Search for:
  • Home/
  • Month: December 2023

ସ୍ନିଗ୍ଧା ମାଲବୀୟ ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ ୨୦୨୩

ସ୍ନିଗ୍ଧା ମାଲବୀୟ ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ ୨୦୨୩ ଭୁବନେଶ୍ୱର, ୨୭ ।୧୨:  ଉତ୍ତରପ୍ରଦେଶର ସ୍ନିଗ୍‍ଧା ମାଲବୀୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୩ର ଫାଇନାଲ୍ ତଥା ମେଗା ରାଉଣ୍ଡ ବୁଧବାର ଶେଷ ହୋଇଛି । ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ [...]

ପିସିସି ପକ୍ଷରୁ କଂଗ୍ରେସର ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

ପିସିସି ପକ୍ଷରୁ କଂଗ୍ରେସର ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ ଭୁବନେଶ୍ୱର ତା.୨୮.୧୨- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଦଳୀୟ ପତାକା ଉତୋଳନ କରି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନୋତର ଭାରତ [...]

ଓଡ଼ିଶାର ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ୬ ତାରିଖରେ ଓଡ଼ିଶାକୁ ଆସିବେ

ଓଡ଼ିଶାର ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ୬ ତାରିଖରେ ଓଡ଼ିଶାକୁ ଆସିବେ ଭୁବନେଶ୍ଵର ତା. ୨୮.୧୨- ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ଅନୁଷ୍ଠିତ ହେଉଥ‌ିବା ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅତ୍କଳ ଭାରତ କଂଗ୍ରେସ କମିଟିର ନବନିଯୁକ୍ତ ଓଡ଼ିଶା [...]

ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର  ବିଭିନ୍ନ ମନ୍ଦିର ରେ ପହଞ୍ଚିଲା

ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର  ବିଭିନ୍ନ ମନ୍ଦିର ରେ ପହଞ୍ଚିଲା ଭୁବନେଶ୍ୱର:ପୁରୀ ୨୭/୧୨ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିର ମାନଙ୍କ ରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି।ଏହି ବଣ୍ଟନ କାର୍ଯ୍ୟ ଗତକାଲି ଠାରୁ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି। ଦ୍ୱିତୀୟ ଦିନ ରେ ଆଜି ଓଡିଶା ବାହାରେ କେରଳର ପଦ୍ମନାଭସ୍ବାମୀ ମନ୍ଦିର, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଅହମଦାବାଦର ଜଗନ୍ନାଥ [...]

କ୍ୱାଞ୍ଜା ସେଲିବ୍ରେସନ୍ ୨୦୨୩ରେ ରୋମାଂଚିତ କରିବ ବଲିଉଡ୍ ଗାୟକ ଜାଡେନ ଓ ଟ୍ୱିନ୍ ଷ୍ଟ୍ରିଙ୍ଗ୍‌ସଙ୍କ ସଙ୍ଗୀତ

କ୍ୱାଞ୍ଜା ସେଲିବ୍ରେସନ୍ ୨୦୨୩ରେ ରୋମାଂଚିତ କରିବ ବଲିଉଡ୍ ଗାୟକ ଜାଡେନ ଓ ଟ୍ୱିନ୍ ଷ୍ଟ୍ରିଙ୍ଗ୍‌ସଙ୍କ ସଙ୍ଗୀତ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରବାସୀ ପୁରୁଣା ବର୍ଷକୁ ବିଦାୟ ଦେବା ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବଲିଉଡର ବିଶିଷ୍ଠ କଳାକାରମାନଙ୍କ ସଙ୍ଗୀତକୁ ସିଧାସଳଖ ଶୁଣି ଉତ୍ସବର ଖୁସିକୁ ବହୁଗୁଣିତ କରିବାକୁ ଲୋକମାନଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି । ତାହାକୁ ସାକାର କରିବା ଲାଗି ୨୦୨୩ ଡିସେମ୍ବର ୨୯ରେ ଆୟୋଜିତ ହେବ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ “କ୍ୱାଞ୍ଜା ସେଲିବ୍ରେସନ [...]

