ଓଡିଶା ସରକାର ୫-ଟି ସ୍କୁଲ ନାଁରେ ଦୁର୍ନୀତି କରୁଛନ୍ତି : ବିଭୂ ପ୍ରସାଦ ତରାଇ
ଓଡିଶା ସରକାର ୫-ଟି ସ୍କୁଲ ନାଁରେ ଦୁର୍ନୀତି କରୁଛନ୍ତି : ବିଭୂ ପ୍ରସାଦ ତରାଇ ଓଡିଶାରେ ଶିକ୍ଷାର ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଭୁଷୁଡିପଡିଛି ଓଡିଶାରେ ଶିକ୍ଷାନୁଷ୍ଠାନ ଦୁର୍ନୀତିର ଗନ୍ତାଘର ହୋଇଛି ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି କରିବା ପରିବର୍ତେ ତାହାକୁ ଧ୍ୱଂସ କରୁଛନ୍ତି ବିଡିଓ, ଜେଇଙ୍କୁ ତୁରନ୍ତ ସସ୍ପେଣ୍ଡ କରାଯିବା ସହ ଠିକାଦାର ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଭୁବନେଶ୍ୱର, ତା.୨୧/୦୭: ଓଡିଶାରେ [...]