Search for:
  • Home/
  • Month: July 2023

୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ।

୨୫ ବର୍ଷ ତଳର ହତ୍ୟା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ଭୁବନେଶ୍ୱର: ବ୍ରହ୍ମପୁର : ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ୨୫ ବର୍ଷ ତଳର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ହୋଇଥିବା ପୁଲିସ ଅଫିସରଙ୍କ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ଗୁରୁତ୍ୱପୂର୍ଣ୍ଣ ରାୟ। ଏହି ମାମଲାରେ ପୂର୍ଵତନ ବିଧାୟକ ଏନ ନାରାୟଣ ରେଡ୍ଡୀଙ୍କ [...]

ରାଜଧାନୀ ଭାସିଲା ବୁଢୀଲା କଚାଡିକି ପଡିଲା।

ଭୁବନେଶ୍ୱର:୩୧.୦୭  ଆଜି ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଓ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି।। ଏ ନେଇ ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅତି ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଇସ୍କନ .ରଥରୋଡ .ଆଚାଯ୍ୟବିହାର,ରସୁଲଗଡ଼, [...]

ପ୍ରଧାନମନ୍ତ୍ରୀଙ୍କ ୧୦୩ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଲେ ରାଜ୍ୟ ସଭାପତି

ପ୍ରଧାନମନ୍ତ୍ରୀଙ୍କ ୧୦୩ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଲେ ରାଜ୍ୟ ସଭାପତି ଯୁବ ସମାଜକୁ ମାର୍ଗ ଦର୍ଶନରେ ସହାୟକ ହୋଇଛି “ମନ୍ କି ବାତ୍‌”: ମନମୋହନ ସାମଲ ଭୁବନେଶ୍ୱର, ତା.୩୦/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ [...]

“ବିଡିଓ କହୁଛନ୍ତି ଚେୟାରମେନକୁ ପିଟିବେ” ଏହା କ’ଣ ନବୀନ ଓଡ଼ିଶା କି?: ପ୍ରଦୀପ୍ତ ନାଏକ

  “ବିଡିଓ କହୁଛନ୍ତି ଚେୟାରମେନକୁ ପିଟିବେ” ଏହା କ’ଣ ନବୀନ ଓଡ଼ିଶା କି?: ପ୍ରଦୀପ୍ତ ନାଏକ  ବିଜେଡିର ବିଧାୟକମାନେ ସଚିବମାନଙ୍କ ଆଗରେ ମୂଷା ଭଳି ହେଉଛନ୍ତି  ରାଜ୍ୟରେ ପ୍ରଶାସନିକ ଅରାଜକତା ବଢ଼ିଛି  ଓଡ଼ିଶାରେ ୫୦ପ୍ରତିଶତ ପିସି ଚାଲିଛି  ୫-ଟିର ସବୁ କାମରେ ଦୁର୍ନୀତି ହେଉଛି  ଭବାନିପାଟଣା ବିଡିଓଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ରାଜ୍ୟ ସରକାର  [...]

ଏକାମ୍ର ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଏକାମ୍ର ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ   ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୬୬ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ମୂନ୍ ମଣ୍ଡପ ଠାରୁ ଖଣ୍ଡୁଆଳ ମନ୍ଦିର ପର୍ଯ୍ୟନ୍ତ ୬୪ ଲକ୍ଷ ଟଙ୍କାର ଫେସ୍ ଲିଫ୍ଟିଙ୍ଗ ରାସ୍ତା ର ଉଦଘାଟନ, ୭ଲକ୍ଷ ଟଙ୍କାର ରଘୁନାଥ ନଗର ଅଙ୍ଗନୱାଡ଼ି କେନ୍ଦ୍ର,ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ ୯ ଲକ୍ଷ ଟଙ୍କାର ରଘୁନାଥ [...]

ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ କୃଷି ସମସ୍ୟା ନେଇ ଦାବି ପତ୍ର ଦେବ କିଷାନ କଂଗ୍ରେସ

  ● *ଖରିଫ ଚାଷ ସମସ୍ୟା ନେଇ ପିସିସି କିଷାନ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ* ● *ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ* ● *ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ କୃଷି ସମସ୍ୟା ନେଇ ଦାବି ପତ୍ର ଦେବ କିଷାନ କଂଗ୍ରେସ* ଭୁବନେଶ୍ୱର ତା. ୩୦.୭- ବିଳମ୍ବରେ ମୌସୁମୀ ଆସିବା । ଆଜି ସୁଦ୍ଧା ସ୍ୱଭାବିକ ଠାରୁ କମ ବୃଷ୍ଟିପାତ [...]

