Search for:
  • Home/
  • Month: April 2024

ରାଜଧାନୀରୁ ଚେକିଂ ବେଳେ କାରରୁ ମିଳିଲା ୩ ଲକ୍ଷ ୬୦

ରାଜଧାନୀରୁ ଚେକିଂ ବେଳେ କାରରୁ ମିଳିଲା ୩ ଲକ୍ଷ ୬୦ ହଜାର ଟଙ୍କା। ଟଙ୍କା ନେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅମ୍ଲଳାନ ଯୋତି ପ୍ରକାଶ ସିଂ। ସେ ଏକ ପାଣି ପାଉଚ କମ୍ପାନୀର ମାଲିକ। ତାଙ୍କ ଘର ହେଉଛି ଚନ୍ଦକା। ଭୁବନେଶ୍ୱର:ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଓମ୍ଫେଡ଼ ଛକ ନିକଟରେ ଚେକିଂ ଚାଲିଥିବା ବେଳେ ଗାଡ଼ିରୁ ଜବତ ହୋଇଛି ୩ ଲକ୍ଷ [...]

୪୫  ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ କୃତକାର୍ଯ୍ୟ

ସର୍ବଭାରତୀୟ ଜେଇଇ ମେନ୍ ୨୦୨୪ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ଉଲ୍ଲେଖନୀୟ ସଫଳତା -୪୫  ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ କୃତକାର୍ଯ୍ୟ -ମୟୂରଭଞ୍ଜ ଜିଲ୍ଳାର ସୁନାରାମ ମାରାଣ୍ଡିଙ୍କ ସଫଳତା   ଭୁବନେଶ୍ୱର, ୨୯/୦୪ : ସଦ୍ୟ ପ୍ରକାଶ ପାଇଥିବା ଜେଇ ମେନ ୨୦୨୪ ର ଦ୍ଵିତୀୟ ସେସନରେ   ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏପରିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫୩ ଜଣ ଛାତ୍ରଛାତ୍ରୀ ୯୦ [...]

ବିଜେପି ଛାଡ଼ିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ

ବିଜେପି ଛାଡ଼ିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଭୁବନେଶ୍ବର: ବିଜେପି ଛାଡ଼ିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ନୀତେଶ ଗଙ୍ଗଦେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଲେ। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ବିଜେପି ଛାଡ଼ିଥିବା ଉଲ୍ଲେଖ। ୨୦୧୯ରେ ସମ୍ବଲପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। [...]

ଏକ ବିରାଟ ନିର୍ବାଚନୀ ସଭାର ଆୟଜନ ସ୍ଥାନୀୟ ପବିତ୍ର ଐତିହାସିକ ଭୈରବ ପଡ଼ିଆଠାରେ ଅନୁଷ୍ଟିତ

ଭୁବନେଶ୍ୱର:ବିଜୁ ଜନତା ଦଳ କୋଟପାଡ ବିଧାନସଭା କ୍ଷେତ୍ରରେ ଆଜି ଏକ ବିରାଟ ନିର୍ବାଚନୀ ସଭାର ଆୟଜନ ସ୍ଥାନୀୟ ପବିତ୍ର ଐତିହାସିକ ଭୈରବ ପଡ଼ିଆଠାରେ ଅନୁଷ୍ଟିତ ହୋଇଥିଲା। ଉକ୍ତ ସଭରେ ଆମ ସବୁରି ପ୍ରିୟ ମାନ୍ୟବର 5t ଅଧ୍ୟକ ଶ୍ରୀଯୁକ୍ତ VK ପାଣ୍ଡିୟାନ୍ ମହୋଦୟ ଆସି ଜନସାଧାରଣଙ୍କୁ ବିଗତ ଦିନରେ BJD ତରଫରୁ କଣ କଣ ଲୋକାଭିମୁଖୀ କାର୍ଯ୍ୟକ୍ରମ ହେଇଥିଲା ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରି ରହିଚି ତାହର ସମ୍ପୂର୍ଣ୍ଣ ବିବରଣୀ [...]

