Search for:
  • Home/
  • ଜିଲ୍ଲା/
  • ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି।

ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି।

Spread the love

Loading

ବାଲେଶ୍ବର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ, ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି
ଭୁବନେଶ୍ୱର: ୦୮.୦୭ ବାଲେଶ୍ୱ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି । ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ବାଳ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ୯ ଜଣ ଉପସଭାପତି, ୧୬ ସାଧାରଣ ସଂପାଦକ, ୨୨ ଜଣ ସଂପାଦକ, ୨୩ ଜଣ ଯୁଗ୍ମ ସଂପାଦକ ନିଯୁକ୍ତ ହୋଇଛନ୍ତି । ସେହିପରି ଜଣେ ଲେଖାଏ ଟ୍ରେଜରର ଓ ମିଡିଆ କୋ-ଅର୍ଡିନେଟର ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Leave A Comment

All fields marked with an asterisk (*) are required