେଷ ହୋଇଛି । ଗତକାଲି ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲାବେଳେ ଆଜି ଯୋଡ଼ା ପୌର କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇଛି। ଉପ ନିର୍ବାଚନରେ ଆସନଟିକୁ ବିଜେଡି ପୁଣି ହାତେଇ ନେଇଛି । ବିଜେଡିର ଶୁଭମ୍ ନାଏକ ୮୦୬ [...]

ଦ୍ଵିତୀୟ ମା ବୁଢ଼ୀ ମଙ୍ଗଳା ମହୋତ୍ସବ ୨୦୨୩

ଦ୍ଵିତୀୟ ମା ବୁଢ଼ୀ ମଙ୍ଗଳା ମହୋତ୍ସବ ୨୦୨୩ ଭୁବନେଶ୍ୱର:ବାଲିଅନ୍ତା ବ୍ଲକ ଅଧିନସ୍ଥ ଉମାଦେଇବ୍ରହ୍ମପୁର ଗ୍ରାମପଞ୍ଚାୟତର ରାୟଗୁରୁ ବାସୁଦେଇପୁର ଠାରେ ଦ୍ଵିତୀୟ ମା ବୁଢ଼ୀ ମଙ୍ଗଳା ମହୋତ୍ସବ ୨୦୨୩ ଉଜ୍ଜାପନି ଉତ୍ସବ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି । ଆପଣମାନଙ୍କୁ ସାଦର ନିମନ୍ତ୍ରଣ। [...]

୧୨ ଜଣ ଶିଶୁ ଜଙ୍ଗଲୀ ଯୋଡ଼ା ଫଳ ଖାଇ ଗୁରୁତର

ମାଲକାନଗିରି ଜିଲ୍ଲା ସଦର ବ୍ଲକ ଝରାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେଲିମେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗ୍ରାମର ୧୨ ଜଣ ଶିଶୁ ଜଙ୍ଗଲୀ ଯୋଡ଼ା ଫଳ ଖାଇ ଗୁରୁତର ହେଇଛନ୍ତି l ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା ଜାରିରହିଛି l ଆଜି ସନ୍ଧ୍ୟାରେ ଗ୍ରାମର ପିଲାମାନେ ଖେଳୁଥିବା ସମୟରେ ମିଳି ମିଶି ଏହି ଫଳ ଖାଇଥିଲେ l କିଛି ସମୟ ପରେ [...]

ଜଙ୍ଗଲରେ ବୁଲୁଛି କଳା କଲରାପତରିଆ ବାଘ

ଓଡ଼ିଶା ଜଙ୍ଗଲରେ ବୁଲୁଛି କଳା କଲରାପତରିଆ ବାଘ ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ କ୍ୟାମେରା ଟ୍ରାପରେ କଏଦ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ବାଘଗଣନା ବେଳେ ରାଜ୍ୟରେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା। କଲରା ପତରିଆ କଳା ବାଘ ମିଳିଥିବାନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୁଶାନ୍ତ ନନ୍ଦ ‘ଏକ୍ସ’ ଯୋଗେ ସୂଚନା [...]