Search for:
  • Home/
  • ରାଜ୍ୟ/
  • ବିଜେପି, ଜାଣନ୍ତୁ କିଏ କେଉଁଠୁ ଲଢିବେ….

ବିଜେପି, ଜାଣନ୍ତୁ କିଏ କେଉଁଠୁ ଲଢିବେ….

Spread the love

Loading

୮ ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ଜାଣନ୍ତୁ କିଏ କେଉଁଠୁ ଲଢିବେ….

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଜି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ …..

କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ
ସାଲେପୁର- ଅରିନ୍ଦମ ରାୟ
ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
ଚମ୍ପୁଆ- ମୁରଲୀ ଶର୍ମା
ତେଲକୋଇ- ଫକୀର ମୋହନ ନାଏକ
ବସ୍ତା- ରବୀନ୍ଦ୍ର ଅନ୍ଦିଆ
ହିନ୍ଦୋଳ- ସୀମାରାଣୀ ନାଏକ

Leave A Comment

All fields marked with an asterisk (*) are required