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ ଭୁବନେଶ୍ୱର ତା ୨୭.୧୨.୨୦୨୩ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବଟି ଆସନ୍ତା [...]

ଖଣ୍ଡତରି ନିକଟରେ ବୋଲର ଆମ୍ବୁଲାନ୍ସ ଦୃଘଟଣା ତିନଜଣ ଗୁରୁତର

ଖଣ୍ଡତରି ନିକଟରେ ବୋଲର ଆମ୍ବୁଲାନ୍ସ ଦୃଘଟଣା ତିନଜଣ ଗୁରୁତର ଭୁବନେଶ୍ୱର:ଜୟପୁର ଆଇବି ସମୁଖରେ ଥିବା ଖଣ୍ଡତରୀ ପାଖରେ ଥିବା ହଁପ୍ସ ନିକଟରେ ପାରାଦ୍ୱୀପ ଦିଗରୁ ଆସୁଥିବା ଏକ 108 ଆମ୍ବୁଲାନ୍ସ ରୋଗି ନେଇ କଟକ ବଡ ମେଡ଼ିକାଲ ଅଭିମୁଖେ ଜାଉଥିବା ସମୟରେ ବିପରିତ ଦିଗରୁ ଏକ ବୋଲର ସହିତ ମୁହାଁମୁହିଁ ଦୃଘଟଣା ।ବୋଲରରେ ଥିବା ପାଞ୍ଚଜଣ ଜାତ୍ରୀ ଙ୍କ ମଧ୍ୟରୁ ତିନିଜଣ ଗୁରତ୍ତର ହୋଇଥିବା ବେଳେ ଘଟଣା ସ୍ଥଳରେ ତିର୍ତ୍ତୋଲ [...]

ସାମପୁର ମୌଜାରେ ସରକାରୀ ଜମି ହଡପ 68ଏକର ସରକାରୀ ଜମି ବିକିଦେଲେ ଦଲାଲ ଇଓଡବ୍ଲୁ୍ଯରେ ଏତଲା ଦେଲା ବିଡିଏ

ସାମପୁର ମୌଜାରେ ସରକାରୀ ଜମି ହଡପ 68ଏକର ସରକାରୀ ଜମି ବିକିଦେଲେ ଦଲାଲ ଇଓଡବ୍ଲୁ୍ଯରେ ଏତଲା ଦେଲା ବିଡିଏ ଭୁବନେଶ୍ୱର,: ଏକର କି ଦୁଇ ଏକର ନୁହେଁ ପୁରା 68 ଏକର ସରକାରୀ ଜମିକୁ ମାଡି ବସିଛନ୍ତି ଦଲାଲ ଏପରିକି 10ଜଣ ବ୍ଯକ୍ତିଙ୍କୁ ମଧ୍ୟ ନିଜ ମାଲିକାନା ସତ୍ତ୍ବା ଦେଖାଇ ବିକ୍ରି କରିଦେଇଛନ୍ତି ଏମିତି ଘଟଣା ଘଟିଛି ସାମପୁର ମୌଜାରେ ଏନେଇ ମାନସ ନାୟକ ଓ ଅନ୍ଯ ଦୁଇଜଣ ବ୍ଯକ୍ତିଙ୍କ [...]

କିଟ୍‍ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‍ଘାଟିତ

କିଟ୍‍ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‍ଘାଟିତ ଭୁବନେଶ୍ୱର, ୨୭ ।୧୨:  କିଟ୍‍ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ବୁଧବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ କହିଲେ, ସରକାର ବଦଳିବା ସହ ପୂର୍ବ ସରକାରଙ୍କ ଯୋଜନାସବୁକୁ ଜାରି ରଖିବା [...]