Search for:

କଂଗ୍ରେସ ଦଳର ବସ୍ତି  ସଭାପତି ଶ୍ରୀ ରମେଶ ଚନ୍ଦ୍ର ଦାସ ନେତୃତ୍ୱ ରେ ଭୁବେଶ୍ୱର-ଉତ୍ତର ର ଶତାଧିକଯୋଗ ଦେଲେ

ଭୁବେଶ୍ବର- ଉତ୍ତର କଂଗ୍ରେସ ଦଳର ବସ୍ତି  ସଭାପତି ଶ୍ରୀ ରମେଶ ଚନ୍ଦ୍ର ଦାସ ନେତୃତ୍ୱ ରେ ଭୁବେଶ୍ୱର-ଉତ୍ତର ର ଶତାଧିକ କଂଗ୍ରେସ କର୍ମୀ ମାନେ ସାମୁହିକ ଭାବେ ନରେନ୍ଦ୍ର ମୋଦିଜୀ ଙ୍କ ନେତୃତ ତଥା ମୋଦି ଗ୍ୟାରେଣ୍ଟି ଓ ପ୍ରିୟଦର୍ଶୀ ମିଶ୍ର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗ ଦେଲେ। [...]

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର। ଭୁବନେଶ୍ୱର,୬/୦୫: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଆଜି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଛନ୍ତି। ୱାର୍ଡ଼ ନଂ ୫୪,୫୯,୬୦,୫୨ ଅଞ୍ଚଳରେ ବାଇକ ଶୋଭାଯାତ୍ରା କରିବା ସହିତ ଖଣ୍ଡଗିରିବାରି,ତପବନ,ତାରିଣୀ ବସ୍ତି ଅଞ୍ଚଳରେ ମାରାଥନ ପଦଯାତ୍ରା ଓ [...]

କଳାହାଣ୍ଡି ଲୋକସଭା କ୍ଷେତ୍ର ଭବାନୀପାଟଣା, ଖଡିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

କଳାହାଣ୍ଡି ଲୋକସଭା କ୍ଷେତ୍ର ଭବାନୀପାଟଣା, ଖଡିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ବହୁ ଦିନ ହେଲା ବି.ଜେ.ପି ଦିନରେ ସ୍ବପ୍ନ ଦେଖୁଛି – ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ ଯୋଜନାର ସୁଫଳ ସଂପର୍କରେ ଲୋକଙ୍କ ମତାମତ ଲୋଡିଲେ, ‘ହଁ’ ରେ ପ୍ରତିଧ୍ୱନିତ ହେଲା ସଭାସ୍ଥଳ ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଆପଣମାନଙ୍କ ଆଶିର୍ବାଦ ଓ ସହଯୋଗରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବେ ନବୀନ [...]

ଓଡିଶାରେ ବିଜେଡି ଅସ୍ତ ହୋଇ ସାରିଛି, କଂଗ୍ରେସ ପରାଜିତ ହୋଇ ସାରିଛି ଓ ବିଜେପି ହିଁ ଏକମାତ୍ର ପାର୍ଟି ଯିଏ ଆଶାର ନୂଆ ସୂର୍ଯ୍ୟ ନେଇ ଆସିଛି

ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଓଡିଶାର ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ବିଶାଳ ଜନସଭାରେ ଦିଆଯାଇଥିବା ଉଦବୋଧନର ମୁଖ୍ୟ ବିନ୍ଦୁ  ଓଡିଶାର ଲୋକମାନେ ବିଜେପିକୁ ଏକମାତ୍ର ଦଳ ଭାବରେ ଦେଖନ୍ତି ଯିଏ ସେମାନଙ୍କର ଆକାଂକ୍ଷା ପୂରଣ କରିପାରିବ। ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଓଡିଶାର ଭୋଟରମାନେ କେବଳ ବିଜେଡିର କୁଶାସନକୁ ଦେଖିଛନ୍ତି। ବିଜେପି ପାଇଁ ଗୋଟିଏ ଭୋଟ୍ ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବ  [...]

କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ

ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି, କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ ଭୁବନେଶ୍ବର: କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ । ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ମୁଣ୍ଡଫଟା ଖରା [...]

ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ…

ସ୍ବାଧୀନ ପ୍ରାର୍ଥୀ ଭାବେ ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ… ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶ୍ରୀ ପଟ୍ଟନାୟକ ପୂଜାର୍ଚ୍ଚନା କରିଥିଲେ। ଏହାପରେ ହଜାର ହଜାର ସମର୍ଥକଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୌମ୍ୟରଞ୍ଜନ [...]

ସମ୍ବଲପୁରରେ ବୁଲି ବୁଲି ପ୍ରଚାର କରିବ ଉଜ୍ୱଳl ଦିଦି ସଙ୍ଘ l

ଛବର୍ଷ ଧରି ମାଗଣା ଖଟାଇ ଧୋକା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ସମ୍ବଲପୁରରେ ବୁଲି ବୁଲି ପ୍ରଚାର କରିବ ଉଜ୍ୱଳl ଦିଦି ସଙ୍ଘ l ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ଓଡିଶା ଉଜ୍ୱଳl ଦିଦି ସଙ୍ଘ ତରଫରୁ ସାରା ରାଜ୍ୟରୁ 500 ଉଜ୍ୱଳl ଦିଦିମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଧୋକାବାଜୀ ବିରୁଦ୍ଧରେ ଏବଂ ନ୍ୟାୟ ପ୍ରାପ୍ତି ପାଇଁ ଆମରଣ ଅନଶନ ଓ ଧାରଣା ଦେଇଥିଲେ lକେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ [...]

ଆଜି ପ୍ରଚାର କରିବେ ଦୁଇ ସୁପ୍ରିମୋ।

ଜମିବ ପ୍ରଚାର : ବ୍ରହ୍ମପୁର ଓ ନବରଙ୍ଗପୁରରେ ମୋଦୀ, କଳାହାଣ୍ଡିରେ ନବୀନ, ଗୋପାଳପୁରରେ ପାଣ୍ଡିଆନ କରିବେ ରୋଡ଼ ଶୋ’ ଭୁବନେଶ୍ବର : ଆଜି ପ୍ରଚାରରେ କମ୍ପିବ ଓଡ଼ିଶା। ରାଜ୍ୟରେ ତିନି ପ୍ରମୁଖ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ହେଉଥିବା ବେଳେ ଆଜି ବିଜେପି ଓ ବିଜେଡି ପକ୍ଷରୁ ହାଇଭୋଲଟେଜ୍‌ ପ୍ରଚାର ହେବ। ସୋମବାର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ପ୍ରଚାର କରିବେ। ଅନୁରୂପ ଭାବେ ବିଜୁ [...]

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରରେ ବିମାନବନ୍ଦରରେ ପ୍ରାୟ ୧୦.୩୦ ମିନିଟ୍ ରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, [...]

୫ ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳିଲେ।

୫ ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳିଲେ ଜୟନାରାୟଣ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥ ଭୁବନେଶ୍ୱର: ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୫ ଟି ଆସନରେ ପ୍ରାର୍ଥୀ ବଦଳାଇଥିବା ବେଳେ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଜଳେଶ୍ୱରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ଜାଗାରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ବରୀରେ ଶ୍ରୀମତୀ ଆରତୀ ଦେଓଙ୍କ ଜାଗାରେ ଦେବାଶିଷ ନାୟକ ପ୍ରାର୍ଥୀ ହୋଇଛନ୍ତି । [...]