Search for:
  • Home/
  • Month: February 2024

ଶୀର୍ଷକ ବହୁଜନ ଅଧିକାର ସମାବେଶରେ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ।

ଭୁବନେଶ୍ୱର ଲୋୟର ପି. ଏମ୍.ଜି ଠାରେ ଓଡିଶା ବହୁଜନ ଅଧିକାର ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରୁ ବହୁ ସଂଖ୍ୟାରେ ଲୋକମାନେ ଏହି ସମାବେଶ ରେ ଯୋଗ ଦେଇଥିଲେ। ହୋଟେଲ ମାରୀୟନ ଠାରୁ ଏକ ବିଶାଳ ଶୋଭାଯାତ୍ରା ପି. ଏମ୍.ଜି ଠାରେ ପହଁଚିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏକ ସଭାପତି ମଣ୍ଡଳୀ ଦ୍ଵାରା ସଭାକାର୍ଯ୍ୟ ପରିଚାଳନା ହୋଇଥିଲା । [...]

ବାଲେଶ୍ୱରର ଶଙ୍ଖାରିରେ ମନ୍ମଥ-ମନୋଜ ସ୍ମୃତି ପୀଠ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

  ବାଲେଶ୍ୱରର ଶଙ୍ଖାରିରେ ମନ୍ମଥ-ମନୋଜ ସ୍ମୃତି ପୀଠ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ସାରା ଦେଶକୁ ଗର୍ବିତ କରିଛନ୍ତି ମନ୍ମଥ ଓ ମନୋଜ ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ଆସିଥିବା ପ୍ରସ୍ତାବକୁ ଭିତ୍ତିକରି ପ୍ରକଳ୍ପର ଆରମ୍ଭ ନୀଳଗିରିର ଜନଜାତି ପାଇଲେ ‘ଲାଭ’ ଯୋଜନାର ସୁଫଳ ବାଲେଶ୍ୱର ସହରରେ ସିଟି ବସ୍‌ ସେବା ଆରମ୍ଭ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ମୋ ସରକାର [...]

ମିଶନ ଶକ୍ତି ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

  ମିଶନ ଶକ୍ତି ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ୟୁନିଫର୍ମ ଓ ବ୍ଲେଜର ଫେଡେରେସନ ଲିଡର ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବର ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବ ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର [...]

ରାଜଧାନୀରେ କଂଗ୍ରେସର ପୁଲିସ ସହ ଧସ୍ତାଧସ୍ତି

ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ଲୋୟର ପିଏମଜିରେ ପୁଲିସ ସହ ଧସ୍ତାଧସ୍ତି ଭୁବନେଶ୍ୱର: ରାଜଧାନୀରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନେ୍ଦାଳନ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରଭାରୀ ଡ. ଅଜୟ ସିଂହ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକସେବା ଭବନ ଘେରାଉ ଆନ୍ଦୋଳନରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର କର୍ମୀ । ଲୋୟର [...]

ଭାରତଛାଡ ଦାବିରେ ଚୁକ୍ତିନାମା ପୋଡିଲେ ବିକ୍ଷୋଭକାରୀ: ସଂଯୁକ୍ତ କୃଷକ ମୋର୍ଚ୍ଚାର ଗଣ ପ୍ରତିବାଦ

ବିଶ୍ୱ ବାଣିଜ୍ୟ ସଂଗଠନ(WTO) ଭାରତଛାଡ ଦାବିରେ ଚୁକ୍ତିନାମା ପୋଡିଲେ ବିକ୍ଷୋଭକାରୀ: ସଂଯୁକ୍ତ କୃଷକ ମୋର୍ଚ୍ଚାର ଗଣ ପ୍ରତିବାଦ ଭୁବନେଶ୍ୱର, ତା ୨୭/୦୨: ଫେବୃଆରୀ ୨୬ରୁ ଫେବୃଆରୀ ୨୯ ପର୍ଯ୍ୟନ୍ତ ଆବୁଧାବି ରେ ହେଉଥିବା ବିଶ୍ୱ ବାଣିଜ୍ୟ ସଂଗଠନ( WTO) ର ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ ବିରୋଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାରେ ଆଜି ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରାଯାଇଛି | ଦେଶୀ ଓ ବହୁ ଦେଶୀୟ କମ୍ପାନୀ ମାନଙ୍କ ସ୍ୱାର୍ଥରେ [...]

