Search for:

ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା,

ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଭୋଗରାଇରୁ ନିର୍ବାଚନ ଲଢିବେ ଗୌତମବୁଦ୍ଧ ଦାସ ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଅଷ୍ଟମ ପର୍ଯ୍ୟାୟରେ ୩ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭୋଗରାଇ: ଗୌତମବୁଦ୍ଧ ଦାସ ବେଗୁନିଆ: ପ୍ରଦୀପ କୁମାର ସାହୁ ଖୋର୍ଦ୍ଧା: ରାଜେନ୍ଦ୍ର କୁମାର ସାହୁ ସୂଚନାଯୋଗ୍ୟ, [...]

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାବୁ ଙ୍କ ଜୋରଦାର ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାବୁ ଙ୍କ ଜୋରଦାର ପ୍ରଚାର। ଭୁବନେଶ୍ୱର,୨୭/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳ ତୁଳନାରେ ପ୍ରଚାର ରେ ଆଗରେ ଅଛି ବିଜେପି। ପ୍ରତ୍ୟେକ ଦିନ ବିଧାୟକ ପ୍ରାର୍ଥୀ ବାବୁ ସିଂ ବିଭିନ୍ନ ଅଞ୍ଚଳରେ ପଦଯାତ୍ରା, ଚା ଖଟି, ପାର୍କ ଭ୍ରମଣ କରି ଲୋକଙ୍କ ସହ ମିସୁଛନ୍ତି।ଆଜି ଧଉଳୀ ପଞ୍ଚାୟତ ଓ ବିଜେବି ନଗର ଅଞ୍ଚଳ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ପଦଯାତ୍ରା କରି [...]

ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ, ଯୋଡ଼ା ଶଙ୍ଖରେ ଆଶୀର୍ବାଦ କରିବାକୁ କଲେ ଅନୁରୋଧ…

ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ, ଯୋଡ଼ା ଶଙ୍ଖରେ ଆଶୀର୍ବାଦ କରିବାକୁ କଲେ ଅନୁରୋଧ… ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ଦଳର ଷ୍ଟାର୍ ନବୀନ ପଟ୍ଟନାୟକ । ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ହିଞ୍ଜିଳିର ସମରଝୋଳ ଓ ଶେରଗଡରେ ଦୁଇଟି ଜନସଭାକୁ ସମ୍ବୋଧନ କରିବା [...]

ରିଲିଜ୍ ହେଲା ପ୍ରଣବ ଦାସଙ୍କ ନିର୍ବାଚନୀ ଗୀତ, 

ରିଲିଜ୍ ହେଲା ପ୍ରଣବ ଦାସଙ୍କ ନିର୍ବାଚନୀ ଗୀତ, ଭୁବନେଶ୍ୱର:ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କର ନିର୍ବାଚନୀ ଗୀତ ରିଲିଜ୍ ହୋଇଛି । ପ୍ରଣବଙ୍କ ଏକାନ୍ତ ଅନୁଗତ ତଥା ବିଜେଡିର ଯୁବନେତା ସ୍ମୃତି ସାମନ୍ତରାୟ ଓରଫ ରାଣାଙ୍କର ପ୍ରଯୋଜନାରେ ରିଲିଜ୍ ହୋଇଥିବା ଏହି ଗୀତରେ ସମ୍ବଲପୁରର ପ୍ରସିଦ୍ଧ ଗାୟକ ରୁକୁ ସୋନା କଣ୍ଠଦାନ କରିଛନ୍ତି । ଏହି ଗୀତଟି ଏବେ ସାରା [...]

ନିର୍ବାଚନ ପ୍ରଚାର ଓ ଖରା ର ଉଷ୍ଣତା ଭିତରେ ପଖାଳ ର ମଜ୍ଜା ନେଲେ ପାଣ୍ଡିଆନ.