ଆଇଏନ୍ଆଇଏଫ୍ଡି ଭୁବନେଶ୍ୱର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ’ “ନବ୍ୟତା ୨୦୨୩’ ଆୟୋଜିତ

ଆଇଏନ୍ଆଇଏଫ୍ଡି ଭୁବନେଶ୍ୱର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ’ “ନବ୍ୟତା ୨୦୨୩’ ଆୟୋଜିତ  ବଲିଉଡ୍ କଳାକାର ଅମନ ବର୍ମା ଯୋଗଦେଲେ  ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଡିଜାଇନ୍ ପ୍ରଦର୍ଶିତ ଭୁବନେଶ୍ୱର: ଇଟଂରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଡିଜାଇନ୍ (ଆଇଏନ୍ଆଇଏଫ୍ଡି) ଭୁବନେଶ୍ୱର ପକ୍ଷରୁ ରବିବାର ହୋଟେଲ୍ ୱେଲକମ୍ ବାଏ ଆଇଟିସିରେ ଆକର୍ଷଣୀୟ ବାର୍ଷିକ ଡିଜାଇନ୍ ସୋ’ ‘ନବ୍ୟତା ୨୦୨୩’ ଆୟୋଜନ କରାଯାଇଛି । ଯେଉଁଥିରେ ବଲିଉଡ୍ କଳାକାର ଶ୍ରୀ ଅମନ ବର୍ମା, [...]

ମିଶନ ଓଡିଶା @ 2036 ତରଫରୁ ଆରମ୍ବ ହେଲା ଦୁର୍ନୀତି ବିରୋଧୀ ସାମୁଖ୍ୟ

ମିଶନ ଓଡିଶା @ 2036 ତରଫରୁ ଆରମ୍ବ ହେଲା ଦୁର୍ନୀତି ବିରୋଧୀ ସାମୁଖ୍ୟ ଭୁବନେଶ୍ୱର ତା 30ରିଖ l 1936 ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ଗଠନ ପାଇଁ ନିଜକୁ ଉତ୍ସାର୍ଗୀକୃତ କରି ଥିବା ମହାମନୀଷୀ ମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବିକ କେତେ ପୂରଣ ହୋଇଛି ତାହା ଆମକୁ ବେଶ ଜଣା l ସମସ୍ତ ସମ୍ପଦର ପ୍ରଚୁର୍ଯ୍ୟରେ ପରିପୂର୍ଣ ଏହି ରତ୍ନଗର୍ଭା ଓଡିଶା [...]

ଏକାମ୍ର ନିର୍ବାଚନ ମଣ୍ଡଳୀ ର ୱାର୍ଡ଼ ନମ୍ୱର ୫୩ ରେ ବିଜେପିର ଜନସମ୍ପର୍କ ପଦଯାତ୍ରା।

ଏକାମ୍ର ନିର୍ବାଚନ ମଣ୍ଡଳୀ ର ୱାର୍ଡ଼ ନମ୍ୱର ୫୩ ରେ ବିଜେପିର ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ୱର,ତା ୩୦/୦୭ : ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ଶାସନର ପୂର୍ତ୍ତି ଅବସରରେ ଘର ଘର ଚାଲ ଅଭିଯାନ ପଦଯାତ୍ରା ଚାଲୁ ରହିଛି। ଏହି ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ୱାର୍ଡ଼ ନମ୍ୱର ୫୩ ପଲାଶପଲ୍ଲୀ ଅଞ୍ଚଳରେ [...]

ସାମଗ୍ରିକ ସ୍ବାସ୍ଥ୍ୟର ବାର୍ତ୍ତା ଦେଲା “ବର୍ପି ଏବଂ ବ୍ରେକଫାଷ୍ଟ” କାର୍ଯ୍ୟକ୍ରମ

ସାମଗ୍ରିକ ସ୍ବାସ୍ଥ୍ୟର ବାର୍ତ୍ତା ଦେଲା “ବର୍ପି ଏବଂ ବ୍ରେକଫାଷ୍ଟ” କାର୍ଯ୍ୟକ୍ରମ ଭୁବନେଶ୍ୱର:୩୦.୦୭ ଏଚଏବି ପ୍ଳସ ପକ୍ଷରୁ ଜନସାଧାରଣଙ୍କ ପାଇଁ “ବର୍ପି ଏବଂ ବ୍ରେକଫାଷ୍ଟ” କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସୁସ୍ଥ ଏବଂ ସ୍ଥାୟୀ ଜୀବନଶୈଳୀ ଫିଟନେସ୍ ଦେବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ରବିବାର ହୋଟେଲ ଲେମନ ଟ୍ରୀ ଠାରେ “ବର୍ପି ଏବଂ ବ୍ରେକଫାଷ୍ଟ ବାର୍ଷିକ ଉତ୍ସବ ୨୦୨୩ ” ଅନୁଷ୍ଠିତ ହୋଇ ଯାଇଛି । ଏହି [...]