ପୂର୍ବତନ କାଉନସିଲର ସ୍ବର୍ଗତ ଶ୍ୟାମ ସୁନ୍ଦର ଜେନାଙ୍କ ସ୍ମୃତିରେ ଶୋକସଭା

ଭୁବନେଶ୍ୱର:ଆଜି ଭୁବନେଶ୍ଵର ମଧ୍ଯ ନିର୍ବାଚନ ମଣ୍ଡଳୀରେ ଅଲ ଓଡ଼ିଶା କାଉନସିଲର ଓ କର୍ପୋରେଟର ୱେଲଫେୟାର ଟ୍ରଷ୍ଟ ଓ ୱି ଫର୍ ଭୂବନେଶ୍ବର ମିଳିତ ଆନୁକୁଲ୍ୟରେ ପୂର୍ବତନ କାଉନସିଲର ସ୍ବର୍ଗତ ଶ୍ୟାମ ସୁନ୍ଦର ଜେନାଙ୍କ ସ୍ମୃତିରେ ଏକ ଶୋକସଭା ୟୁନିଟ୧ ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ବର୍ଗତ ଶ୍ୟାମ ନନାଙ୍କୁ ଗଭୀର ଭକ୍ତିପୂତ ଶ୍ରଦ୍ଧାଞଳୀ, ଦୀପଦାନ, ସ୍ମୃତି ଚାରଣ କରିବା ସହ ଶୋକ ସନ୍ତପ୍ତ ପରିବାରବର ମଙ୍ଗଳ କାମନା [...]

ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦ୍ରାପଡାର ବିକାଶପ୍ରତି ସମ୍ପୂର୍ଣ୍ଣ ଉଦାସୀନ- କଂଗ୍ରେସ

ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦ୍ରାପଡାର ବିକାଶପ୍ରତି ସମ୍ପୂର୍ଣ୍ଣ ଉଦାସୀନ- କଂଗ୍ରେସ କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ କେନ୍ଦ୍ରାପଡାକୁ ରେଳ ସେବା ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ବିଜେଡି ସରକାର ଓ [...]

ରଞ୍ଜନ ଯୋଗ ଅନୁଷ୍ଠାନ ପକ୍ଷରୁ ବିଦେଶୀ ମାନଙ୍କର ଅଭିନନ୍ଦନ ସମ୍ବର୍ଧନା ଉତ୍ସବ ପାଳିତ।

ରଞ୍ଜନ ଯୋଗ ଅନୁଷ୍ଠାନ ପକ୍ଷରୁ ବିଦେଶୀ ମାନଙ୍କର ଅଭିନନ୍ଦନ ସମ୍ବର୍ଧନା ଉତ୍ସବ ପାଳିତ। ଭୁବନେଶ୍ୱର:ରଞ୍ଜନ ଯୋଗ ଅନୁଷ୍ଠାନ ପକ୍ଷରୁ ବିଦେଶୀମାନଙ୍କୁ ଯୋଗଶିକ୍ଷା ଦେଇ ସମ୍ବର୍ଧିନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିବାନନ୍ଦ ଯୋଗ ସେଣ୍ଟେନାରି ସ୍କୁଲ ତଥା କସ୍ମିକ ୱାନନେସ ମୁଭେଣ୍ଟ ର ପ୍ରତିଷ୍ଠାତା ସ୍ୱାମୀଜୀ ଶିବ ଚିଦାନନ୍ଦ ସରସ୍ୱତୀ ଯୋଗଦାନ କରି ଶୁଭାରମ୍ଭ କରିଥିଲେ। ପରେ ପରେ ବିଦେଶୀମାନଙ୍କୁ ଭାରତୀୟ ଯୋଗଶିକ୍ଷା ର [...]

ବିଜେଡ଼ିକୁ ବିଦ୍ରୋହୀ ଅଡୁଆ। ଉତ୍ତର ଏକାମ୍ର ଏବଂ ମଧ୍ୟମ।

ବିଜେଡ଼ିକୁ ବିଦ୍ରୋହୀ ଅଡୁଆ ! ପାଟି ପାଇଁ ସଙ୍ଗୀନ ରାଜଧାନୀ ସ୍ଥିତି, ଘାରିଛି ଦଳ ଡିଆଁ ଡର ଭୁବନେଶ୍ୱର:ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଜେଡ଼ିକୁ ଅଡୁଆ ବିଦ୍ରୋହୀ । ରାଜଧାନୀର ସ୍ଥିତି ଦଳ ପାଇଁ ସଙ୍ଗୀନ । ଏକାଧିକ ଆଶାୟୀ, [...]

‘ଆମ ହସ୍ପିଟାଲ’ ଲୋକାର୍ପିତ ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’

  ‘ଆମ ହସ୍ପିଟାଲ’ ଲୋକାର୍ପିତ ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’ ଦ୍ୱିତୀୟ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୬୭ଟି ଆମ ହସ୍ପିଟାଲ, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡା BMRC କାର୍ଡିଆକ୍ କେୟାର ହସ୍ପିଟାଲ ଉଦ୍‌ଘାଟିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପିତ ଲୋକମତର ସଫଳ ରୂପାୟନ ହେଉଛି ‘ଆମ ହସ୍ପିଟାଲ’, 5T [...]