ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ
ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ ଭୁବନେଶ୍ୱର, : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀକୃଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ସ୍କୁଲର ଛାତ୍ର ଛାତ୍ରୀମାନେ ଶିକ୍ଷକ, ଶକ୍ଷୟିତ୍ରୀଙ୍କୁ ଓଡିଆ ସଂସ୍କୃତିର ପାରମ୍ପରିକ ପୂଜା ଅନୁସାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହା ପରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା । ବାଳକୃଷ୍ଣଙ୍କୁ ଯଥାବିଧି ରୀତିନୀତି ଅନୁସାରେ [...]