Search for:

ସୁଦର୍ଶନଙ୍କ ବିୟୋଗରେ ଶୋକ।

ସୁଦର୍ଶନଙ୍କ ବିୟୋଗରେ ଶୋକ ଭୁବନେଶ୍ୱର ତା. ୧୧.୦୭.୨୦୨୩ ରିଖ : ଏକ ମର୍ମାନ୍ତୁଦ ଦୁର୍ଘଟଣାରେ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜଣେ ବିଶିଷ୍ଟ ସମାଜସେବୀ ସୁଦର୍ଶନ ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ଆଚାର୍ଯ୍ୟ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନଙ୍କ ବିୟୋଗରେ ପିପିଲ ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି । ସେ ଥିଲେ [...]

ନିର୍ବାଚନ ଆସିଲେ ଓଡ଼ିଶାର ବିକାଶ କଥା ମନେପଡେ଼- କଂଗ୍ରେସ ସଭାପତି

ନିର୍ବାଚନ ଆସିଲେ ଓଡ଼ିଶାର ବିକାଶ କଥା ମନେପଡେ଼- ପ୍ରଦେଶ କଂଗ୍ରେସ ସଭାପତି ଭୁବନେଶ୍ୱର ତା ୧୧.୭- ୨୪ ବର୍ଷର ସରକାର, ମାଳ ମାଳ ଯୋଜନା କିନ୍ତୁ ଗୋଟିଏ ବି ଯୋଜନା ସଫଳ ରୂପାୟନ ହୋଇପାରିଲା ନାହିଁ ଏବଂ ଏହାର ସୁଫଳ ରାଜ୍ୟବାସୀ ପାଇଲେ ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବିଭିନ୍ନ ଯୋଜନା ନାରେ ଘୋଷଣା କରାଯାଉଛି ଏବଂ ସେସବୁ ଯୋଜନା [...]

ଗୁଜୁରାଟ ନମ୍ବର କାର୍‌ ତାଙ୍କ ବାଇକକୁ ଧକ୍କାଦେଲା

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ:ସୁଦର୍ଶନ ପ୍ରଧାନ ଭୁବନେଶ୍ୱର,୧୧.୦୭ : ମଙ୍ଗଳବାର ସକାଳ ୭ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ । ଶ୍ରୀ ପ୍ରଧାନ ସ୍ଥାନୀୟ ଶିଶୁ ଭବନ ଛକ ଦେଇ ଯାଉଥିବା ବେଳେ ଏକ ଗୁଜୁରାଟ ନମ୍ବର କାର୍‌ ତାଙ୍କ ବାଇକକୁ ଧକ୍କାଦେବା ଫଳରେ ସେ ଗୁରୁତର ଆହତ [...]

ପରମ୍ପରାରେ ପୁରାତନ ଜୀବନଶୈଳୀର ଅଂଶବିଶେଷ

ଯୋଗ ଭାରତୀୟ ପରମ୍ପରାରେ ପୁରାତନ ଜୀବନଶୈଳୀର ଅଂଶବିଶେଷ ଭୁବନେଶ୍ୱର, ୧୧.୭ : ଯୋଗ, ବ୍ୟାୟାମ, ଧ୍ୟାନ ଓ ପ୍ରାଣାୟମ ଆମ ଶରୀର ତଥା ମନକୁ ସନ୍ତୁଳିତ ଓ ନିରୋଗ ରଖିବାରେ ସାହାଯ୍ୟ କରିଥାଏ । ଏହା ଭାରତୀୟ ପରମ୍ପରାରେ ବହୁ ପୁରାତନ ଜୀବନଶୈଳୀର ଏକ ଅଂଶବିଶେଷ । ଯୋଗ, ପ୍ରାଣାୟମ ମନୁଷ୍ୟକୁ ଅଧିକ ସଂଯମୀ, ଶକ୍ତିଶାଳୀ ତଥା ସମାୟନୁବର୍ତ୍ତୀ ହେବାରେ ସାହାଯ୍ୟ କରିଥାଏ । ଧ୍ୟାନ ଆମର ମନ ଆଉ [...]

ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ପାଇଁ ନିବେଦନ

ରାଷ୍ଟ୍ରପତି ମାନନୀୟା ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ପାଇଁ ନିବେଦନ ଭୁବନେଶ୍ୱର, ୧୧.୭ : ଭାରତର ମହାମହିମ ରାଷ୍ଟ୍ରପତି ମାନନୀୟା ଦ୍ରେୀପଦୀ ମୁର୍ମୁଙ୍କୁ ସାକ୍ଷାତ କରି ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ଡଃ ଡିଲ୍ଲୀପ ଶ୍ରୀଚନ୍ଦନ ଓଡ଼ିଶାର ଖୋର୍ଦ୍ଧାରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହକୁ ଭାରତର ପ୍ରଥମ [...]

ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରି ସଂଘ ଦାବି ପୂରଣ ନହେଲେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବ

ଜୁଲାଇ ଶେଷ ସୁଦ୍ଧା ଦାବି ପୂରଣ ନହେଲେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରି ସଂଘ ଭୁବନେଶ୍ୱର, ୧୧.୭ : ଓଡ଼ିଶା ଭଳି ଏକ କୃଷିପ୍ରଧାନ ରାଜ୍ୟରେ କୃଷକ ଓ କୃଷିର ବିକାଶ ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରୁଥିବା ୩୦୦୦ ଗ୍ରାମ୍ୟ କୃଷି କର୍ମ·ରୀଙ୍କ ନ୍ୟାୟେଚିତ ଦାବି ପୂରଣରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ସାରା ଓଡ଼ିଶାର ଗ୍ରାମ୍ୟ କୃଷି କର୍ମ·ରୀ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି [...]

ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଉଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି – ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ୫-ଟି ସଚିବ ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦିଅ –ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସବୁ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ ମାନେ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ବ [...]

ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ସ୍ମୃତି ପୀଠର ବିକାଶ

  ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ସ୍ମୃତି ପୀଠର ବିକାଶ କରାଯିବ ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନ ଙ୍କ ନାମରେ ନାମିତ ହେବ . ଭୁବନେଶ୍ବର ରେ ହେବ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି. ଭୁବନେଶ୍ୱର:୧୧.୦୭ ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା [...]

ବଢୁଛି ଆଖିଧରା ରୋଗ ସ୍କୁଲକୁ ଜାରି ହେବ କି?

ରାଜ୍ୟରେ ବଢୁଛି ଆଖିଧରା ରୋଗ, ସ୍କୁଲକୁ ଜାରି ହୋଇପାରେ। ଭୁବନେଶ୍ବର : ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ଏବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିପାରନ୍ତି। ଏହା ଏକ ଭୂତାଣୁ ଜନିତ ରୋଗ। ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ରହିବ। ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ। ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏବେ [...]