ନିର୍ବାଚନ ପ୍ରଚାର ଓ ଖରା ର ଉଷ୍ଣତା ଭିତରେ ପଖାଳ ର ମଜ୍ଜା ନେଲେ ପାଣ୍ଡିଆନ. ଭୁବନେଶ୍ୱର 27/4/24 ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି 5T ଅଧକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ. ସାଥିରେ ଥିଲେ India Today TV ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାହୁଲ କନୱାଲ. କଲାହାଣ୍ଡି ର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର [...]

ଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି: ଅନିଲ ବିଶ୍ୱାଳ

ଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି: ଅନିଲ ବିଶ୍ୱାଳ  ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ନ ଆସନ୍ତୁ ବୋଲି  ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଯଦି ଚାରିଦ୍ୱାର ନ ଖୋଲନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏନେଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ  ବିଜେଡି ସରକାରର ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ କଥା [...]

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ବିଜେଡି ନେତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ: ଗୋଲକ ମହାପାତ୍ର  ବିଧାୟକ ସୁଧୀର ସାମଲ ପ୍ରାର୍ଥୀ ହୋଇ ସାଇକେଲ ବାଂଟୁଥିବାରୁ ତାଙ୍କୁ ଗିରଫ କରାଯାଉ  ସରକାରୀ ଅଫିସର ହୋଇ ଶାସକ ଦଳର କାର୍ଯ୍ୟ କରୁଥିବାରୁ ସରସ୍ୱତୀ ନାୟକଙ୍କୁ ପଦବୀରୁ ବହିଷ୍କାର କରାଯାଉ  ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା [...]

ଏକାମ୍ର ରେ ଅଶୋକ ଙ୍କ ବିଶାଳ ଶୋଭାଯାତ୍ରା ଓ କର୍ମୀ ସମ୍ମିଳନୀ

ଏକାମ୍ର ରେ ଅଶୋକ ଙ୍କ ବିଶାଳ ଶୋଭାଯାତ୍ରା ଓ କର୍ମୀ ସମ୍ମିଳନୀ ଭୁବନେଶ୍ୱର:ଆଜି ଦିନ ତମାମ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନେକ ସ୍ଥାନ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କ ପଦଯାତ୍ରା ,ମଟର ସାଇକେଲ ରାଲି,କର୍ମୀ ସମ୍ମିଳନୀ,ସମ୍ବର୍ଦ୍ଧନା ସଭା ପ୍ରଭୁତି,ପ୍ରଚାର ଜୋରଦାର ହୋଇଥିଲା । ସକାଳେ ୱାର୍ଡ ନଂ ୪୮ ମୁଣ୍ଡାସାହି,ଜଳେଶ୍ଵର ,କୃଷିବିହର,କନ୍ଧ ସାହି ପ୍ରଭୁତି ଅଳରେ ପଦଯାତ୍ରା ଓ [...]

ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଭାରତୀୟ ଜନତା ପାର୍ଟି କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବା ପାଇଁ ଅନୁରୋଧ

ଭୁବନେଶ୍ୱର ତା. 27/04/2024ରିଖ ଶନିବାର ଭୁବନେଶ୍ୱର -ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ା ପଂଚାୟତର ସାନ ବାଲିପଡ଼ା ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ପ୍ରାତଃ ସମାବେଶ ତଥା ଚା ଖଟି ର ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଅବସରରେ ଉପସ୍ଥିତ ଜନତା ଓ କର୍ମୀମାନଙ୍କୁ ବର୍ତମାନ ର ବିଫଳ ରାଜ୍ୟ ସରକାରଙ୍କ [...]

ବ୍ରହ୍ମପୁର ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

ଆସନ୍ତା କାଲି ୨୮ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ବ୍ରହ୍ମପୁର ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା  ବ୍ରହ୍ମପୁରରେ ଅନୁଷ୍ଠିତ ଜନସଭାକୁ ସମ୍ଭୋଧିତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା  ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ବ୍ରହ୍ମପୁରଠାରେ ରାତ୍ରିଯାପନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା  ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି [...]