Search for:
  • Home/
  • Month: July 2023

ସହରରେ ଫୁଟ ପାଟ୍ରୋଲିଂ।ଏଥର ହେବେ ସାବଡ଼।

ଭୁବନେଶ୍ୱର:ସେବ ଡ୍ରାଇଭ କାର୍ଯ୍ୟକ୍ରମ ଅନୁସାରେ ସିପି ଏବଂ ଡିସିପି ନିର୍ଦ୍ଦେଶ କ୍ରମେ ଆଜି ସହରରେ ଫୁଟ ପାଟ୍ରୋଲିଂ କରାଯାଇଥିଲା। ଏଥିରେ ସିପି ଆଉ ଡିସିପି ସାମିଲ ହୋଇଥିଲେ। ବିଳମ୍ବିତ ରାତିରେ ସେମାନେ ଅନିଦ୍ରା ରହି ପୋଲିସ ଅଫିସରଙ୍କ ମନୋବଳ ବଢ଼ାଇଥିଲେ। ସମସ୍ତେ iic ଆଉ acp ମଧ୍ୟ ଏହି ଫୁଟ ପାଟ୍ରୋଲିଂରେ ସାମିଲି ହୋଇଥିଲେ।। ରାତିରେ ଅପରାଧୀ ନିୟତ୍ରିନ୍ତ୍ର ପାଇଁ ପୋଲିସ କର୍ମଚାରୀ କଠିନ ପରିଶ୍ରମ କରି ରାତି 3 [...]

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ।

ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ। ଭୁବନେଶ୍ୱର,ତା ୩୧/୦୭: ସ୍ଥାନୀୟ ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ଗ୍ରାମୀଣ ମଣ୍ଡଳ ପକ୍ଷରୁ ସହ ସହ କାର୍ଯ୍ୟକର୍ତ୍ତା ଧଉଳୀ ଥାନା ଘେରାଉକରିଥିଲେ।ମନ୍ତ୍ରୀ ଙ୍କ ଚାପରେ ଯେଉଁଭଳି ଭାବରେ [...]

କେନ୍ଦ୍ର ରେ ବିଜେପି ଏବଂ ଓଡିଶା ରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ।

ଇଣ୍ଡିଆ ଟିଭି-ସିଏନ୍‌‌ଏକ୍ସର ଜନମତ ସର୍ଭେ, ଷଷ୍ଠ ପାଳିରେ ବି ନବୀନ ନିରଙ୍କୁଶ ଭୁବନେଶ୍ୱର :୩୧.୦୭  ନବୀନ ନିରଙ୍କୁଶ, ବିଜେଡ଼ି ଅପରାଜେୟ। ରାଜ୍ୟରେ ପୁଣି ଥରେ ବିଜେଡି ବିପୁଳ ଭୋଟରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ଓ ଦଳର ସଭାପତି ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। କ୍ରମାଗତ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ସତ୍ତ୍ବେ ନବୀନ ପଟ୍ଟନାୟକ ବା ବିଜେଡି ସପକ୍ଷରେ ଏବେ ବି [...]

କେନାଲରେ ତଳମୁଣ୍ଡ ପର୍ଯ୍ୟନ୍ତ ତୁରନ୍ତ ପାଣି ଛାଡ଼ିବା ସହ ବନ୍ଧବାଡ଼ି ମରାମତି।

କେନାଲରେ ତଳମୁଣ୍ଡ ପର୍ଯ୍ୟନ୍ତ ତୁରନ୍ତ ପାଣି ଛାଡ଼ିବା ସହ ବନ୍ଧବାଡ଼ି ମରାମତି, ପତିତ ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଆଶୁ କାର୍ଯ୍ୟ କରିବାପାଇଁ ଜଳସମ୍ପଦ ବିକାଶ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହିତ ପିସିସି କିଷାନ କଂଗ୍ରେସର ପ୍ରତିନିଧି ମଣ୍ଡଳୀଙ୍କ ସାକ୍ଷାତ ଆଲୋଚନା ଓ ଦାବିପତ୍ର ପ୍ରଦାନ । ଭୁବନେଶ୍ୱର ତା. ୩୧.୭- ଖରିଫ ଚାଷ ପାଇଁ କେନାଲରେ ପାଣି ଯୋଗାଣରେ ଅହେତୁକ ବିଳମ୍ବ ହେଉଛି । ତଳ ମୁଣ୍ଡକୁ ପାଣି ଯାଉନାହିଁ [...]

ରାଜଧାନୀ ଭାସିଲା ଘର ଭିତରେ ପାଣି ପଶିଲା

ଭୁବନେଶ୍ୱର: ଆଜି ରାଜଧାନୀ ଓ ଅଞ୍ଚର ରେ ବର୍ଷା ରେ ରାଜଧାନୀ ବୁଢୀଲା ଓ ଘର ଭିତରେ ପାଣି ପଶିଲା ଲୋକେ ଅଶତାଂଶ ହେଲେ ଆଉ ବଜ୍ରପାତରେ ଥରିଲା ଭୁବନେଶ୍ୱର। ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତୁହାକୁ ତୁହା ବର୍ଷାରେ ଭାସିଲା ପୁରୁଣା ଭୁବନେଶ୍ୱର। ବୁଡ଼ିଲା ଲିଙ୍ଗରାଜ ମନ୍ଦିର ରାସ୍ତା। ପୁରୁଣା ଭୁବନେଶ୍ୱର ଓ ଫରେଷ୍ଟ ପାର୍କ [...]

ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ।

ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ ଭୁବନେଶ୍ୱର:ଆଜି ତା.୩୧.୦୭.୨୦୨୩ ରିଖରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ନିୟୋଜିତ ମୋଟ ୪ଜଣ ପୁଲିସ୍ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ପୁଲିସ୍ ଚାକିରିରୁ ଅବସର ଗ୍ରହଣ କରିଥିବା ୩ଜଣ କନଷ୍ଟେବଲ୍, ଏବଂ ଜଣେ ଡ୍ରାଇଭର ନିଜ ଚାକିରିକାଳ ମଧ୍ୟରେ ସର୍ବଦା କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ବିଭାଗ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି [...]

ଟେଲିଫଟୋ କ୍ୟାମେରା ସହିତ ଓପୋ ରେନୋ୧୦ ୫ଜିର ସେଲ ଆରମ୍ଭ।

ଟେଲିଫଟୋ କ୍ୟାମେରା ସହିତ ଓପୋ ରେନୋ୧୦ ୫ଜିର ସେଲ ଆରମ୍ଭ ଭୁବନେଶ୍ୱର: ୩୧.୦୭ ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍‌ ବ୍ରାଣ୍ଡ ଓପୋ ପକ୍ଷରୁ ଏହାର ରେନୋ୧୦ ର ସେଲ୍‌ ଚଳିତ ଜୁଲାଇ ୨୭ ତାରିଖରୁ ୩୨୯୯୯ ଟଙ୍କାରେ ଆରମ୍ଭ ହୋଇଯାଇଛି । ଏହି ହ୍ୟାଣ୍ଡସେଟ୍‌ ଓପୋ ଇ-ଷ୍ଟୋର୍‌, ଫ୍ଲିପ୍‌କାର୍ଟ ଓ ମେନ୍‌ଲାଇନ୍‌ ରିଟେଲ୍‌ ଆଉଟ୍‌ଲେଟ୍‌ଗୁଡିକରେ ଜୁଲାଇ ୨୭ ତାରିଖ, ୨୦୨୩ ରାତି ୧୨ଟା ପରଠାରୁ ଉପଲବ୍ଧ ହୋଇଯାଇଛି । ରେନୋ୧୦ [...]

Odisha Tourism hosts strategic meetings with Tourism Industry Stakeholders of Singapore

Odisha Tourism hosts strategic meetings with Tourism Industry Stakeholders of Singapore Bhubaneswar: 31st July 2023, Singapore/Bhubaneswar: Odisha Tourism conducted a strategic meeting with key tourism industry stakeholders of Singapore on the fourth leg of their international tourism promotion campaign today. The official delegation from Odisha, led by Hon’ble Minister Tourism [...]

ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ, ପ୍ରଦର୍ଶିତ ହେଲା ୧୨୨ଟି କଳାକୃତି

କଳିଗଂ ଆର୍ଟଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ, ପ୍ରଦର୍ଶିତ ହେଲା ୧୨୨ଟି କଳାକୃତି ଭୂବନେଶ୍ୱର-୩୧/୦୭- ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ- ୨୦୨୩ ଓଡିଶା ଲଳିତ କଳା ଏକାଡେମୀର ରାଜ୍ୟ ସଂଗ୍ରାହାଳୟପରିସରରେ ଥିବା କଳିଗଂ ଆର୍ଟଗ୍ୟାଲେରୀରେ ଅତିଥି ମାନଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି । ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶୀଳ୍ପୀ ମାହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନୀତ [...]

ଗାନ୍ଧୀ ବିଚାର ଧାରାର ସଂସ୍ଥା ଉପରେ ମୋଦି ସରକାରର ଆକ୍ରମଣକୁ କଂଗ୍ରେସର ନିନ୍ଦା

ଗାନ୍ଧୀ ବିଚାର ଧାରାର ସଂସ୍ଥା ଉପରେ ମୋଦି ସରକାରର ଆକ୍ରମଣକୁ କଂଗ୍ରେସର ନିନ୍ଦା ଭୁବନେଶ୍ୱର ତା. ୩୧.୭- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର, ବାରାଣାସୀ ଠାରେ ସର୍ବସେବା ସଂଘର, ଜାତୀୟ ସର୍ବୋଦୟ ସାଧନା କେନ୍ଦ୍ରକୁ, ରେଳ ବିଭାଗ ଓ ଉତର ପ୍ରଦେଶ ସରକାରଙ୍କ ପୋଲିସ ବାହିନୀ ଯେଭଳି ଦଖଲକୁ ନେଲେ, ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶରତ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହିତ [...]