Search for:
  • Home/
  • Month: November 2023

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ -ଗଂଜେଇ ଚାଷ କରୁଥିବା ଲୋକଙ୍କ ଠାରୁ କରୁଥିଲେ ଚାନ୍ଦା ଆଦାୟ ଫୁଲବାଣୀ ; ଭିଜିଲାନ୍ସ ଜାଲରେ ଡିଭିଏଫ କନେଷ୍ଟବଳ । ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଜଣେ କନେଷ୍ଟବଳ କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ । ଗିରଫ ଅଭିଯୁକ୍ତ ହେଉଛନ୍ତି ବୌଦ୍ଧ ପୋଲିସ ରିଜର୍ଭ ଅଫିସ ରେ କାର୍ଯ୍ୟରତ ଡିଭିଏଫ କନେଷ୍ଟବଳ ହରିଶଚନ୍ଦ୍ର ସାହୁ । ଘର ବୌଦ୍ଧ ଜିଲା କଂଟାମାଳ [...]

ଛୁରାମାଡ଼ରେ ନବମଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ; କାରଣ ଅସ୍ପଷ୍ଟ

ଛୁରାମାଡ଼ରେ ନବମଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ; କାରଣ ଅସ୍ପଷ୍ଟ ଖୋର୍ଦ୍ଧା,୧ା୧୧: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଆଜି ସନ୍ଧ୍ୟାରେ ଏକ ଅଜଣା ବ୍ୟକ୍ତିର ଛୁରାମାଡ଼ରେ ଜଣେ ନବମ ଶ୍ରେଣୀ ଛାତ୍ର ର ମୃତୁ୍ୟ ହୋଇଛି । ମୃତ ଛାତ୍ର ଜଣକ ହେଲେ ଉକ୍ତ ଗାଁର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ପାଲଟାସିଂ (୧୧) । ହତ୍ୟାର କାରଣ ଜଣାପଡ଼ି ନଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି । [...]

ଜୈବ-ସର୍ଜନା ପାଇଁ ପାଇଲା ଇନ୍‍କ୍ୟୁବେଟର୍‍ ଅଫ୍‍ ଦି ଇୟର ପୁରସ୍କାର

କିଟ୍‍ ଟିବିଆଇକୁ ବିଶ୍ୱ ମାନ୍ୟତା ଜୈବ-ସର୍ଜନା ପାଇଁ ପାଇଲା ଇନ୍‍କ୍ୟୁବେଟର୍‍ ଅଫ୍‍ ଦି ଇୟର ପୁରସ୍କାର ଭୁବନେଶ୍ୱର, ୨ ।୧୧: ଟେକ୍ନୋଲୋଜି ଇନ୍‍କ୍ୟୁବେସନ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କିଟ୍‍ର ଇନୋଭେଟିଭ୍‍ ହବ୍‍ କିଟ୍‍-ଟିବିଆଇକୁ ଇନ୍‍କ୍ୟୁବେଟର୍‍ ଅଫ୍‍ ଦି ଇୟର୍‍ ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି । ବ୍ୟାଙ୍କକଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍‍ ଆସୋସିଏସନ୍‍ ଅଫ୍‍ ବିଜିନେସ୍‍ ଇକ୍ୟୁବେସନ୍‍ (ଏଏବିଆଇ) ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସମ୍ମାନଜନକ ପୁରସ୍କାର [...]

