Search for:
  • Home/
  • Month: March 2024

ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟ ବନ୍ଦ ହେବା ଉପରେ।

ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟ ବନ୍ଦ ହେବା ଉପରେ। ଭୁବନେଶ୍ୱର:ଧାରଣା ଉପରେ ଧାରଣା ଦେଇ ଦେଇ ଇତି ମଧ୍ୟରେ ୧୯ମାସ ପୁରିଯାଇଥିଲେ ମଧ୍ୟ ଯଥାପୁର୍ବମ ତଥା ପରଂ ଭଳି ଏହି ଚିକିତ୍ସାଳୟ ଅବ୍ୟବସ୍ଥା ମଧ୍ୟରେ ରହିଯାଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟରେ ଦିନକୁ ଦିନ ରୋଗୀ ବଢ଼ିବାରେ ଲାଗିଥିବା ବେଳେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସେହିପରି ଦୁଃଖର ବିଷୟ ୨୦୧୫ମସିହା ରୁ ଏହି ଚିକିତ୍ସାଳୟ [...]

ଜୋର ଧରିଲା ପିସି ଖିଆ ‘ଅନନ୍ତ ହଟାଓ’ ସ୍ବର,

ଜୋର ଧରିଲା ପିସି ଖିଆ ‘ଅନନ୍ତ ହଟାଓ’ ସ୍ବର, ଭୁବନେଶ୍ବର: ନାନା ପ୍ରଚେଷ୍ଟା ସତ୍ତ୍ବେ ଥମୁନି ଭୁବନେଶ୍ବର ବିଜେଡିରେ କଳି । ଗତ ବିଜୁ ଜୟନ୍ତୀରେ ନବୀନ ନିବାସ ଆଗରେ ବିଜେଡିର 3 ଟାଣୁଆ ନେତା ଯଥା ପୂର୍ବତନ ମେୟର ମିହିର ମହାନ୍ତି, କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଶକ୍ତି ପ୍ରଦର୍ଶନ କରିଥିଲେ । ତେବେ ଆଜି ପୁଣି ମଧ୍ୟ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଛି [...]

ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ନେଇ ସମନ୍ୱୟ ବୈଠକ

ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ନେଇ ସମନ୍ୱୟ ବୈଠକ ଭୁବନେଶ୍ୱର ୩୦/୦୩/୨୦୨୪ ମହାପ୍ରଭୁ ଲିଙ୍ଗରାଜଙ୍କ ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଚଳିତ ବର୍ଷ ଶୃଙ୍ଖଳିତ ଭାବରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଥିବାରୁ ସେବାୟତ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ [...]

ଶଙ୍ଖ ଭବନ ଠାରେ ଦଳର ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ

ଭୁବନେଶ୍ୱର:ଶଙ୍ଖ ଭବନ ଠାରେ ଦଳର ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ସଂଗଠନ ଏବଂ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କଲୁ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିନ୍ଦ୍ର ନାଥ ମିତ୍ର, ବେଗୁନିଆର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ, [...]

ରାତ୍ର ରେ ବୁଲା କୁକୁରଙ୍କ ପାଇଁ ବିରିୟାନୀ।

ବୁଲା କୁକୁରଙ୍କ ପାଇଁ ବିରିୟାନୀ ସେବା। ଭୁବନେଶ୍ୱର : ବଳକା ଖାଦ୍ୟକୁ ଫୋପାଡ଼ିବା ବ୍ୟତୀତ ଆଉ କିଛି କରିହେବ କି? ଆଉ କାହାର ଭୋକ ମେଣ୍ଟାଇ ହେବ କି ? ଏହାର ଉତ୍ତର ଏବେ ହଁ ହିଁ ଆସିବ। ଦରକାର ଠାରୁ ଅଧିକ ଖାଦ୍ୟକୁ ଅପଚୟ ନକରି ଅନ୍ୟର ଉପକାରରେ ଲଗାଇ ହେବ। ଯାହାକୁ କାମରେ କରି ଦେଖାଇଛନ୍ତି ମନୋଜ। ରାଜଧାନୀ ୟୁନିଟ-୨ ଅଞ୍ଚଳର ମନୋଜ କୁମାର ସାହୁ। ସେ [...]

