Search for:

ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା”ର ଉଦଯାପନୀ ସନ୍ଧ୍ୟା

*ଓଡିଶୀ, ସମ୍ବଲପୁରୀ ଓ ପଲ୍ଲୀନୃତ୍ୟ ସହିତ ଓଡିଶୀ ନୃତ୍ୟ ନାଟିକାରେ ଦର୍ଶକ ବିଭୋର* ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା”ର ଉଦଯାପନୀ ସନ୍ଧ୍ୟା ଭୁବନେଶ୍ଵର: ୧୮.୦୫.୨୦୨୪ : ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା” ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଯାପିତ ହୋଇଯାଇଅଛି । ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦିକା ତଥା ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ଡ. ଅରୁଣା [...]

୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା । ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା :ADR

ଭୁବନେଶ୍ୱର:ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ । – ବିଶ୍ଳେଷଣ ହୋଇଥିବା ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା । ୮୬ ଜଣଙ୍କ ନାମରେ ରହିଛି ଗୁରୁତର [...]

25 ବର୍ଷ ଓଡ଼ିଶାର ବିକାଶର ‘ଲାଷ୍ଟ ଇୟର:ଅମିତ ଶାହା

*କେନ୍ଦ୍ରଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ରାଉରକେଲାରେ ଆୟୋଜିତ ଜନସଭାରେ ଦିଆଯାଇଥିବା ଉଦବୋଧନର ମୁଖ୍ୟ ବିନ୍ଦୁ* 15ରୁ ଅଧିକ ସାଂସଦ ଓ 75ରୁ ଅଧିକ ବିଧାୟକ ସହିତ ଓଡିଶା ଗେରୁଆମୟ ହେବାକୁ ଯାଉଛି ******* ଏହି ନିର୍ବାଚନ ଓଡିଶାରେ ନବୀନ ବାବୁଙ୍କୁ ବାହାର କରି ବିକାଶର ନୂଆ ଯୁଗର ଶୁଭାରମ୍ଭ କରିବାର ନିର୍ବାଚନ ******* ସମ୍ପୂର୍ଣ ଦେଶ ଯେତେବେଳେ ରାମୋତ୍ସବ ପାଳନ କରୁଥିଲା ସେତେବେଳେ ବିଜେଡି ସରକାର [...]

ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ସୁରକ୍ଷା ଦେବାରେ ବିଫଳ ବିଜେଡି ସରକାର : ହେମା ମାଳିନୀ

*ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ସୁରକ୍ଷା ଦେବାରେ ବିଫଳ ବିଜେଡି ସରକାର : ହେମା ମାଳିନୀ*  ଅପାର ସମ୍ଭାବନା ଥିବା ଓଡିଶାରେ ପର୍ଯ୍ୟଟନର ସଠିକ ବିକାଶ ହୋଇନାହିଁ  ଭୁବନେଶ୍ୱର, କିଶୋରନଗର ଏବଂ ପିପିଲିଠାରେ ଅନୁଷ୍ଠିତ ଜନସଭାରେ ଯୋଗ ଦେଲେ ଭୁବନେଶ୍ୱର, ତା.୧୭/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି । ପୂରା ଭାରତର [...]

ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ନୃତ୍ୟମ୍ବଦା ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ଉଦ୍ ଘାଟିତ

ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ନୃତ୍ୟମ୍ବଦା ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ଉଦ୍ ଘାଟିତ ଭୁବନେଶ୍ଵର : 17.05.2024 : ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା” ଆଜି ସନ୍ଧ୍ୟା ସମୟରେ ରବୀନ୍ଦ୍ର ମଣ୍ଡପ ଠାରେ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍ଘାଟିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଓଡିଶୀ, ସମ୍ବଲପୁରୀ ଓ [...]

ବିଜେପି ଆସିଲେ ବସ୍ତି ବାସିନ୍ଦାଙ୍କୁ ମିଳିବ ୬୦୦ ବର୍ଗ ଫୁଟ୍‌ ଜମିର ସ୍ଥାଇ ପଟ୍ଟା

ଉତ୍ତରରେ ପ୍ରିୟଦର୍ଶୀଙ୍କ ପାଇଁ ପ୍ରଚାର୍ କଲେ ସାଂସଦ ହେମାମାଳିନୀ ବିଜେପି ଆସିଲେ ବସ୍ତି ବାସିନ୍ଦାଙ୍କୁ ମିଳିବ ୬୦୦ ବର୍ଗ ଫୁଟ୍‌ ଜମିର ସ୍ଥାଇ ପଟ୍ଟା ଭୁବନେଶ୍ୱର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଚାର ସେତେ ଜୋରଦାର ହେଉଛି । ସକାଳୁ ରାତି ଯାଏଁ ଓ୍ବାର୍ଡରୁ ପଞ୍ଚାୟତକୁ ବୁଲି ଧୂଆଁଦାର ପ୍ରଚାର କରୁଛନ୍ତି। ଆଜି ସକାଳେ ସାଲିଆ ସାହି [...]

