Search for:
  • Home/
  • ରାଜ୍ୟ/
  • ୧୨ ଜଣ ଶିଶୁ ଜଙ୍ଗଲୀ ଯୋଡ଼ା ଫଳ ଖାଇ ଗୁରୁତର

୧୨ ଜଣ ଶିଶୁ ଜଙ୍ଗଲୀ ଯୋଡ଼ା ଫଳ ଖାଇ ଗୁରୁତର

Spread the love

Loading

ମାଲକାନଗିରି ଜିଲ୍ଲା ସଦର ବ୍ଲକ ଝରାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେଲିମେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗ୍ରାମର ୧୨ ଜଣ ଶିଶୁ ଜଙ୍ଗଲୀ ଯୋଡ଼ା ଫଳ ଖାଇ ଗୁରୁତର ହେଇଛନ୍ତି l ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା ଜାରିରହିଛି l ଆଜି ସନ୍ଧ୍ୟାରେ ଗ୍ରାମର ପିଲାମାନେ ଖେଳୁଥିବା ସମୟରେ ମିଳି ମିଶି ଏହି ଫଳ ଖାଇଥିଲେ l କିଛି ସମୟ ପରେ ହଠାତ ଗୋଟିଏ ପରେ ଜଟିଏ ଛୁଆ ବାନ୍ତି, ଝାଡା ହେଇଥିଲା l ପରବର୍ତ୍ତୀ ସମୟରେ ରାତିରେ ପରିବାର ଲୋକେ ପଚରା ଉଚୁରା କରିବା ପରେ ଉକ୍ତ ଫଳ ଖାଇଥିବା ଜାଣି ପାରିଲେ ଏବଂ ୧୦୮ ଅମୁବାଲାନ୍ସ କୁ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆନିଥିଲେ l ଏବଂ ଡାକ୍ତର ସିକିତ୍ସା ଜାରି ରଖିଛନ୍ତି l ବର୍ତ୍ତମାନ ଶିଶୁଙ୍କ ସ୍ୱାସ୍ଥ୍ୟ ସ୍ଥିର ରାହିଥିବା ଡାକ୍ତର କହିଛନ୍ତି l

Leave A Comment

All fields marked with an asterisk (*) are required