Search for:

ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ

ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ ଭୁବନେଶ୍ୱର; ଗତ କାଲିର ସ୍ୱାୟତ ଶାସନ ଦିବସ ଉପଲକ୍ଷେ ସହରର ପରିମଳକୁ ଅଧିକ ଉନ୍ନିତ କରିବାରେ ଲୋକାର୍ପିତ ହୋଇଥିବା ଫଗିଙ୍ଗ ମେସିନ,ସ୍ପେୟର ଇତ୍ୟାଦିର ଉଦାହରଣ ଦେଇ ଆଜି କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପରିମଳ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରିମଳ ଟିମ୍‌କୁ ନେଇ ହୋଇଥିବା ଏହି ଆଲୋଚନାରେ ସ୍ୱତନ୍ତ୍ର ଲକ୍ଷ୍ୟ [...]