Search for:

ମଣିପୁର ହିଂସା ବନ୍ଦ ଓ ମହିଳା ମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୁଦ୍ଧରେ

ଭୁବନେଶ୍ୱର:୨୩.୦୭ ଆଜି ନୟାଗଡ ରେ INTUC ସହ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମଣିପୁର ହିଂସା ବନ୍ଦ ଓ ମହିଳା ମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତବାଦ କାର୍ଯ୍ୟକ୍ରମ ରେ ଯୋଗଦେଇ ଓ ପ୍ରତିବାଦ କଲେ।   [...]

ଏକାମ୍ର ରେ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଏକାମ୍ର ରେ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ୱର:୨୩.୦୭ ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳି, ଲିଙ୍ଗିପୁର ଏବଂ ଇଟିପୁର ଗ୍ରାମପଞ୍ଚାୟତର ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥି ମଧ୍ୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଧଉଳି ଗ୍ରାମପଞ୍ଚାୟତ ରେ ୧.୪୦ କୋଟି ଟଙ୍କାରେ ଆର୍ ଆଇ ଅଫିସ ର [...]

ନିବେଶ ନୁହେଁ, “ଅୟସ ଆରାମ୍‌” ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା: ଡ.ଯତୀନ୍ ମହାନ୍ତି

ନିବେଶ ନୁହେଁ, “ଅୟସ ଆରାମ୍‌” ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା: ଡ.ଯତୀନ୍ ମହାନ୍ତି  ଓଡ଼ିଶାବାସୀଙ୍କୁ ମିଥ୍ୟା ପୁଞ୍ଜି ନିବେଶର ଗପ ଶୁଣାଉଛନ୍ତି ରାଜ୍ୟ ସରକାର  ଟଙ୍କାଟିଏ ବି ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସିନାହିଁ  ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି ଏବଂ କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର [...]

ଭାରତୀୟ ଝିଅ ଅନୀତା ସ୍ୱାଇଁଙ୍କୁ WE FOR BHUBANESWAR ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଦ୍ବାରା ସମ୍ମାନିତ

ଓଡ଼ିଆ ଝିଅ ଅନୀତାଙ୍କ ସଫଳତା ! ଭୁବନେଶ୍ୱର:୨୩.୦୭ ଭୁବନେଶ୍ୱର, ଜୟଦେବ ବିହାର ସ୍ଥିତ ସାଲିଆ ସାହି ବସ୍ତି ଅଞ୍ଚଳ ରୁ ବାହାରି ଆଫ୍ରିକା ମହାଦେଶ ( ତାଞ୍ଜାନିଆ) ର ସର୍ବବୃହତପର୍ବତ ଶୃଙ୍ଗ କିଲୀମାଞ୍ଜାରୋ କୁ ବିନା ଦ୍ୱିଧା ରେ ସଫଳତା ର ସହ ଆରୋହଣ କରିଥିବା ଭାରତୀୟ ଝିଅ ଅନୀତା ସ୍ୱାଇଁ ଙ୍କୁ (WE FOR BHUBANESWAR) ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଓ ସଂଗଠନ ର ଉପଦେଷ୍ଠା [...]

ଝୁମ୍ପୁଡ଼ିରେ ପଙ୍ଗତ।

ଝୁମ୍ପୁଡ଼ିରେ ପଙ୍ଗତ ଗାଁ ଟୋକା ପୁଣି ଆସି ଧମକେଇକି ଗଲେଣି । ଭାମା କ’ଣ କରିବ କିଛି ବୁଝି ପାରୁନି । ଏ ଟୋକାଙ୍କ କଥାରେ ରାଜି ହୋଇ ବଡ଼ ଭୁଲଟିଏ କରିଦେଲା ବୋଲି ଭାବୁଛି ସେ । ଭାମା ଭଲ ଭାବେ ଜାଣିଛି ଥାଳି, ଗ୍ଲାସ ଶଙ୍କର ବିକି ଦେଇ ନିଶା ପାଣି କରିଦେଇଛି । ହେଲେ ଏ କଥା ଶଙ୍କରକୁ ସିଧାସଳଖ ପଚାରିଲେ ତା’ ମୁଣ୍ଡକୁ ପିତ୍ତ [...]

