Search for:
  • Home/
  • Month: March 2024

ୱାର୍ଡ ୪୦ ଅମରେଶଙ୍କ ଘର ଘର ଶଙ୍ଖ ଓ ଜନ ସମ୍ପର୍କ କାର୍ଯ୍ୟକ୍ରମ

ଅମରେଶଙ୍କ ଘର ଘର ଶଙ୍ଖ ଓ ଜନ ସମ୍ପର୍କ କାର୍ଯ୍ୟକ୍ରମ ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଅମରେଶ ଜେନା ଓରଫ ବାଇଆଁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଘରେ ଘରେ ଶଙ୍ଖ ଓ ଜନ ସମ୍ପର୍କ ଯାତ୍ରା କରିଛନ୍ତି । ୪୦ ନମ୍ବର ୱାର୍ଡର ୟୁନିଟ-୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଶତାଧିକ ମହିଳାଙ୍କ ସହ ଶହଶହ କର୍ମୀ ସାମିଲ ଥିଲେ । [...]

ମନ୍ମଥ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ବିଜେଡି ରେ ମିଶିଲେ।

ଭୁବନେଶ୍ୱର: ବିଜେଡିରେ ସୁରଙ୍କ ପୁଅ ମନ୍ମଥ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ! ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି ବିଜେଡିରେ ଯୋଗଦେଇଛନ୍ତି କ୍ୟାପଟେନ୍ ମନ୍ମଥ ରାଉତରାୟ । ମନ୍ମଥ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ । ମାସେ ତଳେ ପାଇଲଟ୍ ଚାକିରି ଛାଡ଼ି ବିଧିବଦ୍ଧ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ମାତ୍ର କେଉଁ ଦଳରେ ଯୋଗଦେବେ ଜଣାଇ ନ [...]

ସେକାଳ ପଖାଳ ଓ ଆଜିର ପଖାଳ ଦିଵସ

ସେକାଳ ପଖାଳ ଓ ଆଜିର ପଖାଳ ଦିଵସ ଭୁବନେଶ୍ୱର:ଆଜି ଥିଲା ବିଶ୍ବ ପଖାଳ ଦିବସ।ଓଡ଼ିଆଙ୍କ ଜନଜୀବନରେ ପଖାଳ ଏକ ଅବିଚ୍ଛେଦ୍ୟ ଅଂଗ।କେତେବେଳେ ପଖାଳ ଖିଆ ଓଡ଼ିଆ ବୋଲି କହି ଆମକୁ ଟାହି ଟାପରା କରାଯାଏ ତ କେତେବେଳେ ଶିଳ୍ପୀ ଗାଇ ଉଠନ୍ତି,ଆସ ମୋ ଜୀବନ ଧନ ପଖାଳ କଂସା।ପୁଣି କେତେବେଳେ ସେକାଳ ପଖାଳ କହି ଅତୀତର ଭଲ ଗୁଣକୁ ରୋମନ୍ଥନ ଆମେ କରିଥାଉ। ଆମର କୄଷି ପ୍ରଧାନ ଜୀବନ ଶୈଳୀରେ [...]

ଚାନ୍ଦା ଆଦାୟ କରିବାରେ ପଞ୍ଚମ ଆଂଚଳିକ ଦଳ – କଂଗ୍ରେସ

ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଂଚଳିକ ଦଳ – କଂଗ୍ରେସ ଭୁବନେଶ୍ୱର ତା. ୨୨.୩- ବିଜୁ ଜନତା ଦଳ ଭାରତ ବର୍ଷର ୫ମ ବୃହତମ ଆଂଚଳିକ ଦଳ ହିସାବରେ ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି । ବର୍ଷ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କୁ ଭୂଆଁ ବୁଲାଉଥିବା [...]

