Search for:
  • Home/
  • ରାଜ୍ୟ/
  • ଓଡ଼ିଶାର ଘରେ ଘରେ ବେଶ୍ ଲୋକପ୍ରିୟ ୪୮ ବର୍ଷର ଗୁଡି ସୂତ୍ରଲାଇନ ପକ୍ଷରୁ ଉତ୍ପାଦିତ ଗୁଚି ଚା

ଓଡ଼ିଶାର ଘରେ ଘରେ ବେଶ୍ ଲୋକପ୍ରିୟ ୪୮ ବର୍ଷର ଗୁଡି ସୂତ୍ରଲାଇନ ପକ୍ଷରୁ ଉତ୍ପାଦିତ ଗୁଚି ଚା

Spread the love

Loading

 

ଭୋଟ୍ ସଚେତନତା ପାଇଁ ରୁଚି ଋ’ର ଅଭିନବ ବାର୍ତା

ଭୁବନେଶ୍ଵର,  : ଓଡ଼ିଶାର ଘରେ ଘରେ ବେଶ୍ ଲୋକପ୍ରିୟ ୪୮ ବର୍ଷର ଗୁଡି ସୂତ୍ରଲାଇନ ପକ୍ଷରୁ ଉତ୍ପାଦିତ ଗୁଚି ଗ’ର ଜନସଚେତନତା ମୂଳକ ବାତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଗୋଳାପିତ ହୋଇଛି । ଅଦିନ ଭିତରେ ଗୁଳି ବ୍ରାଣ ଗାଁ’ ନିଜର ସ୍ନାତ ଓ ଗୁଣାତ୍ମକ ମାନ ଯୋଗୁ ଗ୍ରାହକମାନଙ୍କ ଦ୍ବାରା ବେଶ ଆବୃଦ୍ଧି ହୋଇଥିବାରୁ ଏହାର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏକ ଅଭିନବ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଭୋଟରମାନଙ୍କୁ ସଚେତନ କରିବା ସହିତ କାହାକୁରା ପ୍ରଭାବିତ ନହୋଇ ନିଜର ମୂଲ୍ୟବାନ ଭୋଟ ଦେବାକୁ ମଧ୍ୟ ଏହି ବିଶାପଳ ବାର୍ତାରେ କୁହାଯାଇଛି । ବିଶେଷକରି ସୁଳୀପ୍ରଦୂତ ଭାବରେ ନିଜର ନିଷ୍ପତି ନିଜେ ନେବାକୁ ଗୁଡି ନିଜର ଟ୍ୟାଗ ଲାଇନରେ ବାର୍ତା ଦେଇ କହିଛି ‘ଆମ ଲୋଡ-ଆମ ଗୁଡି’ । ସୂଚନାଯୋଗ୍ୟ ଯେ, ବର୍ତମାନ ବଜାରରେ “ଗୁଚି’ର ୪ ପ୍ରକାର ଗ’- ଉତ୍କଳ ଜଷ୍ଟ, ଉତ୍କର୍ଷ ପ୍ରିମିୟମ, ଇଲାଇଡ୍ ଓ ଉତ୍କର୍ଷ ଲିଫ୍ ମିଳୁଛି । ଆଜି ଭୁବନେଶ୍ଵରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ ଗୁଚି’ର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଥିଲେ ଯେ, ଓଡ଼ିଶାର ପ୍ରିୟ ଗ୍ରାହକମାନଙ୍କୁ ସବୁବେଳେ ନୂଆ ସ୍ଵାଦ ଓ ନୂଆ ଚଏସ୍‌ର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ । ସେଥ‌ିପାଇଁ ଜଳ ଗୁଣମାନଯୁକ୍ତ ବିଶୁଦ୍ଧ ଓ ବେଶ ସ୍ବାସ୍ଥ୍ୟ ଉପଯୋଗୀ ଗୁଡି ଊ’ ଲୋଚମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିଛି । ‘ଗୁଚି’ର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ ଯେ, ପୂର୍ବଭାରତରେ ଉତ୍ପାଦିତ ହେଉଥିବା ସବୁଠାରୁ ଭଲ ଗ’ ‘ଗୁଡି’ ପକ୍ଷରୁ ଆମଦାନି କରି ଏହାର ବଜାର ପ୍ରବେଶ କରାଯାଇଛି । ବର୍ତମାନ ସମୟରେ ଯୁବବର୍ଗ ସମେତ ସବୁ ଶ୍ରେଣୀର ଗ୍ରାହକମାନଙ୍କୁ ଆମେ ଏକ ସଚେତନ ବାର୍ତା ଦେଇ ନିଜର ସଠିକ ଓ ଉଚିତ ନିଷ୍ପତି ନେବାପାଇଁ ଏହି ବିଜ୍ଞାପନ ମାଧ୍ୟମରେ ନିବେଦନ କରିଛୁ । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁ ଶ୍ରେଣୀର

ଗ୍ରାହକମାନଙ୍କ ଗ୍ରହଣୀୟତା ପାଇଁ ‘ଗୁଚି’ ଏବେ ୩୦୦ରୁ ଊର୍ଦ୍ଧ୍ବ ସାମଗ୍ରୀ ଉତ୍ପାଦନ ଓ ବିପଣନ କରୁଛି । ଅନ୍ୟମାନଙ୍କ ମଧ୍ୟରେ ‘ରୁଟି’ର ନିର୍ଦ୍ଦେଶିକା ଶ୍ରୀମତା ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ଶ୍ରୀମତୀ ସଲିନା ସାହୁ ଓ ନିର୍ଦ୍ଦେଶିକା ଶ୍ରୀମତୀ ଇଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ “ରୁଚି’ର ମାର୍କେଟି” ହେତୁ ଦେବବ୍ରତ ପଟ୍ଟନାୟକ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ଗୁଚି ଦମଦାର ଗ’ କିଭଳି ଅଳ୍ପଦିନ ମଧ୍ୟରେ ଗ୍ରାହକମାନଙ୍କ ପାଖରେ ଆଦୃତ ହୋଇପାରିଛି ଏବଂ ଭୂଚି ଲ’ର ଚାହିଦା ଓ ଏହାର ବଜାର ଉପଯୋଗିତା ସଂପର୍କରେ ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେଲ୍ସ ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ନ୍ୟାୟବ୍ରତ ରାଉତ, ହ୍ଵାଇଟ୍ କାନ୍‌ଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Leave A Comment

All fields marked with an asterisk (*) are required