Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଭାରତୀୟ ଜନତା ପାର୍ଟି କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବା ପାଇଁ ଅନୁରୋଧ

ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଭାରତୀୟ ଜନତା ପାର୍ଟି କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବା ପାଇଁ ଅନୁରୋଧ

Spread the love

Loading

ଭୁବନେଶ୍ୱର ତା. 27/04/2024ରିଖ ଶନିବାର ଭୁବନେଶ୍ୱର -ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ା ପଂଚାୟତର ସାନ ବାଲିପଡ଼ା ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ପ୍ରାତଃ ସମାବେଶ ତଥା ଚା ଖଟି ର ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଅବସରରେ ଉପସ୍ଥିତ ଜନତା ଓ କର୍ମୀମାନଙ୍କୁ ବର୍ତମାନ ର ବିଫଳ ରାଜ୍ୟ ସରକାରଙ୍କ ସ୍ଥାଣୁତା ସମ୍ବନ୍ଧରେ ସୂଚନା ଦେବା ସହ ଦେଶ ସହିତ ଓଡ଼ିଶାରେ ଡବଲ ସରକାର ଇଂଜିନ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମୀଣ ମଣ୍ଡଳ ସଭାପତି ସଂଯୁକ୍ତା ପଢ଼ିଆରୀ ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୁନାଲ ରାଉତ, ଅଜୟ ବେହେରା, ବସନ୍ତ ରାଉତ, ଅଞ୍ଜନ ଜେନା, ଅଜୟ ବେହେରା ଗୁରୁ ଚରଣ ରାଉତ ଓ ଟୁଟୁ ହାତୀଙ୍କ ସମେତ ଶତାଧିକ ବିଜେପି କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l

Leave A Comment

All fields marked with an asterisk (*) are required