ୱାର୍ଡ -୩୬ ସ୍ଥିତ ୟୁନିଟ ୪ ଅମରେଶଙ୍କ ଘର ଘର ଶଙ୍ଖ ଓ ଜନ ସମ୍ପର୍କ କାର୍ଯ୍ୟକ୍ରମ

ଅମରେଶଙ୍କ ଘର ଘର ଶଙ୍ଖ ଓ ଜନ ସମ୍ପର୍କ କାର୍ଯ୍ୟକ୍ରମ   ଭୁବନେଶ୍ୱର:ଆଜି ଅପରାହ୍ନ ୫:୩୦ ଘଟିକା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନାଙ୍କ ନେତୃତ୍ବରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ -୩୬ ୟୁନିଟ -୪ ସ୍ଥିତ ହୋଟେଲ ଅମ୍ୱର ନିକଟରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ସ୍ଥିତ ୱାର୍ଡ -୩୬ ସ୍ଥିତ ୟୁନିଟ ୪  ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର [...]

ଫାଇଭ୍‌-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍‌

ଫାଇଭ୍‌-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍‌ ! ଭୁବନେଶ୍ୱର:ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍‌। ଫାଇଭ୍-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ୨ ସବ୍‌ ଇନ୍ସପେକ୍ଟରଙ୍କ ସହ ୧୨ ହାବିଲଦାର, ୫୬ କନଷ୍ଟେବଳ ବା ସିପାହୀ ଏବଂ ୪ ଜଣ ମହିଳା କନଷ୍ଟେବଳ, ଏହିଭଳି ଭାବେ ମୋଟ ୭୪ ଜଣ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିସହ ଗୋଟିଏ ଗାଡ଼ି ମଧ୍ୟ ଯୋଗାଇଛି ଗୃହ ବିଭାଗ [...]

ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ନିଜର ଜୟ ଓଡ଼ିଶା ସଂଗଠନ ଦ୍ୱାରା ଏକ ପାଞ୍ଚ ଦିନିଆ ରକ୍ତଦାନ ଶିବିର

ଭୁବନେଶ୍ୱର:ଦିନକୁ ଦିନ ବଢୁଥିବା ଖରା ଯୋଗୁ ଏବେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଅତ୍ୟଧିକ ରକ୍ତର ଅଭାବ ଦେଖା ଯାଉଥିବାରୁ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ନିଜର ଜୟ ଓଡ଼ିଶା ସଂଗଠନ ଦ୍ୱାରା ଏକ ପାଞ୍ଚ ଦିନିଆ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଯାହା ମାର୍ଚ୍ଚ ୨୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ତିନିଦିନ ଧରି [...]

ବିଭିନ୍ନ ମେଡିକାଲରେ ଏବେ ରକ୍ତର ଅଭାବ ରୁଦ୍ର ସାମନ୍ତରାୟ ସହଯୋଗ କରେ।

ଭୁବନେଶ୍ୱର:ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଏବେ ରକ୍ତର ଅଭାବ ଦେଖାଯାଉଛି। ପରିସ୍ଥିତିର ଭୟାବହତାକୁ ବୁଝି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, କ୍ୟାପିଟାଲ ହସ୍ପିଟାଲ ବ୍ଳଡ଼ ବ୍ୟାଙ୍କ ଠାରେ ପାଞ୍ଚଦିନ ବ୍ୟାପି ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଏହା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଶିବିରର ପ୍ରଥମ ଦିନରେ ମୋଟ ୪୦ ୟୁନିଟ୍ ରକ୍ତ [...]

ରଙ୍ଗ ଉତ୍ସବ ସମ୍ମାନ ୨୦୨୪

ରଙ୍ଗ ଉତ୍ସବ ସମ୍ମାନ ୨୦୨୪ ଭୁବନେଶ୍ୱର:ନିଆରା ଢଙ୍ଗରେ ଏକ ଶହରୁ ଉର୍ଦ୍ଧ ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ସହ କବିତା ଓ ସଙ୍ଗୀତ ରେ ରଙ୍ଗ କୁ ପରଷି, ଅନେକ ଅତିଥି ମାନଙ୍କ ଗହଣ ରେ ପାଳନ କରାଗଲା ରଙ୍ଗ ଉତ୍ସବ ସମ୍ମାନ ୨୦୨୪, ଏହି ଅବସରରେ ଉଦଘାଟକ ଭାବେ ଯୋଗଦେଇଥିଲେ ବିଶିଷ୍ଟ କବି ତଥା ରାଜନେତା ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା, ଉତ୍କଳ ସାମ୍ବାଦିକ ସଂଘର [...]