Search for:

ଏକାମ୍ର ରେ ଅଶୋକଙ୍କ ପରିବାର ସମ୍ପର୍କ ଅଭିଯାନ ଓ କର୍ମୀ ସମ୍ମିଳନୀ

ଏକାମ୍ର ରେ ଅଶୋକଙ୍କ ପରିବାର ସମ୍ପର୍କ ଅଭିଯାନ ଓ କର୍ମୀ ସମ୍ମିଳନୀ ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ୱାର୍ଡ ନଂ ୫୬ ରେ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ,ମେୟର ସୁଲୋଚନା ଦାସ କଳ୍ପନା ଫାୟାର ଷ୍ଟେସନ ଲେବର କଲୋନୀ ଠାରୁ ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ବିଜେବି ନଗର,ମାଇଁସା [...]

ବିଷମକଟକ ଓ ଗୁଣୁପୁରରେ ବି.ଜେ.ଡିର ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ

ବିଷମକଟକ ଓ ଗୁଣୁପୁରରେ ବି.ଜେ.ଡିର ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ ଲୋକଙ୍କ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ହଜିଛି ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଗୋଟିଏ ବି କାମ କରିନାହାନ୍ତି ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ସବୁ କାମର ହିସାବ ଦେବା ପାଇଁ [...]

ବିଜେପିର ସରକାର ଗଠନ ହେଲା ଓଡିଶାର ଲୋକ ମାନଙ୍କୁ ରୋଜଗାର ପାଇଁ ପଳାୟନ କରିବାକୁ ପଡିବ ନାହିଁ

କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଓଡିଶାର ସୋନପୁରଠାରେ ଆୟୋଜିତ “ବିଜୟ ସଂକଳ୍ପ ସମାବେଶ” ରେ ଦିଆଯାଇଥିବା ଉଦବୋଧନର ମୁଖ୍ୟ ବିନ୍ଦୁ  ଓଡିଶାରେ ପ୍ରଥମ ଥର ପାଇଁ ବିଜେପିର ପୂର୍ଣ ବହୁମତ ବିଶିଷ୍ଟ ସରକାର ଗଠନ ହେବାକୁ ଯାଉଛି  ଯିଏ ନିଜ ପ୍ରଦେଶର ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଗର୍ବ ଅନୁଭବ କରି ପାରେ ନାହିଁ ସେ ପ୍ରଦେଶକୁ ଆଗକୁ ବଢାଇ [...]

ସୋନପୁରରୁ ଶାହା କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ

ସୋନପୁରରୁ ଶାହା, ଦକ୍ଷିଣ ଓଡ଼ିଶାରୁ ପାଣ୍ଡିଆନ୍ କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ ସୋନପୁର/ବିଷମକଟକ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ [...]

ଭାଇରାଲ ଅଡ଼ିଓ ଏବଂ ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭାଇରାଲ ଅଡ଼ିଓ ଏବଂ ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର ୨୫।୪ : ଆଜି କଂଗ୍ରେସ ଭବନ ଠାରେ ରାଜ୍ୟ ଯୁବ କଂଗ୍ରେସ ତରଫରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ବହୁଚର୍ଚ୍ଚିତ ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ରାଜ୍ୟ ସରକାର ଏବଂ [...]

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର। ଭୁବନେଶ୍ୱର,୨୫/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି।ଆଜି ପ୍ରଥମେ ସକାଳୁ ବିଜେବି ନଗର ଅଞ୍ଚଳରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଲୋକଙ୍କ ସହ ମିଶିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିବା ବିଜେପି କୁ ଭୋଟ୍ ଦେଇ ଜିତେଈବାକୁ ଅନୁରୋଧ [...]

ବିଜେପି ପ୍ରତି ଜନସାଧାରଣ ଙ୍କ ଅଦ୍ଭୁତପୂର୍ବ ଜନ ସମର୍ଥନ

ବିଜେପି ପ୍ରତି ଜନସାଧାରଣ ଙ୍କ ଅଦ୍ଭୁତପୂର୍ବ ଜନ ସମର୍ଥନ ଭୁବନେଶ୍ୱର:ଆଜି ତା 25/04/2024ରିଖ ଗୁରୁବାର ପୂର୍ବାହ୍ନ ରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଂଜଣା ଗ୍ରାମପଂଚାୟତ ର ପଦ୍ମାକେଶରୀପୁର ଠାରେ ବିଜେପି ସ୍ଥାନୀୟ କର୍ମୀଙ୍କ ଦ୍ୱାରା ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାଯ୍ୟକ୍ରମ ରେ ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଓ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଜେପି [...]

ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ‘୨୫ ମଇରେ ନିଶ୍ଚୟ ଯିବି; ନିଜ ବୁଥରେ ଭୋଟ ଦେବି’ • ଭୁବନେଶ୍ୱରର ଅଧିକାଂଶ ବୁଥ୍ ପରିଚାଳନା କରିବେ କେବଳ ମହିଳା ଅଧିକାରୀ • ବୁଥ୍ ଆଗରେ ଭିଡ ଅଛି କି ନାହିଁ ଭୋଟରମାନେ ଜାଣିବା ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଆପ୍ • ମନ ମୋହିଲା ପଥପ୍ରାନ୍ତ ନାଟକ ଭୁବନେଶ୍ୱର; ତା ୨୪ା୦୪ା୨୦୨୪ [...]

ଏକାମ୍ର ରେ ଅଶୋକ ଙ୍କ ପ୍ରଚାର।

ଏକାମ୍ର ରେ ଅଶୋକ ଙ୍କ ପ୍ରଚାର ଜୋରଦାର ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର। ସକାଳେ ୱାର୍ଡ ନଂ ୨୪ ଓ ୪୯ ର ଏଚ ଆଇ ଜି ପାର୍କ ଓ ପ୍ରଜ୍ଞା ବିହାର ପାର୍କ ରେ ପ୍ରାତଃ ଭ୍ରମଣ କରିବାକୁ ଆସୁଥିବା ଅନ୍ତେବାସୀ ମାନଙ୍କୁ ଶ୍ରୀ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ, ସାଂସଦ [...]

୨୪ ବର୍ଷର ଅପାରଗ ବିଜେଡି ସରକାର ବିରୁଦ୍ଧରେ ଚାର୍ଜସିଟ୍ ଲୋକାର୍ପିତ

୨୪ ବର୍ଷର ଅପାରଗ ବିଜେଡି ସରକାର ବିରୁଦ୍ଧରେ ଚାର୍ଜସିଟ୍ ଲୋକାର୍ପିତ *ଲାଇନଚ୍ୟୁତ ଓଡ଼ିଶା ଶାସନ ବ୍ୟବସ୍ଥା: ଭୂପିନ୍ଦର ଯାଦବ*  “କେତେ ଦିନ ସହିବା, ପରିବର୍ତନ ଆଣିବା” ନାଁରେ ବିଜେଡି ସରକାର ବିରୋଧରେ ଚାର୍ଜସିଟ  ବିକାଶ ନାଁରେ ବିନାଶ, ସେବା ନାଁରେ ଶୋଷଣ କରିଛି ବିଜେଡି ସରକାର : ମନମୋହନ ସାମଲ  ଓଡିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି ?  ଗାଁ ଗାଁରେ ସଭା [...]