ରେକର୍ଡ କରିବାର ପ୍ରଚାର କରୁଛନ୍ତି, କାର୍ଯ୍ୟରେ ନୁହେଁ: ସମୀର ମହାନ୍ତି

ରେକର୍ଡ କରିବାର ପ୍ରଚାର କରୁଛନ୍ତି, କାର୍ଯ୍ୟରେ ନୁହେଁ, ପ୍ରତିଶ୍ରୁତି ଦେଇ ପାଳନ ନକରିବାର ବି ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ: ସମୀର ମହାନ୍ତି  ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ  ଓଡ଼ିଶାର ପ୍ରତି ବ୍ଲକରେ ୩୫ପ୍ରତିଶତ ଜଳସେଚନ ବ୍ୟବସ୍ଥା, ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ [...]

ଅପରାଜିତାଙ୍କୁ ବିରୋଧ କରିବା ପାଇଁ ଆଣିଥିବା ଲୋକ ଅପରାଜିତାଙ୍କୁ ଦେଖି ହୁଳହୁଳି ଜିନ୍ଦାବାଦ କରି ସ୍ୱାଗତ

ଭୁବନେଶ୍ୱର:୨୩.୦୭ ଅପରାଜିତାଙ୍କୁ ବିରୋଧ କରିବା ପାଇଁ ଆଣିଥିବା ଲୋକ ଅପରାଜିତାଙ୍କୁ ଦେଖି ହୁଳହୁଳି ଜିନ୍ଦାବାଦ କରି ସ୍ୱାଗତ କଲେ lଗତକାଲି ଅପରାହ୍ନରେ ସହିଦ ନଗର ରମାଦେବୀ କଲେଜ ସାମ୍ନା Fancy ମାର୍କେଟର ସଦସ୍ୟ ମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ଜଣାଇବା ସହ ଅଞ୍ଚଳ ପରିଦର୍ଶନ ପାଇଁ ଅନୁରୋଧ କରିଥିଲେ lରାତି 11 ଟା ବେଳେ ବିଜେଡି ସ୍ଥାନୀୟ ନେତୃତ୍ୱ ଉଠା ଦୋକାନ ବନ୍ଧୁ [...]

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ  – ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ  – ଧର୍ମେନ୍ଦ୍ର ପ୍ରଧାନ • ମହାପ୍ରଭୁଙ୍କ ସହ କୋଟି କୋଟି ଭକ୍ତମାନଙ୍କ ପ୍ରତ୍ୟକ୍ଷ ଭାବାବେଗ ଯୋଡି ହୋଇରହିଛି • ହଜାର ହଜାର ବର୍ଷ ପୂର୍ବରୁ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରାଯାଇଥିଲା • ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ସମସ୍ତଙ୍କ ସହ ଆଲୋଚନା କରି [...]

ସିବିଏସଇ ସ୍କୁଲରେ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ- ଧର୍ମେନ୍ଦ୍ର ପ୍ରଧାନ

ସିବିଏସଇ ସ୍କୁଲରେ ସମସ୍ତ ଭାରତୀୟ ଭାଷାରେ ପାଠପଢା ବିଜ୍ଞପ୍ତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ସିବିଏସଇ ସ୍କୁଲରେ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ- ଧର୍ମେନ୍ଦ୍ର ପ୍ରଧାନ • ପିଲାଙ୍କ ଇଚ୍ଛାନୁସାରେ ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ପାଠ ପଢିପାରିବେ • ରାଷ୍ଟ୍ରୀୟ ଶିକ୍ଷା ନୀତି ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଉଅଛି • ମାତୃଭାଷାରେ ପଢ଼ିଲେ ହିଁ ଛାତ୍ରଛାତ୍ରୀମାନଙ୍କ ଚିନ୍ତନ ଶକ୍ତି ବୃଦ୍ଧି ହେବ • [...]