Search for:

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସ୍ୱସ୍ତି ସିଂ ପାଇଲେ। ଅଜୟ ଦାସଙ୍କୁ କ୍ରୀଡ଼ା ସାମ୍ବାଦିକ ପୁରସ୍କାର।

ଭୁବନେଶ୍ବର : ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ ସରକାର ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର-୨୦୨୩’ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇକେଲ ଚାଳିକା ସ୍ୱସ୍ତି ସିଂଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରିଛନ୍ତି । ଦୀପ ରଞ୍ଜନ ବିଷୋୟୀଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌, ସବିତା ଟପ୍ପୋଙ୍କୁ ଉଦୀୟମାନ କ୍ରୀଡ଼ାବିତ୍ ଓ ଆନନ୍ଦଚନ୍ଦ୍ର ନାୟକଙ୍କୁ [...]