ଇନଫୋସିସ୍‌ ଫାଉଣ୍ଡେସନ୍‌ ଏବଂ ଭାରତୀୟ ବିଦ୍ୟା ଭବନର ମିଳିତ ଆନୁକୁଲ୍ୟରେ ୫ରୁ ୧୧ ନଭେମ୍ବର ୨୦୨୩ ସାଂସ୍କୃତିକ ଉତ୍ସବ

ଇନଫୋସିସ୍‌ ଫାଉଣ୍ଡେସନ୍‌ ଏବଂ ଭାରତୀୟ ବିଦ୍ୟା ଭବନର ମିଳିତ ଆନୁକୁଲ୍ୟରେ ୫ରୁ ୧୧ ନଭେମ୍ବର ୨୦୨୩ ସାଂସ୍କୃତିକ ଉତ୍ସବ ଭୁବନେଶ୍ୱର:ଇନଫୋସିସ୍‌ ଫାଉଣ୍ଡେସନ୍‌ ଏବଂ ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ନଭେମ୍ବର ୫ରୁ ୧୧ ପର୍ଯ୍ୟନ୍ତ ଓଡ଼ିଶାର ସମୃଦ୍ଧ ଏବଂ ଦିପ୍ତୀମାନ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଉପଲକ୍ଷେ ଏକ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଉଅଛି । ଏହି ସପ୍ତାହ ବ୍ୟାପି ସାଂସ୍କୃତିକ ଉତ୍ସବ ସହିତ ଓଡ଼ିଶାର ହଜି [...]

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଇନ୍ଦିରାଜୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ରକ୍ତଦାନ ଶିବିର

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଇନ୍ଦିରାଜୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ରକ୍ତଦାନ ଶିବିର ଭୁବନେଶ୍ୱର ତା. ୧.୧୦- ପ୍ରଦେଶ ଯୁବ କଂଗ୍ରେସର ସଭାପତି ପ୍ରାର୍ଥୀ ଶ୍ରୀ ରଣଜିତ ପାତ୍ରଙ୍କ ତତ୍ୱାବଧାନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୩୯ତମ ଶ୍ରାଦ୍ଧି ବାର୍ଷିକ ପାଳିତ ହୋଇଯାଇଅଛି । ଏହି ରକ୍ତଦାନ ଶିବିରକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଦ୍‌ଘାଟନ କରି କହିଥିଲେ [...]

ଆଠଗଡ଼ ଅଶୋକନଗରରେ ଭାଇ,ଭଉଣୀଙ୍କୁ ନିର୍ଯାତନା ଘଟଣା

ଭୁବନେଶ୍ୱର:ଆଠଗଡ଼ ଅଶୋକନଗରରେ ଭାଇ,ଭଉଣୀଙ୍କୁ ନିର୍ଯାତନା ଘଟଣାରେ ବାପା ସୁନୀଲ ନନ୍ଦ ଓ ସାବତ ମା’ ପୁଷ୍ପଲତାଙ୍କୁ ପୋଲିସ୍‌ ଗିରଫ କରିଛି । #ନିର୍ଯାତିତ ନାବାଳକ ଓ ନାବାଳିକାଙ୍କ ମା’ଙ୍କ ଏତଲା ଆଧାରରେ ଆଠଗଡ଼ ପୋଲିସ୍‌ ଗିରଫ କରିଛି । #ଉଭୟଙ୍କ ନାଁରେ ୩୦୭/୨୯୪/୩୨୩/୩୨୫/୫୦୬/୩୪ରେ ମାମଲା ରୁଜୁ ହୋଇଛି । ଗୁରୁତର ଥିବାରୁ ଝିଅକୁ ଆଠଗଡ଼ରୁ କଟକ SCB ସ୍ଥାନାନ୍ତର କରାଯାଇଛି । ବିସ୍କୁଟ ଖାଇଦେଲେ ବୋଲି ଭାଇ, ଭଉଣୀଙ୍କୁ ନିସ୍ତୁକ [...]

କନ୍ଦାଉଛି ପିଆଜି

କନ୍ଦାଉଛି ପିଆଜି ଜବାବ ଦିଅ ମୋଦି, ନବୀନ ଓ ରଣେନ୍ଦ୍ର – ୟାସିର ଭୁବନେଶ୍ୱର ତା. ୧.୧୦- ଆଜି ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଦେଶ ଛାତ୍ର କଂଗ୍ରେସ ସଭାପତି ୟାସିରଙ୍କ ନେତୃତ୍ୱରେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । କୃଷିମନ୍ତ୍ରୀ ମନ୍ତ୍ରୀଙ୍କ ବାସଭବନର ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କିଲୋପ୍ରତି [...]

