Search for:
  • Home/
  • ରାଜ୍ୟ/
  • ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାବୁ ଙ୍କ ଜୋରଦାର ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାବୁ ଙ୍କ ଜୋରଦାର ପ୍ରଚାର।

Spread the love

Loading

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାବୁ ଙ୍କ ଜୋରଦାର ପ୍ରଚାର।

ଭୁବନେଶ୍ୱର,: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳ ତୁଳନାରେ ପ୍ରଚାର ରେ ଆଗରେ ଅଛି ବିଜେପି। ପ୍ରତ୍ୟେକ ଦିନ ବିଧାୟକ ପ୍ରାର୍ଥୀ ବାବୁ ସିଂ ବିଭିନ୍ନ ଅଞ୍ଚଳରେ ପଦଯାତ୍ରା, ଚା ଖଟି, ପାର୍କ ଭ୍ରମଣ କରି ଲୋକଙ୍କ ସହ ମିସୁଛନ୍ତି।ଆଜି ଭୀମେଶ୍ୱର ବିଡିଏ ପାର୍କ, ସୁନ୍ଦରପଦା,ଜାଗମରା ଅଞ୍ଚଳ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପି କୁ ଭୋଟ୍ ଦେଇ ଜିତେଈବାକୁ ଅନୁରୋଧ କରିଥିଲେ। ଦିନକୁ ଦିନ ବାବୁ ସିଂ ଙ୍କ ଲୋକପ୍ରିୟତା ଏକାମ୍ର ନିର୍ବାଚନ ମଣ୍ଡଳୀରେ ବଢ଼ିବାରେ ଲାଗିଛି। ଯୁବ ବର୍ଗ ଠାରୁ ବରିଷ୍ଟ ସବୁ ଶ୍ରେଣୀର ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି ବାବୁ ସିଂ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ତାର ଶକ୍ତି ବୃଦ୍ଧି କରିବାରେ ଲାଗିପଡିଛି। ପଦ ଯାତ୍ରା ସମୟରେ ବିଜେପି କୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି।

Leave A Comment

All fields marked with an asterisk (*) are required