Search for:
  • Home/
  • ଜିଲ୍ଲା/
  • ଜିଲ୍ଲା ମଙ୍ଗଳଅଧିକାରୀ ଖୋର୍ଦ୍ଧା ଙ୍କ ଅଫିସ ସମ୍ମୁଖରେ ଗଣଧାରଣା

ଜିଲ୍ଲା ମଙ୍ଗଳଅଧିକାରୀ ଖୋର୍ଦ୍ଧା ଙ୍କ ଅଫିସ ସମ୍ମୁଖରେ ଗଣଧାରଣା

Spread the love

Loading

ଭୁବନେଶ୍ୱର: ଜାତୀୟ ଦଳିତ ଆଦିବାସୀ ମହାସଂଘ ନୂଆଦିଲ୍ଲୀ ଓଡିଶା ତରଫରୁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ପୋଲିସ ଅଂଚଳ ରେ ଘଟିଥିବା ଅନୁସୂଚିତଜାତି ଅତ୍ୟାଚାର ମାମଲା ରେ ପ୍ରାୟ 50 ରୁ ଅଧିକ ପୀଡିତା /ପୀଡିତ ମାନଂକୁ ଅତ୍ୟାଚାର ନିରାକରଣ ଆଇନ ଅନୁଯାୟୀ ତ୍ୱରିତ କ୍ଷତିପୂରଣ ସହିତ ପୋଲିସ ପ୍ରଶାସନ ଓ ଜ଼ିଲ୍ଲାପ୍ରଶାସନ ରେ ଜାଣିଶୁଣି କାର୍ଯ୍ୟ ରେ ଖିଲାପ କରୁଥିବା ଅଧିକାରୀ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଦାବୀ ରେ ଜିଲ୍ଲା ମଙ୍ଗଳଅଧିକାରୀ ଖୋର୍ଦ୍ଧା ଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଓ ଦାବୀ ପତ୍ର ପ୍ରଦାନ ଆମକୁ ସହଯୋଗ କରିଥିବା ସଂଗଠନ ବହୁଜନ ଯୁବଛାତ୍ର ସାମୁଖ୍ୟ, ଆମ୍ବେଦକରସମାଜ ସେଵୀ ମହାସଂଘ ନେତୃତ୍ୱ ନେଇଥିଲେ।

Leave A Comment

All fields marked with an asterisk (*) are required