Search for:
  • Home/
  • Month: November 2023

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ ସାମିଲ ହେଲେ ଆଉ ୫ ସଦସ୍ୟ

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ ସାମିଲ ହେଲେ ଆଉ ୫ ସଦସ୍ୟ ଭୁୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ ଆଜି ଆଉ ୫ ଜଣ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ସାଧାରଣ ସମ୍ପାଦକ ଓ ୪ ଜଣ ସମ୍ପାଦକ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଆରତ ରଞ୍ଜନ ବିଶ୍ୱାଳ ଦଳର [...]

ଆଉ ୫ ବର୍ଷ ମାଗଣା ଚାଉଳ।

ଆଉ ୫ ବର୍ଷ ମାଗଣା ଚାଉଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅବଧି ବଢ଼ିଲା ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଏଥିରେ ଲୋକଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଏହାକୁ ମଞ୍ଜୁର କରିଛି । ଏହି ଯୋଜନାରେ ୮୧ କୋଟି ହିତାଧିକାରୀ ଉପକୃତ ହେବେ [...]

ରୋଗୀ ସେବା ଜରିଆରେ ଆପଣ ଭଗବାନ ଙ୍କ ଆଶୀର୍ବାଦ ସହିତ ଅଶେଷ, ପୁଣ୍ୟ ଅର୍ଜନ କରିପାରିବେ – 5T ଅଧ୍ୟକ୍ଷ ଶ୍ରୀ ଭି.କେ.ପାଣ୍ଡିଆନ

  ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର ରୋଗୀଙ୍କ ଭିତରେ ଭରସା ସୃଷ୍ଟି କରନ୍ତୁ ଗୋପବନ୍ଧୁ, ଫ୍ଲୋରେନ୍‌ସ ନାଇଟେଙ୍ଗଲ, ମଦର ଟେରେସା ହେଉଛନ୍ତି ସେବାର ପ୍ରତିମୂର୍ତ୍ତୀ, ସେମାନଙ୍କ ଆଦର୍ଶକୁ ଅନୁସରଣ କରନ୍ତୁ, ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ – ମୁଖ୍ୟମନ୍ତ୍ରୀ ରୋଗୀ ସେବା ଜରିଆରେ ଆପଣ ଭଗବାନ ଙ୍କ ଆଶୀର୍ବାଦ ସହିତ ଅଶେଷ, ପୁଣ୍ୟ ଅର୍ଜନ କରିପାରିବେ – 5T ଅଧ୍ୟକ୍ଷ ଶ୍ରୀ ଭି.କେ.ପାଣ୍ଡିଆନ [...]

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

ନୂଆ -ଓ” କାର୍ଯ୍ୟକ୍ରମ… ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ ଭୁବନେଶ୍ୱର, ୨୯.୧୧.୨୦୨୩- ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ଵାରା ନିଆଯାଇଥିବା “ନୂଆ -ଓ” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଆଜି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତଥା ରାଜ୍ୟସରକାରଙ୍କ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ [...]

ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ରକ୍ତଦାନ ଶିବିର, ଏକ ସଫଳତା |

ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ରକ୍ତଦାନ ଶିବିର, ଏକ ସଫଳତା | ଭୁବନେଶ୍ୱର, ନଭେମ୍ବର 29, 2023 – ଆଜି TCS ଭୁବନେଶ୍ବର, ଜୟ ଓଡ଼ିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୁଲ୍ୟରେ, TCS ର ବାରବାଟି ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସଫଳ ରକ୍ତଦାନ ଶିବିର ସ୍ୱାସ୍ଥ୍ୟ ସେବାରେ ରକ୍ତର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗୁଡ଼ିକର ମହତ୍ତ୍ୱ ଦର୍ଶାଇ କମିଶନରେଟ ପୋଲିସ କଟକ-ଭୁବନେଶ୍ୱର [...]

ରାଜ୍ୟ ସରକାର ‘ଡମ୍ପିଂ ୟାର୍ଡ’ର ବ୍ୟବସ୍ଥାର ସ୍ଥାୟୀ ସମାଧାନ ନକଲେ ସତ୍ୟାଗ୍ରହ ଜାରି ରହିବ: ବାବୁ ସିଂ

