Search for:
  • Home/
  • Month: March 2024

ତେଜିଲା ଅନନ୍ତ- ଅମରେଶ ବିବାଦ ।

ଭୁବନେଶ୍ୱର ମଧ୍ୟ ଆସନରେ କିଏ ପାଇବ ବିଜେଡି ଟିକେଟ୍ । ତେଜିଲା ଅନନ୍ତ- ଅମରେଶ ବିବାଦ । ଆଜି ନବୀନ ନିବାସରେ ପହଞ୍ଚିଲେ ଦୁଇ ନେତା ଭୁବନେଶ୍ୱର ମଧ୍ୟ ଆସନରେ କିଏ ହେବ ବିଜେଡି ପ୍ରାର୍ଥୀ । ନିର୍ବାଚନ ପୂର୍ବରୁ ତେଜିଲା ବିବାଦ । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଆଶାୟୀ ପ୍ରାର୍ଥୀ କର୍ପୋରେଟର ଅମରେଶ ଜେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି ।ନାଁ ନନେଇ ପରୋକ୍ଷରେ [...]

ଦ ଟଲ୍ ମ୍ୟାନ୍”ର ଓଡ଼ିଆ ଅନୁବାଦ ଉନ୍ମୋଚିତ

ଦ ଟଲ୍ ମ୍ୟାନ୍”ର ଓଡ଼ିଆ ଅନୁବାଦ ଉନ୍ମୋଚିତ ଭୁବନେଶ୍ୱର:ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୁସାହସିକ ଜୀବନ କାହାଣୀକୁ ନେଇ ରଚିତ ପୁସ୍ତକ ଦ ଟଲ୍ ମ୍ୟାନ୍‌ର ଓଡ଼ିଆ ଅନୁବାଦ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରସ୍ତୁତ ଏହି ପୁସ୍ତକକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ। ଏ ପୁସ୍ତକ ମାଧ୍ୟମରେ ନୂଆ ପିଢ଼ି ବିଜୁବାବୁଙ୍କ ପ୍ରେରଣାଦାୟୀ ଜୀବନଶୈଳୀ [...]

ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

  5-T ଉପକ୍ରମରେ ନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଶ୍ରଦ୍ଧାଞ୍ଜଳି ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସଚେତନ କରିବା ପାଇଁ ତାଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ସ୍ବତନ୍ତ୍ର ଗ୍ୟାଲେରୀ ସ୍ଥାନୀତ ଏୟାରପୋର୍ଟ ଭଳି ମିଳିବ ସୁବିଧା ସୁଯୋଗ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ [...]

ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା ସମିତି ବୈଠକରେ ଯୋଗ ଦେଲେ ଓଡିଶାର ପ୍ରତିନିଧିଦଳ

ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା ସମିତି ବୈଠକରେ ଯୋଗ ଦେଲେ ଓଡିଶାର ପ୍ରତିନିଧିଦଳ ଭୁବନେଶ୍ୱର,ତା.୦୧/୦୩: ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟୀ ନିର୍ବାଚନ ପରିଚାଳନା ସମିତି ବୈଠକ ଅଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୌଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନୀଲ ବଂସଲ, ଶ୍ରୀ ତରୁଣ [...]

ଏକାମ୍ର ରେ ଦୁଇଟି ପ୍ରକଳ୍ପ ଉଦଘାଟନ

ଏକାମ୍ର ରେ ଦୁଇଟି ପ୍ରକଳ୍ପ ଉଦଘାଟନ ଭୁବନେଶ୍ୱର’:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୫୪ ରେ ପଣ୍ଡିତ ରଘୁନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୨୪ ଲକ୍ଷ ଟଙ୍କାରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ରାଶି ଏବଂ ବିଧାୟକ ଆଞ୍ଚଳିକ ଉନ୍ନୟନ ଅନୁଦାନ ମିଳିତ ପାଣ୍ଠିରୁ ରୁପାନ୍ତରୀକରଣ ଏବଂ ୱାର୍ଡ ନଂ ୫୩ ରେ ୫୦ ଲକ୍ଷ ଟଙ୍କାରେ ୱାର୍ଡ ଅଫିସ୍ ଉଦଘାଟନ ଓ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା [...]

ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ

ଓଡ଼ିଶା ମ୍ୟୁନିସପାଲ୍ କର୍ପୋରେସନ ଆଇନ ଭଙ୍ଗ କରିଥିବା ଅପରାଧୀ କର୍ପୋରେଟରମାନଙ୍କର ସଭ୍ୟପଦ ରଦ୍ଦ କରାଯାଇ ତୁରନ୍ତ ନିର୍ବାଚନ କରାଯାଉ: ବିଜେପି  ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ ଭୁବନେଶ୍ୱର,ତା.୦୧/୦୩: ବ୍ରହ୍ମପୁର ମହାନଗର ନିଗମର ୪ଜଣ ବିଜେପି କର୍ପୋରେଟର ନୀଳକାନ୍ତ ସାହୁ, ରଞ୍ଜିତା ବେହେରା, ଡ.କରୁଣାକର ଓ ପ୍ରଦୀପ କୁମାର ଶତପଥୀ ଗତ ୨୬ ତାରିଖରେ ବିଜେଡି ଦଳରେ ଯୋଗ ଦେବା ଗଣମାଧ୍ୟମରେ ବହୁଳ ପ୍ରଚାରିତ ହୋଇଛି । [...]

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ନବୀନ ହଟାଅ ଓ ଓଡ଼ିଶା ବଂଚାଅ ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ନବୀନ ସରକାରଙ୍କୁ ପ୍ରତ୍ୟାଖାନ କରିବେ-ବି.ଭି. ଶ୍ରୀନିବାସ ଭୁବନେଶ୍ୱର, ତା.୦୧/୦୩ ରିଖ : ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରେ ‘ନବୀନ ହଟାଅ ଓଡ଼ିଶା ବଂଚାଅ’ ବିକ୍ଷୋଭ ସଭା ଆୟୋଜିତ ହେବା ସହ [...]