Search for:
  • Home/
  • ରାଜ୍ୟ/
  • ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ ଉଦ୍ଧାର ।

ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ ଉଦ୍ଧାର ।

Spread the love

Loading

ଭୁବନେଶ୍ୱର:ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଷ୍ଟେସନ ନିକଟରୁ ମିଳିଲା ମୃତଦେହ ଉଦ୍ଧାର ହୋଇଛି । ରାଜାରାଣୀ ଏକ୍ସପ୍ରେସ ଟଏଲେଟରେ ଝୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ଘଟିଛି ଅଭାବନୀୟ ଘଟଣା ।ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କଲା GRP । ମୃତକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ।

Leave A Comment

All fields marked with an asterisk (*) are required