୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ଘୋଷଣା ହେଲା ମନମୋହନଙ୍କ ଟିମ୍
ଘୋଷଣା ହେଲା ମନମୋହନଙ୍କ ଟିମ୍ ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ଭୁବନେଶ୍ୱର:୦୪.୦୭ ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣାକୁ ନେଇ ଲାଗିରହିଥିବା ଦ୍ୱନ୍ଦର ଅବସାନ ଘଟିଛି । ଦାୟିତ୍ୱ ନେବାର ୪ ମାସ ପରେ ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି ସଭାପତି ମନମୋହନ ସାମଲ । ଏହି ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ ଅଛନ୍ତି [...]