କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ
କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ ମୁଖ୍ୟମନ୍ତ୍ରୀ ପୂର୍ବରୁ ବିଜୁ ପୋଖରୀ ଯୋଜନା କରିଥିଲେ, ଏବେ ସେହି ଯୋଜନା କୁଆଡେ ଗଲା ଅମୃତ ସରୋବର ଯୋଜନାରେ ଓଡିଶାରେ ୪୬୫୨ଟି ପୋଖରୀ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ ବିଜୁ ଜନତା ଦଳ ରିୟଲଷ୍ଟେଟ, ଜମି ଜବରଦଖଲକାରୀଙ୍କ ହାତକୁ ପୋଖରୀ ଟେକି ଦେଇଛନ୍ତି [...]