ବିଜେପି ନେତା ଅମୀୟ ଦାଶ ବିଜେପି ଛାଡ଼ିବା ନେଇ ଚର୍ଚା

ବିଜେପି ନେତା ଅମୀୟ ଦାଶ ବିଜେପି ଛାଡ଼ିବା ନେଇ ଚର୍ଚା ଭୁବନେଶ୍ବର,୨୯/୪- ଏକାମ୍ରର ବିଜେପି ନେତା ଅମୀୟ ଦାଶ ବିଜେପି ଛାଡ଼ିବା ନେଇ ଚର୍ଚା ହେଉଛି। ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେବା ନେଇ ତାଙ୍କ କର୍ମିମାନେ କହୁଛନ୍ତି। ୨ଥର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ଅମିୟ କିଛି ଦିନ ବିଜେପି ରାଜ୍ୟ ଉପସଭାପତି ରହି କାର୍ଯ୍ୟ କରିଥିଲେ। ଏବେ ପୁରୀ ଲୋକ ସେବା କ୍ଷେତ୍ରର ବିଜେପି ପ୍ରଭାରୀ [...]

ଅମ୍ବିକା ଫାଉଣ୍ଡେସନର ପ୍ରତିଷ୍ଠାତା ଅମ୍ବିକା ମହାରଣା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ।

  ବିଜେପିରେ ଯୋଗ ଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ  ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ନାୟକ ବିଜେପିରେ ଯୋଗ ଦେଲେ  ଅମ୍ବିକା ଫାଉଣ୍ଡେସନର ପ୍ରତିଷ୍ଠାତା ଅମ୍ବିକା ମହାରଣା ବିଜେପିରେ ଯୋଗ ଦେଲେ  ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ ଓ ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ [...]

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର। •ଏକାମ୍ର ରେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ବହୁ ବିଜେଡ଼ି ନେତା ଓ କର୍ମୀ ଭୁବନେଶ୍ୱର,୨୯/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି।ଆଜି ପ୍ରଥମେ ସକାଳୁ ୱାର୍ଡ଼ ନଂ ୫୮ ଅଞ୍ଚଳରେ ବ୍ରହ୍ମେଶ୍ୱର ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଲୋକଙ୍କ [...]

ଶୈଳଶ୍ରୀବିହାର ଲଷ୍ମୀ ପୂଜା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ

ଭୁବନେଶ୍ୱର ତା.29/04/2024 ରିଖ ସୋମବାର ଅପରାହ୍ନ 5:30ମିନିଟ ସମୟରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 7 ଶୈଳଶ୍ରୀବିହାର ଲଷ୍ମୀ ପୂଜା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ନୀଳକଣ୍ଠେଶ୍ଵର ମନ୍ଦିର ଠାରୁ ଶୋଭାଯାତ୍ରା ରେ ପାଛୋଟି ନେଇ ଲଷ୍ମୀ ପୂଜା ପଡ଼ିଆ ନିକଟ ସଭା ସ୍ଥଳରେ ପହଞ୍ଚାଇ [...]

ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, BSKY ବନ୍ଦ କରିଦେବେ. ମିଶନ ଶକ୍ତି ମା ମାନଙ୍କୁ ବିଜେପି ଅସମ୍ମାନ କରୁଛି. ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା [...]

ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ସରିଲା ୨୦ରାଜ୍ୟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ

ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ସହ ଆଲୋଚନା ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ସରିଲା ୨୦ରାଜ୍ୟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ ସଂସଦରେ ପ୍ରତିମୂତି, ନାମରେ ଚାଲୁ ଟ୍ରେନ୍‌, ଜୟନ୍ତୀ ଛୁଟି ଘୋଷଣା ଦାବି ଭୁବନେଶ୍ୱର,୨୮/୪: ଭାରତର ପ୍ରଥମ ଭାଷାଭିତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । [...]