Search for:
  • Home/
  • ଅପରାଧ/
  • ଅଭ୍ୟାସ ଗତ ଭୁଲ ମଗା କର୍ପୋରେଟର ଜୀବନ ରାଉତର ପୁଣିଏକ କାରନାମା.

ଅଭ୍ୟାସ ଗତ ଭୁଲ ମଗା କର୍ପୋରେଟର ଜୀବନ ରାଉତର ପୁଣିଏକ କାରନାମା.

Spread the love

Loading

ଅଭ୍ୟାସ ଗତ ଭୁଲ ମଗା କର୍ପୋରେଟର ଜୀବନ ରାଉତର ପୁଣିଏକ କାରନାମା.

ଭୁବନେଶ୍ୱର:୦୩.୦୭ ଆଜି ଭୁବନେଶ୍ୱର ସହିଦନଗର ଥାନା ଅଧୀନରେ ଯାଉଥିବା unit 9 ବାୟାବାବା ମଠ ରୋଡ଼ ରେ ରହୁଥିବା ଶ୍ରୀ ଦୁର୍ଗା ମାଧବ ମହଲା ଙ୍କ ପାଖକୁ ଆସିଥିଲା ଏକ ଅଜଣା ଫୋନ ପରେ କଥା ହେବାରୁ ଜାଣିଥିଲେ ସେ 29 ନମ୍ବର ୱାର୍ଡ ର କର୍ପୋରେଟର ଅପରୂପ ନାରାୟଣ ରାଉତ ( ଜୀବନ ରାଉତ ) ବୋଲି ସେ 7978188419 ରେ 3.41 pm ରେ ଫୋନ କରି ତାଙ୍କର ମା ଭଉଣୀ ଓ ହେବାକୁ ଥିବା ଭାବି ସ୍ତ୍ରୀ ଶାଶୁ ଙ୍କ ନାଁରେ ଗାଳିକରିବା ଶହ କଉ MLA ସହ ତୋର ସମ୍ପର୍କ ଅଛି ଆଉ 29 ନମ୍ବର ୱାର୍ଡ କିଛି ବେସିଆଙ୍କୁ ଧରି ମୋନାରେ ଯେଉଁ ଖବର ପ୍ରକାଶ କରୁଛୁ ସେଥିପାଇଁ ଓ ଜୀବନରୁ ମାରିଦେବାର ଧମକ ଦେଇଥିଲେ | ମୁଁ କର୍ପୋରେଟର ମୋର କେହିକିଛି କରିପାରିବେ ନାହିଁ ପୋଲିଶ କୁ ନିଜ ହାତରେ ରଖିଛି ତୁରନ୍ତ ଦୁର୍ଗା ଯାଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଓ ସେ ନମ୍ବର କୁ କଲ କରି ପଚାରି ଥିଲେ କି ଆପଣ କଉଠି ଟିକେ ଥାନାକୁ ଆସନ୍ତୁ ଆପଣଙ୍କ ନା ରେ ଅଭିଯୋଗ ଆସିଛି | ମାତ୍ର ସେପଟରୁ ଉତ୍ତର ଆସିଥିଲା କି ମୁଁ ଭାଇଜାକ ରେ ଅଛି ପରେ ଦୁର୍ଗା ଏବଂ 29 ନମ୍ବର ୱାର୍ଡ ର ସଦସ୍ୟ IIC ଙ୍କୁ ଭେଟିଥିଲେ ଲୋକେସନ ରୁ ଜଣାପଡିଥିଲା ସେ ବ୍ରହ୍ମପୁର ଟପିକି ଯାଉଥିଲା | ଜଣେ ଜନପ୍ରତିନିଧି ଯାହାଙ୍କ ନାଁରେ ଆଗରୁ ସହିଦନଗର ଥାନାରେ ବହୁତସାରା କେଶ ଥିବାବେଳେ କର୍ପୋରେଟର ଜୀବନ ଏମିତି କାହିଁକି କରୁଛି ବୋଲି ସାଧାରଣ ରେ ଚର୍ଚ୍ଚା ଜୋରଧରିବାରେ ଲାଗିଛି | ଆଗରୁ କଣ୍ଟ୍ରାକ୍ଟର ଙ୍କୁ ବଟି ମାଗିବା ହେଉ ଅବା ରାତିଅଧରେ କୌଣସି ଗାଡି ଅଟକେଇ କୌଣସି ପରିବାରକୁ ଗୁଣ୍ଡା ଲଗାଇ ବାଡେଇବା ହଉ ସବୁ ସହିଦନଗର ଥାନାରେ ପାଞ୍ଚ ଥର FIR ହେଇଥିବାବେଳେ 3 ଥର ଥାନାରେ ଗୋଦାଧାରୀ ଭୁଲ ମାଗିବା ସହିତ 2 ଥର ଫେରାର ଥିବାର ଜଣାପଡିଛି | ଏମିତିକି କର୍ପୋରେଟର ଯେତେବେଳେ ନିର୍ବାଚନ ଲଢନ୍ତି ତାଙ୍କର ପୋଲିସ କେଶ ବାବଦରେ ସତ୍ୟପାଠ ଦେଇଥାନ୍ତି ମାତ୍ର ସେ ତାଙ୍କନାରେ କୌଣସି କେଶ ନଥିବାର ସତ୍ୟପାଠ ଦେଇଥିଲେ | ଆଗରୁ ବାଣୀବିହାର ଆଇନ ଛାତ୍ର ରଶ୍ମି ରଞ୍ଜନ ପରିଡ଼ାଙ୍କୁ ମରଣାତ୍ମକ ଆକ୍ରମଣ କରି ଫେରାର ରହିଥିଲା ବର୍ତମାନ କଥା ଯାଇ ପାଦରେ ଗଡିଲାଣିକି ଏ ପ୍ରକାର ଜନପ୍ରତିନିଧି ଏମିତି ବାରମ୍ବାର ଅଭ୍ୟାସ ଗତ ଭୁଲ ମଗା ଜନପ୍ରତିନିଧି କାହିଁକି 29 ନମ୍ବର ୱାର୍ଡ ବାସିନ୍ଧା ବାଛିଲେବୋଲି | ଆଗରୁ ବହୁଥର କଣ୍ଟ୍ରାକ୍ଟର ଙ୍କୁ ବତୀମାଗିବା ହେଉ କିମ୍ବା ଟୁର୍ନାମେଣ୍ଟ ରେ ସବୁବେଳେ ମଦପି କାହା ସହିତ ଝଗଡା କରିବା ହେତୁ ଚର୍ଚ୍ଚା ରେ ରହୁଥିବା ଜୀବନ ରାଉତ ବର୍ତମାନ ସେ ଜନପ୍ରତିନିଧି ନା ଏକ ପେସାଦାର କମିଶନର ପୋଲିସ କୁ ଚେଲେଞ୍ଜ ଦେଉଥିବା କର୍ପୋରେଟର ସାଧାରଣ ରେ ଜୋର ଧରିଛି | ଏଥିପାଇଁ ଶ୍ରୀ ଦୁର୍ଗା ମାଧବ ମହଲା ଥାନାରେ ଏଭଳି ଜନପ୍ରତିନିଧି ସମାଜକୁ ଦର୍କାର୍ନାହିଁ ବୋଲି ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି |

Leave A Comment

All fields marked with an asterisk (*) are required