ସ୍ୱାଭିମାନ ଏବଂ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ର ମିଳିତ ଉଦ୍ୟମ ରେ ଭାରତୀୟ ବିଦ୍ୟା ଭବନ ଠାରେ ବିଶ୍ଵ କବିତା ଦିବସ

ଆଜି ତା ୨୧.୦୩.୨୦୨୪ ରିଖ ଗୁରୁବାର ଦିନ ସ୍ୱାଭିମାନ ଏବଂ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ର ମିଳିତ ଉଦ୍ୟମ ରେ ଭାରତୀୟ ବିଦ୍ୟା ଭବନ ଠାରେ ବିଶ୍ଵ କବିତା ଦିବସ ଏବଂ ବିଶ୍ଵ ଡାଉନ୍ ସିଣ୍ଡ୍ରୋମ ଦିବସ ନିଆରା ଭାବରେ ପାଳନ କରାଯାଅଛି। ଏହି ଦିବସ ରେ ଅନ୍ତର୍ଭୁକ୍ତତା, ଅକ୍ଷମତା ଏବଂ ବିବିଧତା ଉପରେ କବିତା ପାଠ କରାଯାଇଥିଲା। ଏଥିରେ ଉପସ୍ଥିତ ଅତିଥିବୃନ୍ଦ ଙ୍କ ମଧ୍ୟରେ ଶ୍ରୀଯୁକ୍ତ ରମାକାନ୍ତ ସାମନ୍ତରାୟ, [...]

ଆରପାରିରେ ଡାକ୍ତର ଦାମୋଦର ରାଉତ, ଶଙ୍ଖ ଭବନରେ ଶେଷ ଦର୍ଶନ କଲେ ବହୁ ବରିଷ୍ଠ ନେତା

ଆରପାରିରେ ଡାକ୍ତର ଦାମୋଦର ରାଉତ, ଶଙ୍ଖ ଭବନରେ ଶେଷ ଦର୍ଶନ କଲେ ବହୁ ବରିଷ୍ଠ ନେତା ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି। ଗତ [...]

ଭୁବନେଶ୍ଵର ଠାରେ ରାତି ସାରା ଆପ୍ କର୍ମୀଙ୍କ ବିକ୍ଷୋଭ

  ଇଡି ଦ୍ଵାରା ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ, ରାଜଧାନୀ ଭୁବନେଶ୍ଵର ଠାରେ ରାତି ସାରା ଆପ୍ କର୍ମୀଙ୍କ ବିକ୍ଷୋଭ ଭୁବନେଶ୍ୱର:ଇଡି ଦ୍ଵାରା ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫଦାରି ବିରୋଧରେ , ଓଡ଼ିଶା ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ରାତି ସାରା ପ୍ରତିବାଦ ଜାରିରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କାଲି ତା. ୨୧.୦୩.୨୪ ରାତି ୯.୦୦ ଘଟିକା [...]

ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ ଭୁବନେଶ୍ୱର : ଆଜି ମାର୍ଚ୍ଚ 22 ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି | ଏହା [...]

ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ଆସନରେ ପାର୍ଥୀ ଦେବ ଫରୱାର୍ଡ଼ ବ୍ଲକ୍‌

  ଫରୱାର୍ଡ଼ ବ୍ଲକ୍ ରାଜ୍ୟ କମିଟି ବୈଠକରେ ନିଷ୍ପତି ନେତାଜୀଙ୍କ ଆଦର୍ଶରେ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ଆସନରେ ପାର୍ଥୀ ଦେବ ଫରୱାର୍ଡ଼ ବ୍ଲକ୍‌ ଭୁବନେଶ୍ୱର, ୨୧.୦୩.୨୦୨୪ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌, ଓଡ଼ିଶା ରାଜ୍ୟ କମିଟିର ଜରୁରୀ ବୈଠକ ଆଜି ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ୟୁନିଟ୍‌-୬ ସ୍ଥିତ ନେତାଜୀ ଭବନ [...]

ଏଡିଆର ରିପୋର୍ଟ : ବର୍ତ୍ତମାନର ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ କୋଟିପତି ।

ଏଡିଆର ରିପୋର୍ଟ : ବର୍ତ୍ତମାନର ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ କୋଟିପତି । ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ । ଭୁବନେଶ୍ୱର:ଦେଶର ୧୦୨ଟି ଲୋକସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆରମ୍ଭ ହୋଇଯାଇଛି ସାଧାରଣ ନିର୍ବାଚନ ପ୍ରକ୍ରିୟା । ଅବଶ୍ୟ ଓଡିଶାରେ ମେ’ ୧୩ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଏପ୍ରିଲ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ନିର୍ବାଚନ [...]