Search for:
  • Home/
  • ମହାନଗର/
  • ରାଜଧାନୀ ଭାସିଲା ଘର ଭିତରେ ପାଣି ପଶିଲା

ରାଜଧାନୀ ଭାସିଲା ଘର ଭିତରେ ପାଣି ପଶିଲା

Spread the love

Loading

ଭୁବନେଶ୍ୱର: ଆଜି ରାଜଧାନୀ ଓ ଅଞ୍ଚର ରେ ବର୍ଷା ରେ ରାଜଧାନୀ ବୁଢୀଲା ଓ ଘର ଭିତରେ ପାଣି ପଶିଲା ଲୋକେ ଅଶତାଂଶ ହେଲେ ଆଉ ବଜ୍ରପାତରେ ଥରିଲା ଭୁବନେଶ୍ୱର। ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତୁହାକୁ ତୁହା ବର୍ଷାରେ ଭାସିଲା ପୁରୁଣା ଭୁବନେଶ୍ୱର। ବୁଡ଼ିଲା ଲିଙ୍ଗରାଜ ମନ୍ଦିର ରାସ୍ତା। ପୁରୁଣା ଭୁବନେଶ୍ୱର ଓ ଫରେଷ୍ଟ ପାର୍କ ଅଞ୍ଚଳର ବହୁ ଘର ଓ ଦୋକାନରେ ପଶିଲା ବର୍ଷା ପାଣି। ରାସ୍ତା ଉପରେ ଆଣ୍ଠୁଏ ଉଚର ପାଣି ଲହଡ଼ି ମରୁଥିବାରି ଗାଡ଼ି ଚଳାଚଳ ବହୁ ସମୟ ଧରି ବନ୍ଦ ରହିଥିଲା।

Leave A Comment

All fields marked with an asterisk (*) are required