Search for:
  • Home/
  • ରାଜ୍ୟ/
  • ଦ୍ଵିତୀୟ ମା ବୁଢ଼ୀ ମଙ୍ଗଳା ମହୋତ୍ସବ ୨୦୨୩

ଦ୍ଵିତୀୟ ମା ବୁଢ଼ୀ ମଙ୍ଗଳା ମହୋତ୍ସବ ୨୦୨୩

Spread the love

Loading

ଦ୍ଵିତୀୟ ମା ବୁଢ଼ୀ ମଙ୍ଗଳା ମହୋତ୍ସବ ୨୦୨୩

ଭୁବନେଶ୍ୱର:ବାଲିଅନ୍ତା ବ୍ଲକ ଅଧିନସ୍ଥ ଉମାଦେଇବ୍ରହ୍ମପୁର ଗ୍ରାମପଞ୍ଚାୟତର ରାୟଗୁରୁ ବାସୁଦେଇପୁର ଠାରେ ଦ୍ଵିତୀୟ ମା ବୁଢ଼ୀ ମଙ୍ଗଳା ମହୋତ୍ସବ ୨୦୨୩ ଉଜ୍ଜାପନି ଉତ୍ସବ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି । ଆପଣମାନଙ୍କୁ ସାଦର ନିମନ୍ତ୍ରଣ।

Leave A Comment

All fields marked with an asterisk (*) are required