ବଜାରରେ ଲାଗିଛି ପିଆଜରେ ନିଆଁ, ସରକାର ଶୀତଳ ଭଣ୍ଡାରରେ- କଂଗ୍ରେସ

ବଜାରରେ ଲାଗିଛି ପିଆଜରେ ନିଆଁ, ସରକାର ଶୀତଳ ଭଣ୍ଡାରରେ- କଂଗ୍ରେସ ଭୁବନେଶ୍ୱର ତା. ୦୧.୧୧- ଗତ ଦୁଇସପ୍ତାହରୁ ଅଧିକ ହେବ ରାଜ୍ୟରେ ପିଆଜ ଦାମ କିଲୋ ପିଛା ୬୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜର ଖୁଚୁରା ଦାମ ଦୁଇ ସପ୍ତାହ ପୂର୍ବରୁ କିଲୋପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ହଠାତ କାହିଁକି ପିଆଜର ଦାମ ବଜାରରେ ୬୦ ଟଙ୍କାକୁ ଛୁଇଁଲା? ରାଜ୍ୟର ଖାଉଟି ବେଶ କିଛି [...]

୬୩ଟି ବସ୍‌ ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ, ପଞ୍ଚାୟତରୁ ବ୍ଲକ୍‌କୁ ଚାଲିବ ବସ

  କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ ମୁଖ୍ୟମନ୍ତ୍ରୀ ୬୩ଟି ବସ୍‌ ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ, ପଞ୍ଚାୟତରୁ ବ୍ଲକ୍‌କୁ ଚାଲିବ ବସ ଘରେ ଘରେ ଖୁସି ଆଣିବ, ବିକାଶର ଗାଡ଼ିକୁ ଆହୁରି ଜୋରରେ ନେଵ ଲକ୍ଷ୍ମୀ- ମୁଖ୍ୟମନ୍ତ୍ରୀ ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ ଶହୀଦ୍‌ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦ୍‌ଘାଟିତ କଳାହାଣ୍ଡି [...]

ସିଙ୍ଗାପୁରକୁ ୪୦ଜଣିଆ ପ୍ରତିନିଧି ଦଳର ଏକ୍‍ସପୋଜର ଭିଜିଟ

ବିଶ୍ୱସ୍ତରୀୟ ହେବ କିଟ୍‍ ପଲିଟେକ୍‍ନିକ ସିଙ୍ଗାପୁରକୁ ୪୦ଜଣିଆ ପ୍ରତିନିଧି ଦଳର ଏକ୍‍ସପୋଜର ଭିଜିଟ ଭୁବନେଶ୍ୱର, ୧ ।୧୦: ଖୁବ୍‍ ଶୀଘ୍ର ବିଶ୍ୱ ପ୍ରସିଦ୍ଧ ସିଙ୍ଗାପୁରର ନନ୍ୟାଙ୍ଗ ପଲିଟେକ୍‍ନିକ ଢାଞ୍ଚାର ରୂପ ନେବ କିଟ ପଲିଟେକ୍‍ନିକ। ଏଥିପାଇଁ କିଟ୍‍ ପଲିଟେକ୍‍ନିକର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ୪୦ଜଣିଆ ପ୍ରତିନିଧି ଦଳ ଆଜି ସିଙ୍ଗାପୁରକୁ ସପ୍ତାହ ବ୍ୟାପୀ ‘ଏକ୍‍ସପୋଜର ଭିଜିଟ୍‍’ରେ ଯାଇଛନ୍ତି। ଏହି ପ୍ରତିନିଧି ଦଳ ସିଙ୍ଗାପୁର ନନ୍ୟାଙ୍ଗ ପଲିଟେକ୍‍ନିକ ପରିଦଶର୍ନ କରିବ। [...]