Search for:
  • Home/
  • ଅପରାଧ/
  • ସହରରେ ଫୁଟ ପାଟ୍ରୋଲିଂ।ଏଥର ହେବେ ସାବଡ଼।

ସହରରେ ଫୁଟ ପାଟ୍ରୋଲିଂ।ଏଥର ହେବେ ସାବଡ଼।

Spread the love

Loading

ଭୁବନେଶ୍ୱର:ସେବ ଡ୍ରାଇଭ କାର୍ଯ୍ୟକ୍ରମ ଅନୁସାରେ ସିପି ଏବଂ ଡିସିପି ନିର୍ଦ୍ଦେଶ କ୍ରମେ ଆଜି ସହରରେ ଫୁଟ ପାଟ୍ରୋଲିଂ କରାଯାଇଥିଲା। ଏଥିରେ ସିପି ଆଉ ଡିସିପି ସାମିଲ ହୋଇଥିଲେ। ବିଳମ୍ବିତ ରାତିରେ ସେମାନେ ଅନିଦ୍ରା ରହି ପୋଲିସ ଅଫିସରଙ୍କ ମନୋବଳ ବଢ଼ାଇଥିଲେ। ସମସ୍ତେ iic ଆଉ acp ମଧ୍ୟ ଏହି ଫୁଟ ପାଟ୍ରୋଲିଂରେ ସାମିଲି ହୋଇଥିଲେ।। ରାତିରେ ଅପରାଧୀ ନିୟତ୍ରିନ୍ତ୍ର ପାଇଁ ପୋଲିସ କର୍ମଚାରୀ କଠିନ ପରିଶ୍ରମ କରି ରାତି 3 ଟା ପର୍ଯ୍ୟନ୍ତ ଜାଗ୍ରତ ରହି ଯାଞ୍ଚ ଆଉ ଚେକିଂ କରିଥିଲେ। ଯାହା ଫଳରେ ଅନେକ ଅପରାଧି ପୋଲିସ ପଞ୍ଝାରେ ଧରା ପଡିଥିଲେ।

Leave A Comment

All fields marked with an asterisk (*) are required