ଖୁବ୍ ଶୀଘ୍ର ସରିବ ଏକାମ୍ର ପ୍ରକଳ୍ପ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଖୁବ୍ ଶୀଘ୍ର ସରିବ ଏକାମ୍ର ପ୍ରକଳ୍ପ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱର:ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କ୍ଷେତ୍ରକୁ ନେଇ ଏକାମ୍ର ନିର୍ବାଚନ ମଣ୍ଡଳୀ ନାମକରଣ ହୋଇଛି । ଏହି ଅଞ୍ଚଳର ଉନ୍ନତିକରଣ ପାଇଁ ମୁଁ ସଦାସର୍ବଦା ଅହରହ ପ୍ରଚେଷ୍ଠା କରିଆସିଛି ଏବଂ ଲିଙ୍ଗରାଜ ପ୍ରକଳ୍ପ କିପରି ଖୁବ୍ ଶୀଘ୍ର ତ୍ଵରାନ୍ନିତ ହେବ ସେଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଧ୍ୟାନ ଦେଇଛନ୍ତି ବୋଲି ନିର୍ବାଚନ ପ୍ରଚାର ସମୟରେ [...]

ଏକାମ୍ର ର କଳା,ସଂସ୍କୃତି, ଐତିହ୍ୟ,ଭାସ୍କର୍ଯ୍ୟର ସୁରକ୍ଷା ଦେବାରେ ବିଫଳ ବିଜେଡି ସରକାର : ବାବୁ ସିଂ

*ଏକାମ୍ର ର କଳା,ସଂସ୍କୃତି, ଐତିହ୍ୟ,ଭାସ୍କର୍ଯ୍ୟର ସୁରକ୍ଷା ଦେବାରେ ବିଫଳ ବିଜେଡି ସରକାର : ବାବୁ ସିଂ*  ଅପାର ସମ୍ଭାବନା ଥିବା ଏକାମ୍ର ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟଟନର ସଠିକ ବିକାଶ ହୋଇନାହିଁ ଭୁବନେଶ୍ୱର, ତା.୧୭/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି । ପୂରା ଭାରତର ନୂଆ ନିର୍ମାଣ ହେଉଛି । ଦେଶର ଏମିତି ବିକାଶ ଦେଖି [...]

ମୋଦି ଗ୍ୟାରେଣ୍ଟିକୁ ବିଜୟର ଗ୍ୟାରେଣ୍ଚିରେ ପରିଣତ କରିବେ ନୟାପଲ୍ଲୀବାସୀ : ଜଗନ୍ନାଥ ପ୍ରଧାନ

ନୟାପଲ୍ଲୀରେ ଜଗାଙ୍କ ବିରାଟ ପଦଯାତ୍ରା ମୋଦି ଗ୍ୟାରେଣ୍ଟିକୁ ବିଜୟର ଗ୍ୟାରେଣ୍ଚିରେ ପରିଣତ କରିବେ ନୟାପଲ୍ଲୀବାସୀ : ଜଗନ୍ନାଥ ପ୍ରଧାନ ଭୁବନେଶ୍ବର୧୭,୦୫..ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଗ୍ୟାରେଣ୍ଚୀ ବର୍ତ୍ତମାନ ଦେଶର ପ୍ରତି ଘରେଘରେ ପହଞ୍ଚିଚି ଯାହାର ଲାଭାର୍ଥୀ ହୋଇଚନ୍ତି ଦେଶର କୋକୋଟି ସାଧାରଣ ଗରିବ ଜନତା ା ଏକ ବିକଶିତ ଭାରତ ଗଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି ମଧ୍ୟ ଭୁବନେଶ୍ବର ବିଜେପି ବିଧାୟକ ପ୍ରାର୍ଥୀ [...]

ଉତ୍ତର ଭୁବନେଶ୍ବର (ସାଲିଆସାହି)ରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ୱର:ଉତ୍ତର ଭୁବନେଶ୍ବର (ସାଲିଆସାହି)ରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର • ଅନ୍ୟ ରାଜନୈତିକ ନେତାମାନେ ଆପଣଙ୍କୁ ଭୋଟ ପାଇଁ ଏଠାରେ ରଖିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି • ମୁଖ୍ୟମନ୍ତ୍ରୀ ସାଲିଆସାହିର ଭଲ ଚାହାନ୍ତି, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆପଣମାନଙ୍କ କଥା ଆଗ ଚିନ୍ତା କରିଥାନ୍ତି • ନବୀନ ବାବୁ ଭୋଟ ପାଇଁ କାମ କରନ୍ତି ନାହିଁ, ଆପଣମାନଙ୍କୁ ଭଲରେ ରଖିବାକୁ କାମ କରିଥାନ୍ତି • ନବୀନ [...]