ଜିଲ୍ଲା ବିଜେପି ସତ୍ୟାଗ୍ରହ ଦ୍ୱିତୀୟ ଦିନରେ ରାଜ୍ୟ ସରକାର ‘ଡମ୍ପିଂ ୟାର୍ଡ’ର ବ୍ୟବସ୍ଥାର ସ୍ଥାୟୀ ସମାଧାନ ନକଲେ ସତ୍ୟାଗ୍ରହ ଜାରି ରହିବ: ବାବୁ ସିଂ ଭୁବନେଶ୍ୱର, ତା.୨୯/୧୧: ୨୩ ବର୍ଷର ବିଜେଡି ଶାସନରେ ଭୁବନେଶ୍ୱରବାସୀ “ଦୁର୍ଗନ୍ଧ”କୁ ଉପହାରରେ ପାଇଛନ୍ତି । ପୂର୍ବରୁ ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଡମ୍ପିଂ ୟାର୍ଡ’ର ର୍ଦୁଗନ୍ଧରେ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଂଚେଶ୍ୱରବାସିନ୍ଦାଙ୍କ ଜୀବନ ଅତିଷ୍ଠ ହେଉଥିଲା । ଏହି ଦୁର୍ଗନ୍ଧ ସମୟ [...]

କଳାହାଣ୍ଡି ମୁରଲୀଝର ପ୍ରକଳ୍ପ ପାଇଁ ୪୧.୨୫ କୋଟି, ମୟୁରଭଞ୍ଜ ଦାମୋଦରପୁର ପ୍ରକଳ୍ପ ପାଇଁ ୪୫ କୋଟି

  କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୮୬.୨୫ କୋଟି ଟଙ୍କା ମଞ୍ଜୁର କଳାହାଣ୍ଡି ମୁରଲୀଝର ପ୍ରକଳ୍ପ ପାଇଁ ୪୧.୨୫ କୋଟି, ମୟୁରଭଞ୍ଜ ଦାମୋଦରପୁର ପ୍ରକଳ୍ପ ପାଇଁ ୪୫ କୋଟି ଉପକାର ପାଇବେ ଭବାନୀପାଟଣା ଓ ବଡସାହି ବ୍ଲକର ଜନସାଧାରଣ ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ 5T ଅଧ୍ୟକ୍ଷ ଶ୍ରୀ [...]

ଓଡ଼ିଶାରେ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ କଂଗ୍ରେସର ଦାବି

ଓଡ଼ିଶାରେ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ କଂଗ୍ରେସର ଦାବି ମାଗଣା ଚାଉଳ କ୍ଷ୍ୟୁଧା ନିବାରଣ କରିପାରେ ମାତ୍ରା ଦାରିଦ୍ର‌୍ୟ ନୁହେଁ ଭୁବନେଶ୍ୱର ତା. ୨୯.୧୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିିଳନୀ ଜରିଆରେ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓଡ଼ିଶାରେ ଏକ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି । ସେ କହିଥିଲେ ଯେ [...]

ବାଘୁଆ ମହୁମାଛି ଆକ୍ରମଣରେ ସ୍କୁଲଛାତ୍ରଙ୍କ ସମେତ ମୋଟ ୭ଜଣ ଗୁରୁତର ଆହତ

ବାଘୁଆ ମହୁମାଛି ଆକ୍ରମଣରେ ସ୍କୁଲଛାତ୍ରଙ୍କ ସମେତ ମୋଟ ୭ଜଣ ଗୁରୁତର ଆହତ ବୈଶିଙ୍ଗା,ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଦପୁର ହାଟପଡିଆ ନିକଟରେ ବୁଧବାର ସକାଳ ସାଢେ ୯ଟା ପାଖାପାଖି ସମୟରେ ବାଘୁଆ ମହୁମାଛି ଆକ୍ରମଣରେ ଦୁଇଜଣ ୧୨ବର୍ଷିୟ ସ୍କୁଲଛାତ୍ରଙ୍କ ସମେତ ମୋଟ ୭ଜଣ ଗୁରୁତର ଆହତହୋଇ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ହସ୍ତଗତ ସୂଚନା ମୁତାବକ ବୁଧବାର ସକାଳେ ସାଢେ ୯ଟା ପାଖାପାଖି ସମୟରେ ହଠାତ ବାଘୁଆ [...]

ଛୁରାମାଡରେ ହୋଟେଲ ମାଲିକ ଗୁରୁତର ଆହତ

ଛୁରାମାଡରେ ହୋଟେଲ ମାଲିକ ଗୁରୁତର ଆହତ ବାରିପଦା,ମଙ୍ଗଳବାର ବିଳମ୍ବିତ ରାତିରେ ଛୁରାମାଡରେ ବାରିପଦାର ପ୍ରସିଦ୍ଧ ହୋଟେଲ ମାଲିକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵ ପାଳବଣି ମହୁଆ ହୋଟେଲ ମାଲିକ ଅଶୋକ ଦାସ । ବୁଧବାର ସକାଳେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ [...]