Search for:
  • Home/
  • Month: July 2023

ୱି ଫର ଭୁବନେଶ୍ୱର ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ

ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ ଭୁବନେଶ୍ୱର:ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୟୁନିଟ ୬ ସ୍ଥିତ ତିନି ଜଣ ମେଧାବୀ ଛାତ୍ରଛାତ୍ରୀ ଜଗନ୍ନାଥ ବସ୍ତି ୟୁନିଟ୧ ଯଥା ଦିପ୍ତି ପ୍ରଧାନ ୯୪% ଓ ଶୁଭମ ପରିଡା ୯୧% ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ମଧୁସୂଦନନଗର ର ମଧୁସ୍ମିତା ବେହେରା ୮୯%ନମ୍ବର ରଖି ଉତିନ୍ନ ହୋଇଥିବାରୁ ତାଙ୍କୁ ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଦ୍ବାରା ସମ୍ମାନିତ କରାଯିବା ସହ ଛାତ୍ର ଛାତ୍ରୀଙ୍କ ଆଗାମୀ [...]

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ ଭୁବନେଶ୍ବର : ରାଜଧାନୀର ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ । ଜଣାଶୁଣା ସାମାଜିକ କର୍ମୀ ସଞୟ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆଜି ନୁଆପଲ୍ଲି ଦୁର୍ଗାପୂଜା ମଣ୍ଡପ ଠାରେ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବି ସସ୍ମିତା ପାହାଡ ସିଂ, ୪୦ ନମ୍ବର୍ ୱାର୍ଡ ର ଜଣାଶୁଣା ସାମାଜିକ [...]

ସମାଜ ସେବୀ ମାନି ପଣ୍ଡା ଅସହାୟଙ୍କୁ ବସ୍ତ୍ର ବଣ୍ଟନ।

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ । ଭୁବନେଶ୍ବର : ରାଜଧାନୀର ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ । ଜଣାଶୁଣା ସାମାଜିକ କର୍ମୀ ସଞୟ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆଜି ନୁଆପଲ୍ଲି ଦୁର୍ଗାପୂଜା ମଣ୍ଡପ ଠାରେ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବି ସସ୍ମିତା ପାହାଡ ସିଂ, ୪୦ ନମ୍ବର୍ ୱାର୍ଡ ର ଜଣାଶୁଣା [...]

କିଟ୍‍ କ୍ୟାମ୍ପସରେ ଆରମ୍ଭ ହେଲା କଳିଙ୍ଗ ଭାରତୀ କମ୍ୟୁନିଟି ରେଡ଼ିଓ

କିଟ୍‍ କ୍ୟାମ୍ପସରେ ଆରମ୍ଭ ହେଲା କଳିଙ୍ଗ ଭାରତୀ କମ୍ୟୁନିଟି ରେଡ଼ିଓ ଭୁବନେଶ୍ୱର, ୦୧। ୭: କିଟ୍‍ କ୍ୟାମ୍ପସରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ଆରମ୍ଭ ହୋଇଛି କଳିଙ୍ଗ ଭାରତୀ ୯୦.୦ ଏଫ୍‍ଏମ୍‍ କମ୍ୟୁନିଟି ରେଡ଼ିଓ। ସ୍ଥାନୀୟ କର୍ପୋରେଟର୍‍ ପ୍ରୀତିନନ୍ଦା ରାଉତରାୟ, ମିହିର କୁମାର ରାଉତ ଓ ପଟିଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ସମେତ ଚନ୍ଦକା, ଅନ୍ଧାରୁଆ, ଦାରୁଠେଙ୍ଗ, ପଥରଗାଡ଼ିଆ ଆଦି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ କିଟ୍‍ [...]

ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ପ୍ରଶଂସିତ ଭୁବନେଶ୍ୱର ୦୧.୦୭: କିମ୍‍ସ ଭୁବନେଶ୍ୱରର ଯନ୍ତ୍ରଣା ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ନିକଟରେ କାନାଡ଼ାର ଟରୋଣ୍ଟୋଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀ (ଇସୁରା)ରେ ନିଜର ଅଭିଜ୍ଞତା ଓ ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ବେଶ ପ୍ରଶଂସିତ ହୋଇଛନ୍ତି । ବିଗତ ୨୦ ବର୍ଷ ଧରି ଉତ୍ତର ଆମେରିକାରେ [...]

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର। ଭୁବନେଶ୍ୱର:ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ୨୦୨୧ ମସିହା ଜୁନ ମାସରେ ଭୁବନେଶ୍ୱରର ଜଣେ ୧୩ବର୍ଷର ବାଳକ କୃଷ୍ଣ ମୁଣ୍ଡା ଏକ ଗଛ ଉପରକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ତଳେ ପଡ଼ିଯାଇଥିଲେ। ଡାକ୍ତରଖାନା ଯିବା ପରିବର୍ତ୍ତେ ତାଙ୍କ ପରିବାର ବର୍ଗ [...]